Browsing category

ମନୋରଞ୍ଜନ

ନବୀନନିବାସରେ ‘ଦମନ’ ଟିମ୍

ଭୁବନେଶ୍ବର,୧୭/୮(ଏସଏସନିଉଜ)ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୮ତାରିଖ ୨୦୨୪ମସିହା(ରବିବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ପ୍ରାତଃ ଘ ୦୬/୧୬ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର- ଉତ୍ତରାଷାଢ଼ା ଦିବା ଘ ୧୧/୧୨ଗତେ ଶ୍ରବଣା ,ସୁର୍ୟୋଦୟ-ପ୍ରାତଃଘ୦୫/୩୧/୫୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୯/୫୪ ,ଯୋଗିନୀ ଦକ୍ଷିଣେ ପ୍ରାତଃ ଘ୦୬/୧୬ ଗତେ ପଶ୍ଚିମେ ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୯/୦୭ଗତେ ଘ୦୧/୨୭ମଧ୍ୟେ ,ଅଦ୍ୟ ମୃତେ ଦ୍ଵିପାଦଦୋଷ ଓ ଦିବା ଘ୧୧/୧୨ ଗତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୦ଗତେ ଘ୦୮/୩୩ ମଧ୍ୟେ […]

ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫/୮(ଏସଏସନିଉଜ) କାନନବିହାର ଫେଜ-୨ ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ୭୮ ତମ ସ୍ୱାଧୀନତାଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ଯ ଅତିଥିଭାବେ ଭାରତୀୟ ଶିକ୍ଷା ପରିଷଦର ପ୍ରଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ବାବାଜୀ କୁମାରଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପ କୁମାର ପାଣି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତଗାନ ପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାରେ ମହାପୁରୁଷ ମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି […]

ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା କ୍ରିସ୍ ଜୀବନ

ବାରଙ୍ଗ,୧୪/୮(ଏସଏସନିଉଜ) ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟସିଂହ ବୁଧବାରସକାଳ ସମୟରେ ମୃତ୍ୟୁବରଣକରିଛି ।ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା ।ବୟସାଧିକ ଯୋଗୁଁ ଦିନକୁଦିନ ଦୁର୍ବଳହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା Iହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ମଙ୍ଗଳବାରଦିନ […]

ନନ୍ଦନକାନନକୁ ଆସିଲା ୪ ମାରମୋସେଟ୍

ବାରଙ୍ଗ,୧୪/୮(ଏସଏସନିଉଜ)ମାଙ୍କଡ ପ୍ରଜାତିର ଛୋଟ କୁହାଯାଉଥିବା ୪ ମାରମୋସେଟ୍ ବୁଧବାର ରାତିରେ ନନ୍ଦନକାନନକୁ ଆସିଛି।ଆସିଥିବା ମାରମୋସେଟ୍ ମଧ୍ୟରେ ୨ମାଇ ଓ ୨ଅଣ୍ଡିରା ଅଛନ୍ତି।ଏହି ବିଦେଶୀ ପ୍ରଜାତିଗୁଡିକ ହାଇଦ୍ରାବାଦରୁ କିଣାହୋଇ ଅଣାଯାଇଛି। ତେବେ ନନ୍ଦନ କାନନ ପକ୍ଷରୁ ନୂଆକରି ନିର୍ମାଣକରାଯାଉଥିବା ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସରେ ଏମାନଙ୍କୁ ରଖାଯିବ।ତେବେ ଏହି କମ୍ପ୍ଲେକ୍ସସେପ୍ଟେମ୍ବରରେ ଉଦ୍ଘାଟିତ ହେବାର ଆଶା କରାଯାଉଥିବାବେଳେ ଏହି ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଥିବାର ଜଣାପଡିଛି। ମାରମୋସେଟ ଆସିବାପରେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ପ୍ରଜାତି ସଂଖ୍ୟା […]

ଆଜିର ରାଶିଫଳ

ଅଗଷ୍ଟମାସ ୧୫ତାରିଖ ୨୦୨୪ ମସିହା(ଗୁରୁବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ ୧୦/୩୨ ଗତେ ଏକାଦଶୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ ୦୧/୩୮ ଗତେ ମୂଳା,ଅଦ୍ୟ ସୁଦଶାବ୍ରତ ଓ ସ୍ଵାଧୀନତା ଦିବସ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୨/୦୪,ଯୋଗିନୀ ଉତ୍ତରେ ଦିବା ଘ ୧୦/୩୧ଗତେ ଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର ଓ ଘାତଚନ୍ଦ୍ର,କାଳବେଳା ଓ ବାରବେଳା-ଦିବା ଘ୦୨/୫୮ ଗତେ ଘ୦୬/୦୮ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତୀ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୨୦ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୪ତାରିଖ ୨୦୨୪ ମସିହା(ବୁଧବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ ୧୦/୨୧ ଗତେ ଦଶମୀ, ସୁର୍ୟୋଦୟ -ପ୍ରାତଃ ଘ୦୫ /୩୦/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୪,ଯୋଗିନୀ ପୂର୍ବେ ଦିବା ଘ ୧୦/୨୧ ଗତେ ଉତ୍ତରେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୬ ମଧ୍ୟେ,ବାରବେଳା -ଦିବା ଘ୧୧/୫୦ ଗତେ ଘ୦୧/ ୨୫ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ରାତ୍ରି ଘ୦୬/୫୮ ଗତେ ଘ୦୯/୨୩ ମଧ୍ୟେ ଓ ଘ୦୨/୦୯ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୧ତାରିଖ ୨୦୨୪ ମସିହା(ରବିବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ପ୍ରାତଃ ଘ ୦୫/୩୩ ଗତେ ସପ୍ତମୀ,ନକ୍ଷତ୍ର- ଚିତ୍ରା ପ୍ରାତଃ ଘ ୦୬/୨୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୪,ଯୋଗିନୀ ବାୟବ୍ୟେ ପ୍ରାତଃ ଘ ୦୫/୩୩ ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୧୪ଗତେ ଘ୦୧/୨୫ ମଧ୍ୟେ,ମୃତେ ଏକପାଦ ଦୋଷ ପ୍ରାତଃ ଘ ୦୫/୩୩ ଗତେ ଦ୍ଵିପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୧୮ ଗତେ ଘ୦୮/୩୧ ମଧ୍ୟେ […]

ଛାତ୍ର ଲେଖିଥିବା ଦରଖାସ୍ତ ହେଲା ଭାଇରାଲ

ଭୁବନେଶ୍ବର,୧୧/୮(ଏସଏସନିଉଜ)ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଛୁଟି ଦରଖାସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଦରଖାସ୍ତରେ ଛାତ୍ରଜଣକ ସ୍ପଷ୍ଟ ଭାବରେ ସ୍କୁଲକୁ ଯିବି ନାହିଁ ବୋଲି ଲେଖିଛନ୍ତି |ଭାଇରାଲ ହେଉଥିବା ଦରଖାସ୍ତରେ ଲେଖାଯାଇଛି ଯେ, ‘ପ୍ରିୟ ମାଡାମ…ମୁଁ ଆସିବି ନାହିଁ, ଆସିବି ନାହିଁ, ଆସିବି ନାହିଁ | ଧନ୍ୟବାଦ… ଆସିବି ହିଁ ନାହିଁ ମୁଁ |ଏଭଳି ଲେଖି ଶେଷରେ ନିଜ ନାମ ରାକେଶ ବୋଲି ଲେଖିଛି ଛାତ୍ର | ଏବେ ରାକେଶଙ୍କ ଏହି ଦରଖାସ୍ତ ଖୁବ ଭାଇରାଲ ହେବାରେ […]

ପୁରୀରେ ଆଜିଠୁ ରଥଭଙ୍ଗା କାମ

ପୁରୀ,୧୧/୮(ଏସଏସନିଉଜ)ଆଜିଠୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ। ନିୟମ ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ।ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା […]