Browsing category

ମନୋରଞ୍ଜନ

ପ୍ରଥମପର୍ଯ୍ୟାୟନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ଲୋକସଭା ନିର୍ବାଚନ ପାଇଁ ପ୍ରଥମପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୭ରାଜ୍ୟ ସହ ୪କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ପାଇଁ ବିଜ୍ଞପ୍ତି ହୋଇଛି ।ପ୍ରଥମପର୍ଯ୍ୟାୟ ରେ ୧୦୨ଟି ଆସନରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନା୧୯ ଏପ୍ରିଲ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧ ସପ୍ତମ ପର୍ଯ୍ୟାୟ ମତଦାନ,ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ୨୭ ମାର୍ଚ୍ଚ ସୁଦ୍ଧା ନାମାଙ୍କନ,୨୮ ମାର୍ଚ୍ଚ ନାମାଙ୍କନ ଯାଞ୍ଚ, ୩୦ ମାର୍ଚ୍ଚ ପ୍ରାର୍ଥିପତ୍ର ପତ୍ୟାହାର ଶେଷ ତାରଖ ଓ୭ଟି ପର୍ଯ୍ୟାୟରେ […]

ଅସୁସ୍ଥ ହେଲା ହେଟାବାଘ

ବାରଙ୍ଗ,୧୯ା୩(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୫ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଅଣ୍ଡିରା ହେଟାବାଘ ଅସୁସ୍ଥ ହୋଇଥିବା ଜଣାପଡିଛି । ବାଘଟି ଠିକ୍ ସେ ଖିଆପିଆ କରୁନଥିବା ବେଳେ ଗୋଟିଏ ସ୍ଥାନରେ ପଡିରହୁଥିଲା । ଏନକ୍ଲୋଜରରେ କାମ କରୁଥିବା କର୍ମଚାରୀ ଏହା ଦେଖି କର୍ତ୍ତୁପକ୍ଷଙ୍କୁ ଖବର ଜଣାଇଥିଲେ । କର୍ତ୍ତୁପକ୍ଷ ଏହି ହେଟା ବାଘକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଥିବା ସୂଚନା ମିଳିଛି । ଏବେ ପ୍ରାଣୀଉଦ୍ୟାନରେ ୫ଟି ହେଟା ବାଘ […]

ଟ୍ରାଏଲବେଳେ ଖସିପଡିଲା ରୋପୱେ ବଗି

ବାରଙ୍ଗ,୧୯ା୩(ଏସଏସନିଉଜ)ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ରୋପୱେ ଚାଲୁଥିବା ସମୟରେ ମଙ୍ଗଳବାରଦିନ ଅଘଟଣ ଘଟିଛି । ଗୋଟିଏ ବଗି ତାର ସହ ଖସିପଡ଼ି କାଞ୍ଜିଆ ହ୍ରଦରେ ପଡିଥିଲା । ହେଲେ ବଗିରେ କେହି ପର୍ଯ୍ୟଟକ ବସିନଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ, ଯଦି ଏହି ବଗି ରେ ପର୍ଯ୍ୟଟକ ବସିଥାନ୍ତେ ଆଉ ଦୁର୍ଘଟଣା ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତେ । ନନ୍ଦନକାନନ କର୍ତ୍ତୁପକ୍ଷ ନା ଠିକା ନେଇଥିବା ସଂସ୍ଥା । ସୂଚନାଯୋଗ୍ୟ ଯେ , […]

କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ

ଭୁବନେଶ୍ୱର,୧୯ା୩(ଏସଏସନିଉଜ)କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀାସେ କଂଗ୍ରେସ ପ୍ରାଥମିକସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ଆସନ୍ତାକାଲି ବିଜେଡିରେ ସାମିଲ ହେବା ସମ୍ଭାବନା ରହିଥିବାର ଜଣାପଡିଛି ।ଅନ୍ୟପଟେ କଂଗ୍ରେସ ଛାଡ଼ିବା ପରେ ଅଧିରାଜ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ଯେ,ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି ।କେଉଁ ଦଳକୁ ଯିବି କାଲି କାର‌୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି ।୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି ।ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଛି ଓ କଂଗ୍ରେସରେ […]

ମାଦୁର୍ଗାଣୀଦେବୀଙ୍କ ଜନ୍ମୋସ୍‌ବ ପାଳିତ

ମେଣ୍ଢାଶାଳ,୧୯ା୩(ଏସଏସନିଉଜ) ମଙ୍ଗଳବାରଦିନ ପବିତ୍ର ଫଗୁଦଶମୀଅବସରରେ ମେଣ୍ଢାଶାଳସ୍ଥିତ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ୧୩ବର୍ଷପୁର୍ବେ ପ୍ରତିଷ୍ଠିତ ମା ଦୁର୍ଗାଣୀଦେବୀଙ୍କ ମନ୍ଦିରଠାରେ ତ୍ରୟୋଦଶବାର୍ଷିକ ଜନ୍ମାସ୍‌ବ ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ପୈାରହତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତ୍ୟୁଷରୁ ମାଙ୍କ ସ୍ନାନାଦୀ ସମାପନପରେ ନବବସ୍ତ୍ର ପରିଧାନ,ପୁଜାର୍ଜନାକରାଯାଇଥିଲା । କରାଯାଇଥିବା ହୋମରେ କର୍ତିୀଭାବେ ନିଳାନ୍ଦ୍ରୀ ବଳିୟାରସିଂହ ବସିଥିଲେ । ସୁରେନ୍ଦ୍ରବାହିନିପତିଙ୍କଦ୍ୱାରା ହୋମପୁଜା କରାଯାଇଥିଲା ।ଅପରାହ୍ନରେ ଖିରୋଦମହାପାତ୍ରଙ୍କ ପରିଚାଳନାରେ ପ୍ରସାଦସେବନର କାର୍ଯ୍ୟକ୍ରମ କରାଯାଇଥିଲା ।ଗ୍ରାମପଂଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା,ବିଶିଷ୍ଟବ୍ୟକ୍ତି , ଗ୍ରାମମୁରବୀ ଓ ଶତାଧିକ ମହିଳାମାନେ ଏଥିରେ ଯୋଗଦେଇ ପ୍ରସାଦସେବନ କରିଥିଲେ […]

ବ୍ୟାଙ୍କଗଲା ମହାପ୍ରଭୁଙ୍କ ୩୯କୋଟି

ପୁରୀ,୧୮।୩(ଏସଏସନିଉଜ) ଶ୍ରୀମନ୍ଦିରର ୩୯ କୋଟି ୨୧ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ହୋଇଛି।୭.୮୦% ସୁଧ ହାରରେ ୩୬ କୋଟି ୩ ଲକ୍ଷ ଜମା ନେଲା କାନାରାବ୍ୟାଙ୍କ।୩ କୋଟି ୧୮ ଲକ୍ଷକୁ ୭.୫୫% ସୁଧ ହାରରେ ନେଲା ବ୍ୟାଙ୍କ ଅଫ ବରୋଦା।

ପଟିଆକଲେଜରେ ଭାରତୀୟ ଭାଷାସମ୍ମିଳନୀ

  ଭୁବନେଶ୍ୱର,୧୭।୩(ଏସଏସନିଉଜ) ମାତୃଭାଷା, ମାତୃଭୂମି ଏବଂ ମୋମାତୃଭାଷା – ମୋଗର୍ବ ବିଷୟରେ ଜାତୀୟକର୍ମଶାଳା ଶନିବାରଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆନୁଷ୍ଟିତ ହୋଇଯାଇଛି ।ଭାରତସରକାରଙ୍କଭାରତୀୟ ଭାଷା ସମିତି, ଶିକ୍ଷାମନ୍ତ୍ରଣାଳୟ, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜାମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେମିନାରରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ତାପସ ଚକ୍ରବର୍ତ୍ତୀ,ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଟୁଇଙ୍କିଲ ପୃଷ୍ଟି, ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରଫେସର୍ ଇନ୍ଦ୍ରମଣିସାହୁ,ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ […]

୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ […]

ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ମନା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବନ୍ୟଜନ୍ତୁଙ୍କ ଓ ସେମାନଙ୍କ ଶରୀରର ବିଭିର୍ଣ ଅଂଶ ସହ ଫଟୋ କିମ୍ବା ସେଲଫି ନେଲେ ଏଥର ଜେଲ୍ ଯିବାକୁ ପଡିବ ।ବନ୍ୟଜନ୍ତୁଙ୍କ ସହ ସେଲଫିନେଇ ସୋସିଆଲ ମିଡିଆରେ ଛାଡିଲେ ହେବ ଦୃଢକାର୍ଯ୍ୟାନୁଷ୍ଠାନ ।ଏହା ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ , ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ ।ଏହାସହ ମୃତ ବନ୍ୟଜନ୍ତୁ […]

ଆଖିବୁଜିଲା ୱାଲାବି

ବାରଙ୍ଗ,୧୧।୩(ଏସଏସନିଉଜ) ଶୁକ୍ରବାର ଦିନ ଗୋଟିଏ ଦିନରେ ୩ଟି ବିରଳଜନ୍ତୁ ମୃତ୍ୟୁବରଣ କରିଥିବାର ତିନିଦିନ ନପୂରୁଣୁ ପୁଣି ଗୋଟିଏ ୱାଲାବିର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି ।ତେବେ ବାରମ୍ବାର ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ଜନ୍ତୁବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନାଯୋଗ୍ୟଯେ , ପ୍ରାଣୀ ଉଦ୍ୟାନକୁ ଗତ ୨୦୨୩ ମସିହା ଡିସେମ୍ବରମାସ ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଗୋଟିଏ ହଳେ ୱାଲାବୀ କିଣାହୋଇ ଆସିଥିଲା । ଏଠାକୁ ଆସିବାର କିଛିଦିନ […]