Browsing category

ମନୋରଞ୍ଜନ

ଆଜିର ରାଶିଫଳ

ଅକ୍ଟୋବର ମାସ ୧୦ ତାରିଖ ୨୦୨୪ମସିହା (ଗୁରୁବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୨/୨୪ ଗତେ ଅଷ୍ଟମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୪ /୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪ /୪୬,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀରପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ପୀଠେ ମହାଷ୍ଟମୀ ଓ ମୃଣ୍ମୟୀ ଦେବୀଙ୍କ ସପ୍ଟମୀପୂଜା ,କାଳବେଳା ଓ ବାରବେଳା – ଦିବା ଘ୦୨/୧୬ଗତେ ଘ୦୫/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୧ ମଧ୍ୟେ ଓ ଘ୦୧/୪୩ ଗତେ ଘ୦୨/୧୫ ମଧ୍ୟେ ଓ ରାତ୍ରି ଘ୦୬/୦୯ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୮ତାରିଖ ୨୦୨୪ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୧୧/୦୨ ଗତେ ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୪୩/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୨୬/୩୬,ଷଷ୍ଠୀର ପାର୍ବଣଶ୍ରାଦ୍ଧ,ମକରରାଶିର ଘାତବାର,କାଳବେଳା-ଦିବା ଘ୧୨/୫୮ ଗତେ ଘ୦୨/୨୭ ମଧ୍ୟେ,ବାରବେଳା -ଦିବା ଘ୦୭/୧୨ ଗତେ ଘ୦୮/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୮/୫୧ ଗତେ ଘ୧୦/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୦୮/୩୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୫/୨୭ ଗତେ ଘ୦୭/୪୪ ମଧ୍ୟେ,ବେଲ ଦିବାଘ୧୧/୦୨ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ସମସ୍ତଙ୍କୁ ସାଙ୍ଗରେ […]

ଜୁଭେନାଇଲ ଡ୍ରାଇଭିଂ ପାଇ ଆସୁଛି ନିୟମ

ଭୁବନେଶ୍ୱର,୬/୧୦(ଏସଏସନିଉଜ) କେନ୍ଦ୍ରସରକାର ଜୁଭେନାଇଲ ଡ୍ରାଇଭିଂ ଅର୍ଥାତ ଅପ୍ରାପ୍ତ ବୟଷ୍କ ପିଲାଙ୍କ ବାହନ ଚାଳନାପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।ସଡ଼କପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ମୋଟରବାହନ ଆଇନରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଅପ୍ରାପ୍ତ ବୟଷ୍କଙ୍କ ଲାଗି ବାହନ ଇଞ୍ଜିନ କ୍ଷମତା ୫୦ ସିସି ଓ ମୋଟର ପାୱାର ଅଧିକତମ ୧,୫୦୦ ୱାଟ ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।ଯାହାର ସର୍ବାଧିକ ବେଗ ୨୫ କିଲୋମିଟରପ୍ରତି ଘଣ୍ଟା ନିର୍ଦ୍ଧାରଣ କରାଯାଇଛି। ଏବେକା ଆଇନରେ ୬୭ଟି […]

ଆଜିଠୁ ହବିଷ୍ୟାଳୀ ପଞ୍ଜୀକରଣ

ଭୁବନେଶ୍ୱର,୬/୧୦(ଏସଏସନିଉଜ)ଆଜିଠୁ ହବିଷ୍ୟାଳୀ ପଞ୍ଜୀକରଣଆଜିଠୁ ହବିଷ୍ୟାଳୀବ୍ରତ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି।ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ ଆବେଦନ।ଅକ୍ଟୋବର ୧୮ରୁ ହବିଷ୍ୟାଳୀ ବ୍ରତ ଆରମ୍ଭ ହେବାକୁ ଯାଉଛି।ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି।

କାଲି ଆସିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର,୬/୧୦(ଏସଏସନିଉଜ) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି।ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ।ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୬ତାରିଖ ୨୦୨୪ମସିହା(ରବିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ଘ୦୭/୨୭ ଗତେ ଚତୁର୍ଥୀ ,ନକ୍ଷତ୍ର-ବିଶାଖା ରାତ୍ରି ଘ୧୨/୩୭ ଗତେଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୦୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୧୬ ,ଯୋଗିନୀ ଅଗ୍ନିକୋଣେ ଦିବାଘ ୦୭/୨୭ ଗତେ ନୈରୁତେ , ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୭ ଗତେ ଘ୦୧/୦୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୪ଗତେ ଘ୦୮/୫୮ମଧ୍ୟେ ଓ ରାତ୍ରି ଘ୦୭/୪୪ଗତେ ଘ୦୯/୨୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୦ ଗତେ […]

+୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ଵର,୫/୧୦(ଏସଏସନିଉଜ)ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା ତାରିଖ ଘୋଷଣା ସହ କହିଛନ୍ତି ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ […]

ଆଜିର ରାଶିଫଳ

ଅକ୍ଟୋବରମାସ୦୫ତାରିଖ୨୦୨୪ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୫୯, ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୧୬,ଯୋଗିନୀ ଅଗ୍ନିକୋଣେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୩/୧୭ଗତେ ଘ୦୫/୨୬ ମଧ୍ୟେ,ବାରବେଳା – ଦିବା ଘ୧୧/୦୦ଗତେ ଘ୦୨/୩୦ ମଧ୍ୟ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୦ ଗତେ ଘ୦୯/୪୨ମଧ୍ୟେ ଓ ଘ୦୨/୩୧ ଗତେ ଘ୦୩/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରିଘ୧୨/୩୧ ଗତେ ଘ୦୨/୧୭ ମଧ୍ୟେ, ପୋଟଳ ଭକ୍ଷଣ ନିଷେଧ। ମେଷ:-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ […]

ନଭେମ୍ବର ୧୩ରେ ବଡ଼ଓଷା

ଭୁବନେଶ୍ୱର,୪/୯(ଏସଏସନିଉଜ)ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୩ତାରିଖ ୨୦୨୪ମସିହା(ଗୁରୁବାର) ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୨/୪୦ ଗତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/ ୦୬,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୪୧ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,,କାଳବେଳା ଓ ବାରବେଳା – ଦିବା ଘ୦୨/୩୦ ଗତେ ଘ୦୫/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୦୭/୧୯ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି ଘ୦୬/୧୪ଗତେ ଘ୦୯/୩୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି, ପାଣିକଖାରୁ ଭକ୍ଷଣ ନିଷେଧ। […]