Browsing category

ମନୋରଞ୍ଜନ

ପାରାମେଡିକାଲ କଲେଜରେ ସ୍ୱାଗତଉତ୍ସବ  

ମେଣ୍ଢାଶାଳ ୮।୧୦(ଏସଏସନିଉଜ) ଛତାବରସ୍ଥିତ ବିଶ୍ୱାସ ପାରାମେଡିକାଲ କଲେଜରେ ପରିଚାଳିତ ଡି.ଏମ.ଏଲ.ଟି ଓ଼ ଡି.ଏମ.ଆର.ଟି ପାଠ୍ୟକ୍ରମରେ ପଢୁଥବା ସମସ୍ତ ନୂତନ ଛାତ୍ର ଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ କଲେଜର ପ୍ରିନ୍ସିପାଲ ଡ଼ଃ ଅଭୟ କୁମାର ବାହିନୀପତିଙ୍କ ଅଧ୍ୟକ୍ଷତା ରେ ବିଶ୍ୱାସକଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଓ଼ […]

ପ୍ରଥମକରି ମାହେଲା ଚିତାବିରାଡି

ବାରଙ୍ଗ,୭।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସି ଖବର । ନୂଆ କରି ଆଇଜଲ ଚିଡ଼ିଆଖାନା ରୁ ଆସିଥିବା ଏକ ଚିତାବିରାଡି ପ୍ରଥମକରି ଗୋଟିଏ ଶାବକ ଜନ୍ମଲାଭ କରିଛି।ଜନ୍ମପରେ ମା ଓ ଛୁଆ ସୁସ୍ଥ ଥିବାବେଳେ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଛି । ତେବେ ପ୍ରଥମ କରି ଶାବକ ଜନ୍ମ କରିବାକୁ ନେଇ କର୍ତ୍ତୁପକ୍ଷ ଖୁସି କରୁଥିବା ବେଳେ ଅନ୍ୟପଟେ ଧଳା ବାଘୁଣୀ ରୂପା ଶାବକ ଅସୁସ୍ଥ କୁ ନେଇ ଚିନ୍ତାରେ ଅଛନ୍ତି । ସୂଚନାଯୋଗ୍ୟ ଗତ ଅଗଷ୍ଟ […]

ତରଳଝାଡାରେ ଆକ୍ରାନ୍ତହେଲା ରୁପାଛୁଆ

ବାରଙ୍ଗ,୭ା୧୦(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୮ନମ୍ବର ଏନକ୍ଲୋଜରରେ ରହୁଥିବା ବାଘୁଣୀରୁପାର ଦ୍ୱିତୀୟଗର୍ଭସ୍ଥ ସନ୍ତାନ ମଧ୍ୟରୁ ଏକ ୯ମାସର ମାଇଧଳାବାଘ ଛୁଆ ଅସୁସ୍ଥ ହୋଇପଡିଛି । ପ୍ରଥମଥରପାଇଁଏହି ଛୁଆଟି ଅସୁସ୍ଥ ହୋଇଛି।ଏହିଛୁଆଟି ଗତକିଛିଦିନହେବ ତରଳଝାଡାରେ ଆକ୍ରାନ୍ତ ଥିବାରୁ ନନ୍ଦନକାନନ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ତେବେ ଜନ୍ତୁବିଭାଗର ନିର୍ଦ୍ଦେଶକ୍ରମେ ଛୁଆକୁ ତାର ଫିଡିଙ୍ଗଚାମ୍ବର ପୃଥକୀକରଣ ଏନକ୍ଲୋଜରରେ ରଖାଯାଇ ଏଠାକାର ଡାକ୍ତରମାନଙ୍କଦ୍ୱାରା ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ଛୁଆଟି ଠିକଭାବେ ଖିଆପିଆ କରିପାରୁନଥିବା ଜଣାପଡିଛି ।ସେ ଖାଦ୍ୟଖାଇବା ପରିମାଣ କମାଇଦେବାରୁ ଦିନକୁଦିନ ଦୁର୍ବଳ ହେବାସହିତ ଗୋଟିଏସ୍ଥାନରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୮ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୨/ ୩୭,ସୂର୍ଯ୍ୟାସ୍ତ-ଘ୫/୨୬/ ୧୧,ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ନବମୀ ଦିବାଘ୯/୪୯ମି ପର୍ଯ୍ୟନ୍ତତଦନ୍ତେ ଦଶମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୯ /୪୯ମି ପରେ ଉତ୍ତରଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଦିବାଘ୯/୪୯ମିପରେ ରାତ୍ରି ଘ୧୧/୩ମି ମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ- ଲାଉ ଦିବା ଘ୯/୪୯ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୧୦/୪୬ମି ରୁ ଘ୧/୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୬ମି […]

ମୋବାଇଲ ଟ୍ରାକିଂ କରିବେ ବନକର୍ମଚାରୀ

ଭୁବନେଶ୍ୱର,୭।୧୦(ଏସଏସନିଉଜ)ଏବେ ଶିକାରୀ ଓ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିବେ ବନକର୍ମଚାରୀ।ଶିକାରୀ ଓ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନକର୍ମଚାରୀ।ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲସ୍ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ମିଳିଛି।୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ସୂଚନା ଦେଇଛନ୍ତି PCCF।ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳି ଚାଳନା ପ୍ରଶିକ୍ଷଣ ଦିଆଯାଉଛି ବୋଲି ମଧ୍ୟ କହିଛନ୍ତି।୯୦ ଜଣ ବନ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଥିବା PCCF ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ପହଁଚିଲା ସହିଦଙ୍କ ମରଶରୀର

ଭୁବନେଶ୍ୱର,୭।୧୦(ଏସଏସନିଉଜ)ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ସହିଦଙ୍କ ମରଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।ସହିଦଙ୍କ ଶେଷଦର୍ଶନ ପାଇଁ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ଏହାପରେ ଶୋଭାଯାତ୍ରାରେ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମରଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୭ତାରିଖ ୨୦୨୩ମସିହା (ଶନିବା ର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୭/ ୪୦ ପର୍ଯ୍ୟନ୍ତ ତଦନ୍ତେ ନବମୀସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୩୯, ନବମୀର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର, କାଳବେଳା -ଦିବା ଘ ୦୭/୧୨ ମଧ୍ୟେ ଓ ଘ୦୩/୧୬ ଗତେ ଘ ୦୫/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୮ ଗତେ ଘ୦୯/ ୪୪ ମଧ୍ୟେ ଓ ଘ୦୨/୩୧ ଗତେ ଘ୦୩/୧୫ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।-ରାତ୍ରି ଘ୦୨/୧୪ ଗତେ ଘ୦୪/୧୯ ମଧ୍ୟେ,ଲାଉ ଭକ୍ଷଣ […]

ବାରଙ୍ଗରେଗଡ଼ିଲା ସାଇବରସୁରକ୍ଷାରଥ

ବାରଙ୍ଗ,୫।୧୦ (ଏସଏସନିଉଜ)ବାରଙ୍ଗରେ ଗୁରୁବାର ଦିନ ଗଡ଼ିଛି ସାଇବର ସୁରକ୍ଷା ରଥ।ଝୁନଝୁନୱାଲା ବିଦ୍ୟାପୀଠ ରେ ପହଁଚି ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରା ଯାଇଥିଲା।ଏହିଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସାଇବର ସଚେତନ ଉପରେ ଏକ କ୍ଷୁଦ୍ର ଅଭିନୟ ପ୍ରଦର୍ଶନ କରିଥିଲେ। ଏଥିରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ସେହିପରି ନରାଜ ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏହି ରଥ ପରିକ୍ରମା କରି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲା। […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୬ତାରିଖ ଶୁକ୍ରବାର ।ଦେବ୍ୟୁତ୍ଥାପନ, ସହସ୍ର କୁମ୍ଭାଭିଷେକ,ଷୋଡ଼ଶଦିନ ପୂଜାରମ୍ଭ, ଦ୍ବିତୀୟାଓଷା,ପୁଅ ଜିଉନ୍ତିଆ,ମୂଳାଷ୍ଟମୀ, ଅଷ୍ଟକାଶ୍ରାଦ୍ଧ ,ସୁର୍ଯ୍ୟୋଦୟ- ଘ୫/୪୨/୫ ,ସୂର୍ଯ୍ୟାସ୍ତ- ଘ୫/୨୭/୪୯ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି-ସପ୍ତମୀ ମଳ ପ୍ରାତଃ ଘ୬/୬ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ, ପ୍ରାତଃ ଘ୬/୬ମିପରେ ଐଶାନ୍ୟ କୋଣରେ।ମଳପରେ ଅଗନ୍ତବ୍ୟତିଥି ଦୋଷ, ମାସଦଗ୍ଧାଷ୍ଟମୀଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ- ତାଳ,ପ୍ରାତଃ ଘ୬/ ୬ମିପରେ ନଡ଼ିଆ ଭକ୍ଷଣ […]

ଭୁବନେଶ୍ୱରରେ ରାତି ୧୨ଯାଏଁ ମେଲୋଡ଼ି

ଭୁବନେଶ୍ୱର,୫।୧୦(ଏସଏସନିଉଜ)ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ଧରାପୃଷ୍ଟ।ବିଭିର୍ଣ ସ୍ଥାନରେ ମାଙ୍କ ପୂଜାପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତିପର୍ବ।ଆଜି ଭୁବନେଶ୍ୱରରେ ଥିବା ପୂଜାମଣ୍ଡପର କର୍ମକର୍ତା ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ପୂଜା କମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ।ଏଥର ଭୁବନେଶ୍ୱର ପୂଜାରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡ଼ି।ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡ଼ି।ଦୁର୍ଗାପୂଜା , ଭସାଣି […]