ଦେଖାଗଲା କଳାବାଘ
ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳାବାଘ।ପ୍ରଥମ ଥର ପାଇଁ ଟ୍ରାପ୍ କ୍ୟାମେରାରେ ଦେଖାଗଲା କଳାବାଘ।ଟ୍ୱିଟ ରେ ସୂଚନା ଦେଲେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ।ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖାଯାଇଥିଲା।
Browsing category
ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଓଡ଼ିଶା ଜଙ୍ଗଲରେ ଦେଖାଗଲା କଳାବାଘ।ପ୍ରଥମ ଥର ପାଇଁ ଟ୍ରାପ୍ କ୍ୟାମେରାରେ ଦେଖାଗଲା କଳାବାଘ।ଟ୍ୱିଟ ରେ ସୂଚନା ଦେଲେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ।ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖାଯାଇଥିଲା।
ବାରଙ୍ଗ,୨୪।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଆୟୁର୍ବେଦରେ ସର୍ପାଘାତ ଉପଚାର ଶୀର୍ଷକୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଦୀପା ବିନୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ସେମିନାରରେ ରାଜ୍ୟ ବାହାରୁ ଆଭାସି ମାଧ୍ୟମରେ ୧୧ଟି ଗବେଷଣା ତ୍ମକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଏହି ସେମିନାରରେ ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଦୁର୍ଗାପ୍ରସାଦ […]
ବାରଙ୍ଗ,୨୪ା୧୧(ଏସଏସନିଉଜ) ବାରଙ୍ଗର ପ୍ରସିଦ୍ଧ ପର୍ବ କାର୍ତ୍ତିକେଶ୍ବର ପୂଜାକୁନେଇ ଚଳଚଂଚଳ ହୋଇଉଠିଲାଣି ବାରଙ୍ଗ ଓ ଏହାର ଆଖପାଖ ଅଂଚଳ ।ପାଖାପାଖି ୧୦୦ରୁ ଉର୍ଦ୍ଧ ପୁଜାମଣ୍ଡପରେ ପ୍ରଭୂ କାର୍ତିକେଶ୍ୱର ପୁଜା ପାଇବେ ।ଏଥର ୯ଦିନଧରି କାର୍ତିକେଶ୍ୱର ପୁଜା ଚାଲିବାକୁଥିବାବେଳେ ଡିସେମ୍ବର୬ତାରିଖରେ ଭଷାଣି ହେବ ।ଭଷାଣିରେ ୩୧ଟିମେଢ ସାମିଲ ହେଉଥିବାବେଳେ ଦାଢାପାଟଣାର ୧୩ଟିମେଢ ସାମୁହିକ ଭଷାଣିରେ ସାମିଲ ନହୋଇ ଉକ୍ତଦିନ ଦାଢାପାଟଣା ଗାଁରେ ଭାଷାଣିକରି ପୁରୀମେନ କେନାଲରେ ବିସର୍ଜନ କରିବେ ।ତେବେ କାର୍ତିକେଶ୍ୱର ପୁଜାରେ ଦାଢାପାଟଣାରେ ସର୍ବାଧିକ ମେଢ ହେଉଥିବା ବେଳେ […]
ବାରଙ୍ଗ,୨୪ା୧୧(ଏସଏସନିଉଜ) ଏଥର ଜମିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ । ନଭେମ୍ବର ୨୬ ତାରିଖରୁ ନଭେମ୍ବର ୨୮ ପର୍ୟ୍ୟନ୍ତ ୩ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବରେ ମୁଖ୍ୟ ଆର୍କଷଣ ସାଜିବ ମହିଳା ପାଇକ ଆଖଡ଼ା , ଛଉନୃତ୍ୟ , ଓଡିଶୀନୃତ୍ୟ ଏବଂ ମେଲୋଡି କାର୍ୟ୍ୟକ୍ରମ । କାର୍ତ୍ତିକପୂର୍ଣ୍ଣିମା ଦିନ ସକାଳେ ପୂର୍ଣତୋୟା ପ୍ରାଚୀନଦୀରେ ତଥା ପୁରୀ ମୁଖ୍ୟକେନାଲରେ ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ସମାପନ ପରେ ସଂନ୍ଧ୍ୟାରେ ମହୋତ୍ସବ ସମାରୋହର ମଞ୍ଚକୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରପ୍ରଧାନ ଉଦଘାଟନ କରିବେ । ଏହାସହିତ […]
କଟକ,୨୫।୧୧(ଏସଏସନିଉଜ)ଧବଳେଶ୍ୱର ମନ୍ଦିର ମୁଖ୍ୟଦ୍ୱାର କବାଟ ଭାଙ୍ଗିଲେ ଶ୍ରଦ୍ଧାଳୁ। କାଲିଠୁ ଦର୍ଶନରୁ ବଞ୍ଚିତଥିଲେ ଶ୍ରଦ୍ଧାଳୁ। ଆଜି ଦ୍ୱାର ଭାଙ୍ଗି ଦର୍ଶନ କରିଛନ୍ତି ।ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ବଡ଼ଓଷାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ପୂଜକଙ୍କ ପ୍ରତିବାଦକୁ ମାନିଲେନି ପ୍ରଶାସନ।ପୂଜକ ଆଲୋଚନା ବିଫଳରୁ ଆଜି ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି।
ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ବାଙ୍କୀରେ ନବକଳେବର ଫିଲ୍ମ ସୁଟିଂ ଚାଲିଥିବା ବେଳେ ସୁଟିଂସେଟ୍ରେ ଆହତ ହୋଇଛନ୍ତି ଅଭିନେତା ଶ୍ରୀତମ ଦାସ। ସୂଚନା ଅନୁଯାୟୀ ଶ୍ରୀତମ ସୁଟିଂ କରୁଥିବା ବେଳେ ଏକ ଘୋଡ଼ାରୁ ଖସି ପଡ଼ିଥିଲେ। ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ହଠାତ୍ ସାରା ରାଜ୍ୟରେ ବସ୍ ଯାଞ୍ଚନେଇ ପ୍ରଶ୍ନଉଠାଇଲା ମାଲିକ ସଂଘ।ରାଜ୍ୟ ଘରୋଇବସ୍ ମାଲିକସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ,କାଲି ଦାବିପୂରଣ ପାଇଁ ବିଧାନସଭା ଘେରାଉ କରିଥିଲୁ।କାଲି ଦିନତମାମ ସାରାରାଜ୍ୟରେ ବସ୍ କାଗଜପତ୍ର ଯାଞ୍ଚ ହୋଇଥିଲା। ଭାବୁଛୁ କିଛି ବ୍ୟୁରୋକ୍ରାଟ ବୋଧେ କହିଛନ୍ତି ଏମିତି ଡରାଇଲେ ଆମେ ଓହରିଯିବୁ।କିନ୍ତୁ ସେମାନେ ଜାଣିବା ଉଚିତ ଆକ୍ସନ ନେଲେ ରିଆକ୍ସନ ବଢ଼ିବ।ସରକାର ଯେତେ ଆକ୍ସନ ନେବେ ,ମାଲିକମାନେ ସେତେ ଏକତ୍ରିତ ହେବେ।ପୋଲିସ ଫୋନ୍ କଲେ ମାଲିକ ଡରୁଥିଲେ , ଏବେ […]
୨୦୨୩ମସିହା ନଭେମ୍ବରମାସ ୨୩ତାରିଖ ଗୁରୁବାର।ଶ୍ରୀମନ୍ଦିରେ ହରିଉତ୍ଥାପନ, ଶରଦ୍ରାସାରମ୍ଭ, ସର୍ବସମ୍ମତ ଦେବୋତ୍ଥାପନ (ବଡ଼) ଏକାଦଶୀଉପବାସ, ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣବେଶ, ପଞ୍ଚକବ୍ରତ ଆରମ୍ଭ, କାଳିଦାସ ଜୟନ୍ତୀ, ଅଭିରାମ ପରମହଂସଙ୍କ ତିରୋଧାନ ଦିବସ, ଲକ୍ଷ୍ମୀ ନାରାୟଣ ବ୍ରତ।ସୁର୍ଯ୍ୟୋଦୟ- ଘ୬/୩/୨୯ ,ସୂର୍ଯ୍ୟାସ୍ତ- ଘ୫/୨/୩୩ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ରାତ୍ରି ଘ୯/୧୦ମିପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୯/୧୦ମିପରେ ନୈର୍ଋତ କୋଣରେ।ଅଗନ୍ତବ୍ୟତିଥି ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୦/୧୫ମିମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ […]
ବରଗଡ଼,୨୨ା୧୧(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରି ୧୫ ତାରିଖରୁ ଆୟୋଜନ ହେବାକୁଯାଉଛି। ଏଥି ନିମନ୍ତେ ବୁଧବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ସରିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି ।ତେବେ କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ଏହାକୁନେଇ ପ୍ରବଳ ହଟଗୋଳ ଓ ଉତେଜନା ଦେଖାଦେଇଥିଲା ।
ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା […]