Browsing category

ମନୋରଞ୍ଜନ

ପ୍ରାର୍ଥୀ ଘୋଷଣାକଲା କଂଗ୍ରେସ

ଭୁବନେଶ୍ୱର,୨।୪(ଏସଏସନିଉଜ) ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଛି କଂଗ୍ରେସ ।୮ଲୋକସଭା ଓ ୪୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକରିଛି କଂଗ୍ରେସ ଆସନ୍ତୁ ଜାଣିବା…. ଲୋକସଭା ପ୍ରାର୍ଥୀ- ୧) ବରଗଡ଼-ସଞ୍ଜୟ ଭୋଇ ୨) ସୁନ୍ଦରଗଡ଼-ଜନାର୍ଦ୍ଧନ ଦେହୁରୀ ୩) ବଲାଙ୍ଗିର- ମନୋଜ ମିଶ୍ର ୪) କଳାହାଣ୍ଡି-ଦ୍ରୌପଦୀ ମାଝୀ ୫) ନବରଙ୍ଗପୁର-ଭୁଜବଳ ମାଝୀ ୬) କନ୍ଧମାଳ-ଅମିର ଚାନ୍ଦ ନାୟକ ୭) ବ୍ରହ୍ମପୁର-ରଶ୍ମିରଞ୍ଜନ ପଟ୍ଟନାୟକ ୮) କୋରାପୁଟ-ସପ୍ତଗିରି ଉଲ୍ଲାକା ବିଧାନସଭା ପ୍ରାର୍ଥୀ- ୧) ନୂଆପଡ଼ା-ଶରତ ପଟ୍ଟନାୟକ ୨) ପଦ୍ମପୁର-ଟଙ୍କଧର ସାହୁ ୩) […]

ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । 1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ 2. ବିଜେପୁର-ସନତ କୁମାର ଗର୍ତିଆ 3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ 4. ଅତାବିରା-ନିହାର ରଞ୍ଜନ ମହାନନ୍ଦା 5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ 6. ବ୍ରଜରାଜନଗର-ସୁରେଶ ପୂଜାରୀ 7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ 8. ତଲସରା-ଭବାନୀ ଶଙ୍କର ଭୋଇ 9. ସୁନ୍ଦରଗଡ-କୁସୁମ ଟେଟେ 10.ବୀରମିତ୍ରପୁର-ଶଙ୍କର […]

ମେଣ୍ଢାଶାଳରେ ପଂଚୁଦୋଳ ମେଳଣ ଉଦଯାପିତ

ମେଣ୍ଢାଶାଳ,୧ା୪(ଏସଏସନିଉଜ)ପ୍ରତ୍ୟକବର୍ଷଭଳି ଚଲିତବର୍ଷ ମେଣ୍ଢାଶାଳଗ୍ରାମର ଚନ୍ଦ୍ରଶେଖରଦେବଙ୍କ ପଂଚୁଦୋଳମେଳନ ସୋମବାରଦିନ ଉଦଯାପିତହୋଇଯାଇଛି ।ଶନିବାରଦିନ ମେଳଣ ଓ ଜମାଣଯାତ୍ରା ଅନୁଷ୍ଠିତହୋଇଥିଲା ।ଗିରିଙ୍ଗାପୁଟ ଓ ଦେଉଳିଆପାଟଣା ଗ୍ରାମର ରାଧାକୃଷ୍ନଦେବ ,ଜାଗସରାପାଟଣାର ଚ୍ୟୈତନ୍ୟଦେବ,ଗଙ୍ଗାପଡା ଓ ଛତାବାରଗ୍ରାମର ଚନ୍ଦ୍ରଶେଖରଦେବ ଓ ଗୋପିନାଥଦେବ,ମେଣ୍ଢାଶାଳର ରଘୁନାଥଦେବ,ଶ୍ୟାମପୁରର ରାଧାକୃଷ୍ନଦେବ,ପାଇକେରାପୁରର ଭଗବତବାସୁଦେବ,ଘଙ୍ଗାପାଟଣାର ଗୋପାଳଜିଉ,କଂଟାବାଡର ରାଧାକୃଷ୍ନଦେବ,କାଟେଣିର ଶୀବାସୁଦେବ.ତମାଣ୍ଡୋର ଚନ୍ଦ୍ରଶେଖରଦେବ ଓ ମେଣ୍ଢାଶାର ଦଧିବାବନଦେବ ସୁସଜ୍ଜିତ ଦୋଳବିମାନରେ ବାଜାବାଣ ଓ ବିରାଟପଟୁଆରରେ ମେଳଣ ପଡିଆରେ ପହଁଚିଥିଲେ ।ଚଳିବର୍ଷ ମଧୁପୁର ଗ୍ରାମର ନାଗେଶ୍ୱେର ଦେବ ପଟୁଆରରେ ଆସି ଭଗବତ ବାସୁଦେବଙ୍କ ମନ୍ଦିରଠାରେ ପହଂଚି ମେଳଣ ପଡିଆକୁ […]

ପଦ୍ମ ଧରିଲେ

ଭୁବନେଶ୍ୱର,୨୮ା୩(ଏସଏସନିଉଜ)ବିଜେପିରେ ମିଶିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ।ଏମାନେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।

ବିଜେଡିର ଦ୍ୱିତୀୟ ପାର୍ଥିତାଲିକା ଘୋଷଣା

ଭୁବନେଶ୍ୱର,୨୭।୩(ଏସଏସନିଉଜ)ବିଜେଡି ତାର ଦ୍ୱିତୀୟ ପାର୍ଥି ତାଲିକା ଘୋଷଣା କରିଛି। ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି।ପୁରୀ- ଅରୂପ ପଟ୍ଟନାୟକ, ଢେଙ୍କାନାଳ- ଅବିନାଶ ସାମଲ,ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ,କନ୍ଧମାଳ- ଅଚ୍ୟୁତ ସାମନ୍ତ,କଟକ- ସଂତୃପ୍ତ ମିଶ୍ର, ଯାଜପୁର- ଶର୍ମିଷ୍ଠା ସେଠୀଙ୍କ ନାମ ଘୋଷଣା ହୋଇଛି।

ବିଜେଡି ଘୋଷଣାକଲା ପ୍ରଥମପର୍ଯ୍ୟାୟ ପାର୍ଥୀ ତାଲିକା

ବିଜେଡି ୯ ଲୋକସଭା ପ୍ରାର୍ଥୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ,କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପତିର୍କୀ,ମୟୂରଭଂଜ- ସୁଦାମମାରାଣ୍ଡି, କେନ୍ଦ୍ରାପଡ଼ା- ଅଂଶୁମାନମହାନ୍ତି, ନବରଙ୍ଗପୁର- ପ୍ରଦୀପ ମାଝୀ, ଭୁବନେଶ୍ବର- ମନ୍ମଥରାଉତରାୟ,କୋରାପୁଟ- କୌଶଲ୍ୟାହିକକା, ଆସିକା- ରଂଜିତା ସାହୁ। ସେହିଭଳି ଭାବେ ବିଜେଡି ୭୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା- ବିଷମକଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥଗମାଙ୍ଗ,ରାୟଗଡାରୁ ଅନୁସୂୟାମାଝୀ,ବରଗଡରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତାସାହୁ,ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ,ଭଟଲିରୁ ସୁଶାନ୍ତସିଂ,ଜଳେଶ୍ୱରରୁ ଅଶ୍ୱିନୀ କୁମାରପାତ୍ର,ବସ୍ତାରୁସୁବାସିନୀଜେନା,ଭଣ୍ଡାରୀପୋଖରୀରୁ ସଞ୍ଜୀବମଲ୍ଲିକ,ଭଦ୍ରକରୁ […]

ଭୋଗ ଖାଇଲେ, ଗ୍ରାମ ପରିକ୍ରମା କଲେ

ଖୁଣ୍ଟୁଣୀ,୨୫ା୩(ଏସଏସନିଉଜ)ରମ୍ପେଇ-ଖୁଣ୍ଟୁଣୀର ଆରାଧ୍ୟ ଇଷ୍ଟଦେବ ବାବାବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତିପ୍ରତିମା ବାବା ଚନ୍ଦ୍ରଶେଖର ଓ ମାପାର୍ବତୀ ଚାଚେରୀଭୋଗ ପାଇବାକୁ ଖୁଣ୍ଟୁଣୀଗ୍ରାମ ପରିକ୍ରମାରେ ବାହାରିଲେ । ଦୋଳପୂର୍ଣ୍ଣିମାଠାରୁ ପ୍ରଭୁ ବରଷକେଥରେ ମନ୍ଦିରରୁ ବାହାରି ଭକ୍ତମାନଙ୍କ ଦ୍ଵାରକୁଯିବେ ।ଘରଘରବୁଲି ଭକ୍ତରଙ୍କଣା ଭୋଳାନାଥ ଓ ମାତାପାର୍ବତୀ ଭୋଗପାଇବା ସହିତ ଆଶୀର୍ବାଦ ପ୍ରଦାନକରିବେ ଭକ୍ତଙ୍କୁ । କର୍ମ ଅନୁଯାୟୀ ଫଳ ମଧ୍ୟ ପ୍ରଦାନ କରିବେ । ସତ ଓ ଅସତର କର୍ମକୁ ନେଇ ସେମିତି ବର ପ୍ରଦାନ କରିବେ ବାବା । ବାବାଙ୍କର ଆଜିର ଏହି […]

ଚର୍ଚ୍ଚା ଭିତରେ ସୁରରାଉତରାୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୨୬।୩(ଏସଏସନିଉଜ)ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ BJD ଯିବା ଚର୍ଚ୍ଚା ଭିତରେ ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିସାନପୁଅ ମୋର ଅବୁଝା, BJD ଯିବାକୁ ବ୍ୟାକୁଳ ହେଉଛି ।ବିଜେଡି ଆଡ଼େ ସେ ଆକର୍ଷିତ ହେଇଯାଇଛି।ନବୀନ ପଟ୍ଟନାୟକଙ୍କ ଦ୍ଵାରା ସାନପୁଅ ପ୍ରଭାବିତ ହୋଇଛି।ଚେଷ୍ଟା ଚଲାଇଛି ପୁଅକୁ ବୁଝେଇବା ପାଇଁ।ଆଣ୍ଠେଇ ଗଲିଣି ତାକୁ କଂଗ୍ରେସରୁ ଲଢ଼େଇବା ପାଇଁ।ପୁଅ ସାବାଳକ, ଜବରଦସ୍ତି କରିପାରିବିନି କେବଳ ବୁଝାଉଛି।ମୋ ପାଇଁ କଂଗ୍ରେସ ଦଳ ମନ୍ଦିର, ହାତଚିହ୍ନ ଭଗବାନ।ପୁଅ BJDରୁ ଛିଡ଼ା ହେଲେ ମୁଁ ପ୍ରଚାର କରିବିନି।ଜଟଣୀରେ […]

ମା ହେଲା ରେୱା

ବାରଙ୍ଗ,୨୪।୩ (ଏସଏସନିଉଜ) ନନ୍ଦନକାନନରେ ମା ହୋଇଛି ସିଂହୀରେୱା ।ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷଙ୍କ ନଜରବନ୍ଦୀରେ ରହିଥିବା ଜଣାପଡିଛି ।ସେପଟେ କର୍ତ୍ତୃପକ୍ଷ ସିଂହୀ ରେୱା ଓ ଶାବକକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାହିଁକି ନା ,ସିଂହୀ ରେୱା ପ୍ରଥମଥର ମାତୃତ୍ଵଲାଭ କରି ଛୁଆକୁ ଆପଣେଇନାହିଁ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛାଡିଥିବା ସୂଚନା ମିଳିଛି । ପ୍ରକାଶ ଯେ, ୬ ବର୍ଷ […]

ଉର୍ମିଳାଙ୍କୁ ହତ୍ୟା

ବାରଙ୍ଗ,୨୦ା୩(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ବାରଶିଙ୍ଗାଗ୍ରାମରେ ଜଣେ ବିଧବାମହିଳାଙ୍କୁ କରାଯାଇଥିବା ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ ।ଏକତରଫାପ୍ରେମ ଏହି ହତ୍ୟାକାଣ୍ଡର କାରଣ ବୋଲି ପୋଲିସ କହିôଥିବାବେଳେ ହତ୍ୟାକାଣ୍ଡ ଘଟାଇଥିବା ଯୁବକକୁ ପୋଲିସ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି । ବୁଧବାରଦିନ ଏକ ସାମ୍ବାଦିକ ସମ୍ମୀଳନୀରେ ପୋଲିସ କହିବାଅନୁଯାୟୀ ୧୧ତାରିଖ ଦିନରେ ବାରଶିଙ୍ଗା ଗ୍ରାମର ପାର୍ଥସାରଥ ନାମକ ବ୍ୟକ୍ତି ତାଙ୍କ ମାଆକୁକେହି କିଛି ଅଜ୍ଞାତ ବ୍ୟକ୍ତି ପଥରରେ ଛେଚି ହତ୍ୟାକରିଥିବାର ବାରଙ୍ଗଥାନାରେ ଅଭିଯୋଗ କରିଥିଲେ ।ପୋଲିସ ସନ୍ଧାନୀକୁକୁର ସହ […]