Browsing category

ମନୋରଞ୍ଜନ

ଆଜିର ରାଶିଫଳ

ମଇମାସ ୨୭ତାରିଖ ୨୦୨୪ମସିହା (ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଅପରାହ୍ନ ଘ୦୪/୫୪ ଗତେ ପଞ୍ଚମୀ,ନକ୍ଷତ୍ର- ପୁର୍ବା ଷାଢ଼ା ଦିବା ଘ୧୦/୫୧ ଗତେ ଉତ୍ତରା ଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୨୧,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୬/୧୬/ ୫୭,ଯୋଗିନୀ ନୈରୁତେ ଅପରାହ୍ନ ଘ୦୪/୫୪ ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୧୦/୫୦ ଗତେ ଏକପାଦପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୭ ମଧ୍ୟେ,ବାରବେଳା – ଦିବା ଘ୦୩/୦୦ ଗତେ ଘ୦୪/ ୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା […]

ବିଜେଡ଼ିକୁ ବହୁମତ ମିଳିସାରିଛି

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଜେଡ଼ିକୁ ବହୁମତ ମିଳିସାରିଛି ବୋଲି କହିଛନ୍ତି ଭିକେ ପାଣ୍ଡିଆନ।ନବୀନନିବାସରେ ଆୟୋଜିତ ପ୍ରେସମିଟ୍‌ରେ ଭିକେପାଣ୍ଡିଆନଙ୍କ ଦୃଢ଼ୋକ୍ତି। ଏଯାଏଁ ବିଜେଡ଼ିର ଷ୍ଟ୍ରାଇକ ରେଟ୍‌ ୮୦ରୁ ୮୫% ରହିଛି।ଚତୁର୍ଥ ପର୍ଯ୍ୟାୟପରେ ବିଜେଡ଼ିର ସ୍ଥିର ସରକାର ଆସିଯିବ।ଲୋକସଭାରେ ମଧ୍ୟ ବହୁତ ଭଲ କରିବ ବିଜେଡ଼ି ବୋଲି କହିଛନ୍ତି ପାଣ୍ଡିଆନ।ଭୁବନେଶ୍ବରରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି।ଭୁବନେଶ୍ବର ଫଳାଫଳ ବିଜେଡ଼ି ସପକ୍ଷରେ ଆସିବ।ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଲୋକଙ୍କ ହୃଦୟକୁ ଛୁଇଁଛି।ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡ଼ି ସରକାର ଗଢ଼ିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ।

ପ୍ରକାଶପାଇଲା ମାଟ୍ରିକପରୀକ୍ଷା ଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ। ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ % ରହିଛି।ସାଢ଼େ ୧୧ଟାରେ ପରୀକ୍ଷାର୍ଥୀ ମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ […]

ଶେରଗଡ଼ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ୱର,୭।୫(ଏସଏସନିଉଜ)ଶେରଗଡ଼ ଗୋଠଗାଁରେ ପାଣ୍ଡିଆନଙ୍କ ପ୍ରଚାର ଆରମ୍ଭ ହୋଇଛି।ଜନସଭାରେ ବିରୋଧୀଙ୍କୁ କରିଛନ୍ତି ଟାର୍ଗେଟ।ବିକାଶର ହିସାବ ଦେଲେ କାର୍ତ୍ତିକ ପାଣ୍ଡିଆନ।ଦଳୀୟସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ।।

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାରେ ଉଦ୍‌ବୋଧନଦେବେ ।ସେହିଭଳିଭାବେ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।ନୀତିନ ଗଡ଼କରୀ ପୁରୀ ଜିଲ୍ଲା ଓ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ୱଶର୍ମା ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଅବସର ନେଲେ ରବିନାରାୟଣ

ମେଣ୍ଢାଶାଳ,୨|୫(ଏସଏସନିଉଜ)ମେଣ୍ଢାଶାଳଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଲାବ୍ରୋଟରି ଟେକ୍ନିସିଆନ ରବି ନାରାୟଣ ମହାନ୍ତି ୩୦ଏପ୍ରିଲ ରେ ତାଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ଜଣେ କର୍ତଵ୍ୟ ନିଷ୍ଠ,ସଚୋଟ, ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ମେଣ୍ଢାଶାଳ ମେଡିକାଲର ବହୁତ ଉନ୍ନତି ମୂଳକକାର୍ଯ୍ୟରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ମଙ୍ଗଳବାର ଆୟୋଜିତ ତାଙ୍କର ଅବସରକାଳୀନ ସଭାରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ସଂମ୍ମାନୀତି କରିବା ସହ ମେଡିକାଲ ଅଧ୍ୟକ୍ଷ ଡ଼. ମୋହନ ହେମ୍ରମ,ଇଟିପୁର,ଚନ୍ଦକା ନୂଆବନ୍ତ,ପାତ୍ରପଡା ସେକ୍ଟରର ସମସ୍ତ […]

ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ଶନିବାର ଦିନ କଂଗ୍ରେସନେତା ପ୍ରତାପଚନ୍ଦ୍ରରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତରବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭାସାଂସଦ ଡକ୍ଟର ସସ୍ମିତପାତ୍ର ଓ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହେବାପରେ ପ୍ରତାପଚନ୍ଦ୍ରରାଉତଙ୍କୁ ବିଧାୟକ ସୁଶାନ୍ତ ରାଉତ ଉପଢୌକନଦେଇ ଦଳକୁ ସ୍ୱାଗତ କରିଥିଲେ।ପ୍ରତାପଚନ୍ଦ୍ରରାଉତ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୂତ ହେବ ଡକ୍ଟର ସସ୍ମିତପାତ୍ର କହିଥିଲେ […]

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ

  ଭୁବନେଶ୍ବର ୧୧।୪(ଏସଏସନିଉଜ)ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟର ନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନାକମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣାମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯଅତିଥି ଉତ୍କଳବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନବିଭାଗର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ବର୍ତ୍ତମାନ ଦୈନଦିନ ଜୀବନରେ ବିଜ୍ଞାନ ଉପାଦେୟତା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ କିପରି ସହାୟକ ତାହା ସୂଚାଇ ଦେଇଥିଲେ।ମୁଖ୍ୟବକ୍ତାଭାବେ ପ୍ରଫେସର ଡଃ. ଧିରେନ ମହାନ୍ତି ଯୋଗଦେଇ ଶିକ୍ଷାସାଧନର କୌଶଳ ଓ ସାମାଜିକ ପରିବର୍ତ୍ତନ […]