Browsing category

ଜଣା ଅଜଣା

ଆଜିର ରାଶିଫଳ

ଜୁଲାଇମାସ ୨୬ତାରିଖ ୨୦୨୪ ମସିହା(ଶୁକ୍ରବାର) ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ ୧୧/୪୪ ଗତେ ସପ୍ତମୀ,ନକ୍ଷତ୍ର- ଉତ୍ତର ଭାଦ୍ର ଦିବା ଘ୦୩/୨୦ ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୫, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୨/୩୪,ଯୋଗିନୀ ପଶ୍ଚିମେ ରାତ୍ରି ଘ ୧୧/୪୪ ଗତେ ବାୟବ୍ୟେ,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୩୮ ଗତେ ଘ୧୧/୫୨ ମଧ୍ୟେ, ମୃତେ ରାତ୍ରି ଘ୧୧/୪୪ ଗତେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ୦୭/୦୧ ମଧ୍ୟେ ଓ ୧୧୧/୩୬ଗତେ ଘ୦୨/୧୩ମଧ୍ୟେ […]

ଆସିଲା ରାଜ୍ୟ ବଜେଟ୍

ଭୁବନେଶ୍ବର,୨୫/୭(ଏସଏସନିଉଜ)ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ତେଣୁ ନୂଆ ସରକାରଙ୍କର ନୂଆ ବଜେଟ୍ ଉପରେ ରାଜ୍ୟବାସୀଙ୍କ ନଜର ରହିଥିଲା । ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ।ଏହି ମିଶନ […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୨୫ତାରିଖ ଗୁରୁବାର।ମନସା ପଞ୍ଚମୀ, (ମନସାଷ୍ଟ ନାଗ ପୂଜା), ମଧ୍ୟାହ୍ନ କର୍ମକାଳଃ, ଶରଣଶେଷ।ସୁର୍ଯ୍ୟୋଦୟ- ଘ୫/୨୩/୩୭ ,ସୂର୍ଯ୍ୟାସ୍ତ- ଘ୬/୨୨/୨୯ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି-ପଞ୍ଚମୀ ଦିବା ଘ୨/୧୪ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଅପରାହ୍ନ ଘ୫/୫ମିପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଭାଦ୍ର ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୨/୧୪ମି ପରେ ପଶ୍ଚିମଦିଗରେ। ଅଗନ୍ତବ୍ୟ, ଶନିଯୁକ୍ତ ଓ ମାସଦଗ୍ଧା ଷଷ୍ଠୀ ଦୋଷ ହେତୁ ଦିବା ଘ୧୧/୩୯ମି ପରେ ରାତ୍ରି ଘ୨/୧୪ମି ମଧ୍ୟେ ଦକ୍ଷିଣ ଦିଗ, ଅଗ୍ନିକୋଣ ଓ […]

ମେଣ୍ଢାଶାଳରେ କୃଷକପ୍ରଶିକ୍ଷଣ ଶିବିର

ମେଣ୍ଢାଶାଳ,୨୪ା୭(ଏସଏସନିଉଜ)ବୁଧବାରଦିନ ମେଣ୍ଢାଶାଳଗ୍ରାମପଂଚାୟତକାର୍ଯ୍ୟାଳୟ ସଭାଗୃହରେ ସ୍ଥାନୀୟଚାଷୀମାନଙ୍କୁନେଇ କୃଷକପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାଅନୁସନ୍ଧାନ (ସୋଆ) ଇନଷ୍ଟିଚ୍ୟୁଟ ଅଫଏଗ୍ରିକଲଚର ସାଇନ୍ସ(ଆଇଏଏସ)ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ.ରାମକୃଷ୍ନବସ୍ତିଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଏଏସର୨୦ଜଣଛାତ୍ର ଯୋଗଦେଇ ଚାଷୀମାନଙ୍କୁ ଘାସଆଚାର ,ଗୋଖାଦ୍ୟଫସଲ ଓ ସରକ୍ଷଂଣ ଉପରେ ବୁଝାଇଥିଲେ ।ଏହିଭଳି ପ୍ରଶିକ୍ଷଣକୁ ଅନୁସରଣ କଲେ ଚାଷୀମାନେ ଉପକାର ପାଇବେବୋଲି ମତବ୍ୟକ୍ତ କରିଥିଲେ ।ଘାସଆଚାରର ବ୍ୟବହାରଦ୍ୱାରା ଗାଇମାନଙ୍କର କ୍ଷୀରଉପ୍ତାଦନ ବ୍ୟବସ୍ଥା ସହ ସ୍ୱାଦିଷ୍ଟକ୍ଷୀର ଉପ୍ତାଦନ ହେଲେ ଚାଷୀମାନେ ଉପକୃତ ହୋଇ ବିଶେଷଭାବେ ଲାଭବାନ […]

ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ […]

ପିଲାମାନଙ୍କ ଏନପିଏସ ବାତ୍ସଲ୍ୟ ଯୋଜନା

ପୁରୀ,୨୪ା୭(ଏସଏସନିଉଜ)ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ […]

ମାଆ ମଝିଘରିଆଣୀଙ୍କ ଦାନବାକ୍ସ ଗଣତି

ଭୁବନେଶ୍ୱର, ୨୪ା୭(ଏସଏସନିଉଜ) ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଆରମ୍ଭ ହୋଇଛି ।୪ ମାସ ବ୍ୟବଧାନରେ ଦାନ ବାକ୍ସ ଖୋଲିବାପରେ ଗଣତି ଆରମ୍ଭ ହୋଇଛି ।ତହସିଲଦାରଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ଆରମ୍ଭ ହୋଇଛି ।ଏହି ଗଣତିରେପ୍ରାୟ ୨ ଶହ ମହିଳା ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି ।ଟଙ୍କା, ସୁନା ଗଣତିରେ ସାମିଲ କରାଯାଇଥିବାବେଳେ ଗତ ଥର ଗଣତିରେ ପ୍ରାୟ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିଥିଲାା  

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୨୨ତାରିଖ ସୋମବାର ।ଶ୍ରାବଣ ବ୍ରତାରମ୍ଭ, ବୋଲବମ୍ କାଉଡ଼ିଭକ୍ତଙ୍କ ଜଳାଭିଷେକଯାତ୍ରା।ସୁର୍ଯ୍ୟୋଦୟ- ଘ୫/୨୨/୨୮ ,ସୂର୍ଯ୍ୟାସ୍ତ- ଘ୬/୨୩/୨୪ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ପ୍ରତିପଦ୍ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ରାତ୍ରି ଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ପ୍ରୀତିଯୋଗ ରାତ୍ରି ଘ୭/୨୦ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ । କରଣ- କୌଳବକରଣ ଦିବା ଘ୧/୨୮ମି ପର୍ଯ୍ୟନ୍ତ ତଦନ୍ତେ ତୈଚିଳକରଣ ରାତ୍ରି ଘ୧୨/୪ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୧/୨୮ମି ପରେ ଉତ୍ତର […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇ ମାସ ୨୦ ତାରିଖ ଶନିବାର ।ଅଦ୍ୟ ପୂର୍ଣ୍ଣିମାର ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟ ଦାନ। ସୁର୍ଯ୍ୟୋଦୟ- ଘ୫/୨୧/୪୪,ସୂର୍ଯ୍ୟାସ୍ତ- ଘ୬/୨୩/୫୬, ଆଷାଢ଼ ମାସ,ଶୁକ୍ଳ ପକ୍ଷ,ଶୌରି ବାସ,ତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୬/୧୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା। ନକ୍ଷତ୍ର- ପୂର୍ବାଷାଢ଼ା ନକ୍ଷତ୍ର ରାତ୍ରି ଘ୨/୩୮ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ନିଷେଧ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ସନ୍ଧ୍ୟା ଘ୬/୧୧ମି ପରେ ବାୟବ୍ୟ କୋଣରେ। ଶନିବାର, ରିକ୍ତାତିଥି, ବୈଧୃତିଯୋଗ ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି […]

ପୀତାମ୍ବରଆଚାର୍ଯ୍ୟହେଲେ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ବର, ୧୯ା୭(ଏସଏସନିଉଜ) ରାଜ୍ୟ ସରକାର ଓଡ଼ିଶା ହା‌ଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବରଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବର ଆଚାର୍ଯ୍ୟ ହୋଇଛନ୍ତି ଆଡଭୋକେଟ୍ ଜେନେରାଲ ‌ହୋଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା […]