Browsing category

ଜଣା ଅଜଣା

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ସାମଗ୍ରୀ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ରାଜରାଜୁଡ଼ା ଅମଳର ଯୁଦ୍ଧସାମଗ୍ରୀ ମିଳିଥିବାନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ […]

ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ୍ କଳସ ମନା

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ଶ୍ରାବଣ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି। ଶ୍ରାବଣ ସୋମବାରରେ ଶୈବପୀଠରେ ଜଳଲାଗି କରିବେ କାଉଡିଆ। ଆଉ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ କାଉଡିଆଙ୍କ ପାଇଁ ଆସିଛି ବଡ ଖବର। ଏଣିକି ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ କଳସୀରେ ପାଣି ନେଇପାରିବେନି କାଉଡିଆ ମାନସିକଧାରୀ। ଧବଳେଶ୍ୱରଙ୍କ ପାଖକୁ ନିଷେଧ ହେଇଛି ପ୍ଲାଷ୍ଟିକ୍ କଳସ। ଯଦି କେହି ମାନସିକଧାରୀ ପ୍ଲାଷ୍ଟିକ୍ କଳସ ଧରି ପାଣି ଲାଗି କରିବାକୁ ଆସନ୍ତି , ତେବେ ତାଙ୍କ ଜଳ […]

ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ- ଗଜପତି

ପୁରୀ, ୧୮ା୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତ ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ ଓ କେବେ ମରାମତି ହୋଇଥିଲା , କେହି ଜାଣନ୍ତିନି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୧୮ତାରିଖ ଗୁରୁବାର ।ରଥ ଉପରେ ଶ୍ରୀଜୀଉଙ୍କର ଅଧର ପଣା, ଶ୍ରୀଗରୁଡ଼ ଶୟନ ଉତ୍ସବ।ସୁର୍ଯ୍ୟୋଦୟ- ଘ୫/୨୦/୫୯ ,ସୂର୍ଯ୍ୟାସ୍ତ- ଘ୬/୨୪/୨୩ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଦ୍ବାଦଶୀ ରାତ୍ରି ଘ୮/୫୩ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ଜ୍ୟେଷ୍ଠା ନକ୍ଷତ୍ର ରାତ୍ରି ଘ୪/୧୮ମି ପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ କୋଣରେ, ରାତ୍ରି ଘ୮/୫୩ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ମଙ୍ଗଳସପ୍ତ ଦୋଷ ହେତୁ ରାତ୍ରି ଘ୪/୧୮ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଦକ୍ଷିଣଦିଗ,ଅଗ୍ନିକୋଣ,ଓ […]

ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ- ମୁଖ୍ୟ ପ୍ରଶାସକ

ପୁରୀ,୧୪ା୭(ଏସଏସନିଉଜ)ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର ।ଭିତରଭଣ୍ଡାର ଅଳଙ୍କାର ଆଜି ଖୋଲାଯାଇପାରିଲାନି, ଆଉଦିନେ ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟପ୍ରଶାସକ ଅରବିନ୍ଦପାଢ଼ୀ ।ସେକହିଛନ୍ତି ବାହାରଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣକାମ ବହୁତସମୟ ଲାଗିଗଲା ।କାଲି ବାହୁଡ଼ାଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି ।ବାହୁଡ଼ା,ସୁନାବେଶ ସରିବାପରେ ଆଉଦିନେ ନିର୍ଦ୍ଧାରଣ କରାଯିବବୋଲି କହିଲେ ।ଦିନନିର୍ଦ୍ଧାରଣ କରାଯାଇ ସେହିଦିନ ଭିତରଭଣ୍ଡାର ଖୋଲିବୁବୋଲି କହିଲେ ।ତାଲାଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା ।ତେବେ ଭିତର ରତ୍ନଭଣ୍ଡାର ତାଲା ଚାବିରେ ନଖୋଲିବାରୁ ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତରଭଣ୍ଡାର ଖୋଲାଗଲା ।ସବୁ ଅଳଙ୍କାରକୁ […]

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ପୁରୀ,୧୪ା୭(ଏସଏସନିଉଜ) ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ, ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ […]

ରାତିପାହିଲେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ,୧୩ା୭(ଏସଏସନିଉଜ)ସବୁ ପ୍ରତୀକ୍ଷାର ଅନ୍ତ ଘଟି ରାତି ପାହିଲେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଂଜୁର କରିଛନ୍ତି । ସ୍ନେକ୍ ହେଲପଲାଇନ୍ ଓ ମେଡିକାଲ ଟିମ୍ ମଧ୍ୟ ଷ୍ଟାଣ୍ଡ ବାଇ ରହିବେ । ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। ଦିନ ୧ଟା ପରେ ଶୁଭ ସମୟ ଆସୁଛି, ୧ଟା ପରେ ହିଁ ରତ୍ନଭଣ୍ଡାର ଖୋଲାଯିବ […]

ଆଜିର ରାଶିଫଳ

ଜୁଲାଇମାସ ୧୧ତାରିଖ ୨୦୨୪ମସିହା(ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ପ୍ରାତଃ ଘ ୦୭/୪୨ ଗତେ ଷଷ୍ଠୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ ୧୦/୫୦ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୧,ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୭/୪୨ ଗତେ ଦକ୍ଷିଣେ, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୧/୫୧ ଗତେ ଘ ୦୧/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୪୨ ଗତେ ଘ୦୮/୩୪ ମଧ୍ୟେ ଓ ଘ୦୧/୩୧ଗତେ […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇମାସ ୧୦ତାରିଖ ବୁଧବାର ।ଦିବା ଘ୭/୪୪ମି ଗତେ ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ଘ୫/୧୮/୨ ,ସୂର୍ଯ୍ୟାସ୍ତ- ଘ୬/୨୫/୩୨ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ଦିବା ଘ୭/୪୪ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ମଘା ନକ୍ଷତ୍ର ଦିବା ଘ୧୦/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୭/୪୪ମିପରେ ଦକ୍ଷିଣଦିଗରେ। ରିକ୍ତାତିଥି, ବ୍ୟତିପାତଯୋଗ, ବିଷ୍ଟିକରଣ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି– ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର […]

ଆଜିର ରାଶିଫଳ

ଜୁଲାଇ ମାସ ୦୯ତାରିଖ୨୦୨୪ ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ପ୍ରାତଃ ଘ ୦୬/୦୦ଗତେ ଚତୁର୍ଥୀ ,ନକ୍ଷତ୍ର- ଅଶ୍ଳେଷା ଦିବା ଘ ୦୮/୨୬ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୬/୧୪ ,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୦୦ ଗତେ ନୈରୁତେ.ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୩୧ଗତେ ଘ ୦୩/୧୦ ମଧ୍ୟେ ,ବାରବେଳା -ଦିବାଘ୦୭/୫୬ଗତେ ଘ୦୮/୩୫ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୩ […]