Browsing category

ମନୋରଞ୍ଜନ

ବିରଳ ଶିଶୁ କନ୍ୟା

ମୟୂରଭଞ୍ଜ,୧୯ା୧୧(ଏସଏସନିଉଜ) ବିରଳ ଶିଶୁ କନ୍ୟା ଜନ୍ମ ହୋଇଛି ।ଯାହାରକି ମୁଣ୍ଡ ନାହିଁ କି ଗୋଡ଼ ମଧ୍ୟନାହିାଁ ମୟୂରଭଞ୍ଜ ଜିଲ୍ଳା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଏକ ଅଭାବନୀୟଘଟଣା ଶନିବାର ଦିନ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାରେ ଅପରାହ୍ନ ସମୟରେ ମୃତ ଅବସ୍ଥାରେ ମୁଣ୍ଡ ଓ ହାତ ନଥିବା ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ […]

ବାଣ ବଜାରରେ ଅତର୍କିତ ଚଢ଼ାଉ

ଭୁବନେଶ୍ୱର ,୧୧ା୧୧(ଏସଏସନିଉଜ) ରାଜଧାନୀରେ ବାଣ ବଜାରରେ ଚଢ଼ାଉ କରିଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ । ସମସ୍ତ ନିୟମ ପାଳନ ହେଉଛି ନା ନାହିଁ ଜାଣିବାକୁ ଚାଲିଛି ଯାଞ୍ଚ ।ପ୍ରଦୂଷଣ ବୋର୍ଡ , ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଯାଞ୍ଚ କରାଯାଉଛି ।ୟୁନିଟ-୧ ହାଟରେ ଥିବା ବାଣ ଦୋକାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା , ସବୁଜ ବାଣ ବିକ୍ରି ହେଉଛି ନା […]

ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା। ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ,୧୦।୧୧(ଏସଏସନିଉଜ) ଶ୍ରୀମନ୍ଦିରରେ ଠେଲାପେଲାରେ ୩୦ ଆହତ ହୋଇଛନ୍ତି।ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ ହୋଇଥିବାର ଜଣାପଡିଛି।ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିଲା। ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କଟାଯାଇଛି। କେତେକ ଅଣନିଶ୍ବାସୀ ହୋଇପଡିଥିବା ବେଳେ କେତେକଙ୍କ ଗୋଡ଼ରେ ଆହତ ହୋଇଥିବାର ଜଣାପଡିଛି।

ଦୀପାବଳୀରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ […]

୨୮ରେ ରତ୍ନଭଣ୍ଡାର ସ୍କାନିଂ

ପୁରୀ,୪।୧୧(ଏସଏସ ନିଉଜ)କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ ୨୮ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ।ଏଏସଆଇକୁ ମିଳିଲା ଅନୁମତି । ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।ପର୍ଯ୍ୟାୟକ୍ରମେସ୍କାନିଂ କରାଯାଇ କେଉଁଠି ରହିଛି ଫାଟ ତାହା ଜଣାପଡ଼ିବ।ଟେକ୍ନିକାଲ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି।

ନଭେମ୍ବର୬ରୁ ଜୟପୁରକୁ ଉଡ଼ିବ ଦ୍ବିତୀୟବିମାନ

ଭୁବନେଶ୍ୱର,୪ା୧୧(ଏସଏସନିଉଜ)ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ବିମାନ ।ସେବା ଯୋଗାଇବ ଇଣ୍ଡିଆ ୱାନଏୟାର କମ୍ପାନି ।ସୋମବାର ଓ ଶୁକ୍ରବାର ଦିନକୁ ୨ଥର ଉଡ଼ାଣ ଭରିବ ।ଆର୍ଥିକସହାୟତା ଯୋଗାଇବେ ରାଜ୍ୟ ସରକାର ।ଗତବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ବିମାନସେବା ଆରମ୍ଭ କରିଥିଲୋଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟସହରକୁ ଉଡ଼ିବ ବିମାନ ।ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ଉଡ଼ିପାରେ ବିମାନ ।ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ ।ସୁରତ ପାଇଁ ସ୍ଲଟ୍ ଦେବାକୁ […]

ଛତୁଚାଷ ତାଲିମନେଲେ ମହିଳା ଓ ଚାଷୀ

ମେଣ୍ଢାଶାଳ,୪ା୧୧(ଏସଏସନିଉଜ)ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ଭୁବନେଶ୍ୱରବ୍ଲକସ୍ତରୀୟ ଉଦ୍ୟାନକୃଷିବିଭାଗ ତରଫରୁ ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ଦିନିକିଆ ଛତୁଚାଷ ତାଲିମ ଶିବିର ଶନିବାରଦିନ ଅନୁଷ୍ଠିତହୋଇଯାଇଛି ।ଭୁବନେଶ୍ୱରବ୍ଲକକୃଷିବିଭାଗ ପକ୍ଷରୁ ଆୟୋଜିତ ଏହିତାଲିମଶିବିରରେ ସହକାରୀଉଦ୍ୟାନକୃଷିଅଧିକାରୀ ୟୁକେଚନ୍ଦ୍ରିକା ପୈାରହିତ୍ୟ କରିଥିଲେ ।ଏହିଶିବିରରେ ମେଣ୍ଢାଶାଳ ସରପଂଚ କୈାଶଲ୍ୟା ବଳିୟାରସିଂହ ଅତିଥିଭାବେ ଯୋଗଦେଇରୋଜଗାରକ୍ଷମ ସହ ପରିବାର ଚଳାଇବାପାଇଁ ଏହାଏକ ପକୃଷ୍ଠ ମାଧ୍ୟମ ବୋଲି କହିଥିଲେ ।ଉଦ୍ୟାନବିଭାଗ କର୍ମଚାରମାନଙ୍କ ମଧ୍ୟରେ ରାକେଶରୋଶନଶତପଥି,ଡ,ଭୁବନାନନ୍ଦ ଅଧିକାରୀ, ମିତାଲିମିଶ୍ର. ସ୍ମିତାମହାପାତ୍ର ପ୍ରମୁଖ ଶିବିରରେ ଛତୁଚାଷ, ରୋଗପୋକ ନିଦାନ,ଫୁଲଚାଷ,୍‌ଯାନ୍ତ୍ରିକକରଣ ଓ ଏହାର ଆମଦାନୀକୁନେଇ […]

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା

ପୁରୀ,୩ା୧୧(ଏସଏସନିଉଜ)ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଜାନୁଆରି ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହୋଇ ୫ ଦିନ ଚାଲିବ ।ଏହାପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ। ୫ ଦିନ ଧରି ଭବ୍ୟ କାର‌୍ୟ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ ତାରିଖ ୨୦୨୩ ମସିହା(ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା ,ସୌରମାସ- ତୁଳା ୧୨ ଦିନ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ ,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ […]