Browsing category

ମନୋରଞ୍ଜନ

ଅଧକ୍ଷାଙ୍କୁ ଶୁଭେଛା ଜଣାଇଲେ ପୁରୁଣାଛାତ୍ର

ବାରଙ୍ଗ, ୨।୭(ଏସଏସନିଉଜ) ସୋମବାରଦିନ ବାରଙ୍ଗ କୁଞବିହାରୀମହାବିଦ୍ୟାଳୟର ଅଧକ୍ଷଭାବେ ଲିପିପୁଷ୍ପାନାୟକ ଦାୟିତ୍ୱ ଗ୍ରହଣ କରିବାପରେ ମଙ୍ଗଳବାରଦିନ ଛାତ୍ରୀଛାତ୍ରମାନଙ୍କ ତରଫରୁ ତାଙ୍କୁ ଶୁଭେଛା ଜଣାଯାଇଛି ।୩୩ତମ ଅଧକ୍ଷାଭାବେ ସେ ଯୋଗଦେଇଥିବାରୁ ମହାବିଦ୍ୟାଳୟ ଉନ୍ନତି ପାଇଁ ତାଙ୍କ ଉଦ୍ୟମ ରହିବ ବୋଲି କହିଛନ୍ତି ।ଅନ୍ୟପଟେ ମଙ୍ଗଳବାରଦିନ ପୁର୍ବତନ ଛାତ୍ର ତଥା ୫ପଂଚାୟତ ବିଜେପିନେତା ଅଜିତସାସମଲଙ୍କ ନେତୃତ୍ୱରେ କିଛିଛାତ୍ର ଅଧକ୍ଷାଙ୍କୁଭେଟି ଶୁଭେଛା ଜଣାଇଛନ୍ତି ।

ଆଜିରରାଶିଫଳ

ଜୁଲାଇମାସ ୦୩ତାରିଖ୨୦୨୪ ମସିହା(ବୁଧବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୭/୨୯ ଗତେ ତ୍ରୟୋଦଶୀ,ନକ୍ଷତ୍ର- କୃତ୍ତିକା ପ୍ରାତଃ ଘ ୦୫/୩୩ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯, ଯୋଗିନୀ ନୈରୁତେ ଦିବା ଘ୦୭/୨୯ ଗତେ ଦକ୍ଷିଣେ, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୩୪ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୨ ଗତେ ଘ୦୧/୩୨ ମଧ୍ୟେ,ମୃତେ ଦ୍ଵିପାଦଦୋଷ ଓ ପ୍ରାତଃ ଘ ୦୫/୧୮ ଗତେ ଗତେ ଦିବା ଗ ୦୭/୨୯ ମଧ୍ୟେ ଏକପାଦ […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇ ମାସ ୨ ତାରିଖ ମଙ୍ଗଳବାର ।ଶ୍ରୀମନ୍ଦିରେ (ସର୍ବସମ୍ମତ) ଖଳିଲାଗିଏକାଦଶୀ,ଅନବସର ଏକାଦଶୀ,ସାମନ୍ତ ଚନ୍ଦ୍ରଶେଖରଙ୍କ ତିରୋଧାନ ଦିବସ।ସୁର୍ଯ୍ୟୋଦୟ- ଘ୫/୧୫/୧୫ ,ସୂର୍ଯ୍ୟାସ୍ତ- ଘ୬/୨୫/୩୫ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଏକାଦଶୀ ଦିବା ଘ୯/୪ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ଦ୍ବିଜାନକ୍ଷତ୍ର ପ୍ରାତଃଘ୬/୨୫ମିପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୯/୪ମି ପରେ ନୈର୍ଋତକୋଣରେ ।ମଙ୍ଗଳବାର,ଅଗନ୍ତବ୍ୟତିଥି, ମଙ୍ଗଳଯୁକ୍ତପରେ ପାପ ମଧ୍ୟଚନ୍ଦ୍ରଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ,ମିଥୁନ,କର୍କଟ, ତୁଳା,ବିଛା,ମକର ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବାଘ୧୨/୧୨ମିପରେ ବୃଷ,ମିଥୁନ,କର୍କଟ,ସିଂହ, ଧନୁ,କୁମ୍ଭ […]

ଆଜିର ରାଶିଫଳ

ଜୁନ୍ ମାସ ୩୦ତାରିଖ ୨୦୨୪ମସିହା(ରବିବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ନବମୀ ଦିବା ଘ୧୨/୪୨ ଗତେ ଦଶମୀ ,ନକ୍ଷତ୍ର- ରେବତୀ ଦିବା ଘ୦୮/୩୨ଗତେ ଅଶ୍ଵିନୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୪୯ ,ଯୋଗିନୀ ପୂର୍ବେ ଦିବାଘ୧୨/୪୨ ଗତେ ପୂର୍ବେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀରଏକୋଦିଷ୍ଟଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୧୨ଗତେ ଘ୦୧/୩୧ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୫୧ ଗତେ ଘ୦୯/୧୫ ମଧ୍ୟେ […]

ଆଜିର ରାଶିଫଳ

ଜୁନ୍ ମାସ ୨୯ତାରିଖ ୨୦୨୪ମସିହା(ଶନିବାର)ଆଷାଢ଼ ମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୦୨/୪୦ଗତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୯/୪୨ ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୪୯ ,ଯୋଗିନୀ ଐଶାନ୍ୟେ ଦିବାଘ୦୨/୪୦ ଗତେ ପୂର୍ବେ , ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ନବମୀର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୬/୫୫ ମଧ୍ୟେ ଓ ଦିବା ଘ୦୪/୪୬ଗତେ ଘ୦୬/୦୫ମଧ୍ୟେ ,ବାରବେଳା -ଦିବା ଘ୦୧/୨୮ଗତେ […]

ନୂଆଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା

  ଭୁବନେଶ୍ୱର,୨୮।୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବା ସହ ଓଡିଶାକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ରୂପେ ବିକଶିତ […]

ଭବାନୀପାଟଣାରେ ତେଜିଲା ବିଜେଡ଼ି କନ୍ଦଳ

ଭବାନୀପାଟଣା ,୨୮ା୬(ଏସଏସନିଉଜ) ଭବାନୀପାଟଣା ପୌରପାଳିକାରେ ତେଜିଲା ବିଜେଡ଼ି କନ୍ଦଳାପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କୁ ହଟାଇବାକୁ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି କାଉନସିଲର । ଅନାସ୍ଥା ପ୍ରସ୍ତାବ ନୋଟିସ ନେଇ ଫେରାଦ ହୋଇଛନ୍ତି ସମସ୍ତ ୨୦କାଉନସିଲର ।ଏଥିରେ ବିଜେଡ଼ିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲର ରହିଛନ୍ତି ।ବିଜେଡ଼ି ଟିକେଟରେ ଜିତିଥିବା ପୌରାଧ୍ୟକ୍ଷାଙ୍କୁ ହଟାଇବାକୁ ଏକାଠି ହୋଇଛନ୍ତି କାଉନସିଲର

ରଥଯାତ୍ରା ପାଇଁ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୨୮ା୬(ଏସଏସନିଉଜ)ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ାମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।୩୧୫ ସ୍ପେଶାଲ ଟ୍ରେନ୍ ଚାଲିବ , ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବା୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ କହିଲେ ରେଳ ମନ୍ତ୍ରୀା

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର

ପୁରୀ, ୨୮।୬(ଏସଏସନିଉଜ) ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥକ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ରଥଯାତ୍ରା ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ସର୍କିଟ ହାଉସଠାରେ ପହଞ୍ଚି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବା ପରେ ସମଙ୍ଗ ପାର୍କିଂ ସ୍ଥାନ ପରିଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଗାଡି […]