Browsing category

ମନୋରଞ୍ଜନ

୭ ତାରିଖରୁ (+୨) ନାମଲେଖା ଆବେଦନ

ଭୁବନେଶ୍ଵର,୬ା୬(ଏସଏସନିଉଜ) ଆସନ୍ତା ୭ ତାରିଖଠାରୁ ଯୁକ୍ତଦୁଇ (+୨) ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୬ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍ www.samsodisha. gov.inରେ ଆବେଦନ କରିପାରିବେ। ଆବେଦନ ଫି’ ବାବଦକୁ ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ ରହିଥିବାବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ […]

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା

ଭୁବନେଶ୍ୱର,୫।୬(ଏସଏସନିଉଜ)କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ।ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ରହିଥିବାବେଳେ ଚର୍ଚ୍ଚାରେ ଗିରିଶ ମୁର୍ମୁଙ୍କ ନାଁ ରହିଛି। ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଏ ହେବେ ତାହା ଏବେ କହିବା ଅସମ୍ଭବ ହୋଇଥିବାବେଳେ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖପାତ୍ର ସମ୍ବିତ ପାତ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

ଆଜିରରାଶିଫଳ

ଜୁନ୍ ମାସ ୦୬ତାରିଖ ୨୦୨୪ମସିହା(ଗୁରୁବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୦୬/୦୧ଗତେ ପ୍ରତିପଦ,ଅଦ୍ୟ ସାବିତ୍ରୀବ୍ରତ, ସୁର୍ୟୋଦୟ-ପ୍ରାତଃଘ୦୫/୧୧/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୧,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୬/୦୧ଗତେ ପୂର୍ବେ,ଅମାବାସ୍ୟାର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟାବିଧିରେ ହେବ,ବିଛାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୩/୦୪ ଗତେ ଘ୦୬/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୦୮ଗତେ ଘ୦୯/୩୩ ମଧ୍ୟେ ଓ ଘ୧୨/୩୪ ଗତେଘ୦୩/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୫/୫୯ମଧ୍ୟେ ଓ ଘ୦୯/୧୦ […]

ଏଥର ନିର୍ବାଚନରେ ହାରିଲେ ୩ଦଳ ମୁଖିଆ

ଭୁବନେଶ୍ୱର,୫ା୬(ଏସଏସନିଉଜ) ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇ ସରକାର ଗଠନ କରିବାକୁ ଯାଉଛି ।ତେବେ ଶାସକ ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ସବୁଠାରୁ ବଡକଥାହେଲା ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ […]

ବିଜେଡିକୁ ପଛରେପକାଇ ବହୁମତପାଇଲା ବିଜେପି

ଭୁବନେଶ୍ୱର,୪।୬(ଏସଏସନିଉଜ)ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି ।ଖୋଲିଲା ବିଜେପିର ଭାଗ୍ୟର ପେଡ଼ି ।ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଥିବାବେଳେ ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍‌କୁ ଗୋଟିଏ ଆସନ ମିଳିଛି ।ଏହାଫଳରେ ନବୀନଙ୍କ ରାଜନୈତିକ ଜୟଯାତ୍ରାରେ ଲାଗିଛି ବିରାମ ।ବିଶେଷକରି କଣ୍ଟାବାଞ୍ଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, ବଡ଼ମ୍ବା ଆସନରୁ […]

କାଲିହେବ ନେତାଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୩ା୬(ଏସଏସନିଉଜ) ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ ।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି […]

ଆଜିର ରାଶିଫଳ

ଜୁନ୍ ମାସ ୦୪ତାରିଖ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୦୩ ଗତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୧/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/ ୧୯/୩୧ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୩ ଗତେ ପଶ୍ଚିମେ ,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଅଦ୍ୟ ମୃତେ ଏକପାଦଦୋଷ ରାତ୍ରି ଘ୧୧/୧୩ ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦ ୩/୦୪ ମଧ୍ୟେ ,ବାରବେଳା – ଦିବା ଘ୦୬/୪୮ ଗତେ ଘ୦୮/୨୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- […]

ଆରମ୍ଭ ହେଲା ଦ୍ୱିତୀୟବାର୍ଷିକ ମହାଯଜ୍ଞ

ବାରଙ୍ଗ, ୨।୬(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ଫକିରପଡାଗ୍ରାମରେ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ପବିତ୍ର ପୀଠସ୍ଥଳୀରେ ଦ୍ୱିତୀୟ ବାର୍ଷିକଉତ୍ସବ ପାଳନ ସହ ମହାଯଜ୍ଞ ଅନୁଷ୍ଠିତ ହେଉଛି ।ପୂର୍ବବର୍ଷ ପରି ଚଳିତବର୍ଷ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ଦିବସ ବହୁ ଆଡମ୍ବର ସହ ପାଳନ କରାଯାଉଛି ।ଏହି ବାର୍ଷିକଉତ୍ସବରେ କୁଳପୁରୋହିତ ସୁବାଷପଣ୍ଡାଙ୍କ ତତ୍ବାବଧାନରେ ମହାଯଜ୍ଞ ୨ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ।ରବିବାରଦିନ ଅଙ୍କୁରାରୋପଣ କରାଯିବା ପରେ ପୂର୍ବାହ୍ନରେ ପୁରୀ ମୁଖ୍ୟ କେନାଲରୁ ମହାସମାରୋହରେ ୧୦୮ କଳସଯାତ୍ରା କରାଯାଇଛି।କଳସଯାତ୍ରା ପରେ […]

ଆଜିର ରାଶିଫଳ

ଜୁନ୍ ମାସ ୦୩ତାରିଖ ୨୦୨୪ମସିହା(ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ୧୨/୨୬ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଅଶ୍ବିନୀ ରାତ୍ରି ଘ୧୨/୪୮ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃଘ ୦୫/ ୧୧/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୧ ,ଯୋଗିନୀ ନୈରୁତେ ରାତ୍ରି ଘ୧୨/୨୫ଗତେ ଦକ୍ଷିଣେ ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଅଦ୍ୟ ମୃତେ ରାତ୍ରି ଘ୧୨/୨୬ ମଧ୍ୟେ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୬ ମଧ୍ୟେ ,ବାରବେଳା – ଦିବା ଘ୦୩/୦୪ ଗତେ […]

ଏକଜିଟ୍ ପୋଲ୍ ଅଙ୍କକଷା…

ଭୁବନେଶ୍ୱର,୨ା୬(ଏସଏସନିଉଜ) ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ।ବରିଷ୍ଠ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବିଜେଡ଼ି ।ଏକଜିଟ୍ ପୋଲ ଆକଳନ ସବୁବେଳେ ଠିକ୍ ହୁଏନାହିଁ ।ବିଜେଡ଼ି ବାସ୍ତବରେ ସରକାର ଗଠନ କରିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ୯ରେ ଶପଥ ନେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ।୨୦୧୯ର ଏକଜିଟ୍ ପୋଲ ଭୁଲ […]