Browsing category

ଜଣା ଅଜଣା

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୫ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଓ ସର୍ବତ୍ର ପ୍ରଥମାଷ୍ଟମୀ, ଅଷ୍ଟକା ଶ୍ରାଦ୍ଧ, ଶ୍ରୀ ଲିଙ୍ଗରାଜଦେବଙ୍କ ଯାତ୍ରା।ସୁର୍ଯ୍ୟୋଦୟ- ଘ୬/୧୧/୭ ,ସୂର୍ଯ୍ୟାସ୍ତ- ଘ୫/୩/୧୭ ,ମାର୍ଗଶିରମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୩୯ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ, ରାତ୍ରି ଘ୧୨/୩୯ମିପରେ ପୂର୍ବ ଦିଗରେ। ମଙ୍ଗଳବାର, ଅଗନ୍ତବ୍ୟ ପରେ ରିକ୍ତତିଥି ଓ ଶନିଶପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର।ଘାତ ବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର […]

ଆୟୁର୍ବେଦରେ ସର୍ପାଘାତର ଉପଚାର

ବାରଙ୍ଗ,୨୪।୧୧(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଦିନ ଆୟୁର୍ବେଦରେ ସର୍ପାଘାତ ଉପଚାର ଶୀର୍ଷକୀୟ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି।ଏହାକୁ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଦୀପା ବିନୟ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି ସେମିନାରରେ ରାଜ୍ୟ ବାହାରୁ ଆଭାସି ମାଧ୍ୟମରେ ୧୧ଟି ଗବେଷଣା ତ୍ମକ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ।ଏହି ସେମିନାରରେ ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଦୁର୍ଗାପ୍ରସାଦ […]

ପ୍ରତିଦିନ ମୁଗଡ଼ାଲି ଖାଇଲେ କଣହେବ ?

ମୁଗଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତିକି କେତେଉପକାରୀ ମୁଗଡାଲି ? ଏଥିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ ।(health benefits of moongdal )ମୁଗଡାଲିରେ ଆଣ୍ଟିଅକ୍ସିଡାଣ୍ଟଭଳି ଫେନୋଲିକଏସିଡ଼, ଫ୍ଲୋବୋନାଇଡସ, କୈଫିକଏସିଡ଼ ଭର୍ତ୍ତିହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟକରିବାରେ ସାହାଯ୍ୟକରିଥାଏ । ଯେଉଁଥିରେ ଗମ୍ଭୀରରୋଗରୁ ମିଳିଥାଏମୁକ୍ତି…. ଗରମଦିନରେ ହିଟଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଏହିରୋଗରେ ଅନେକଥର ସ୍ଥିତି ଗମ୍ଭୀରହୋଇ ଜୀବନମଧ୍ୟ ଯାଇପାରେ । ଡାଲି ଖାଇବାଦ୍ବାରା ହିଟଷ୍ଟ୍ରୋକ ହେବାର […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୩ତାରିଖ ଗୁରୁବାର।ଶ୍ରୀମନ୍ଦିରେ ହରିଉତ୍ଥାପନ, ଶରଦ୍ରାସାରମ୍ଭ, ସର୍ବସମ୍ମତ ଦେବୋତ୍ଥାପନ (ବଡ଼) ଏକାଦଶୀଉପବାସ, ଶ୍ରୀଜୀଉଙ୍କର ଲକ୍ଷ୍ମୀନାରାୟଣବେଶ, ପଞ୍ଚକବ୍ରତ ଆରମ୍ଭ, କାଳିଦାସ ଜୟନ୍ତୀ, ଅଭିରାମ ପରମହଂସଙ୍କ ତିରୋଧାନ ଦିବସ, ଲକ୍ଷ୍ମୀ ନାରାୟଣ ବ୍ରତ।ସୁର୍ଯ୍ୟୋଦୟ- ଘ୬/୩/୨୯ ,ସୂର୍ଯ୍ୟାସ୍ତ- ଘ୫/୨/୩୩ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ରାତ୍ରି ଘ୯/୧୦ମିପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୯/୧୦ମିପରେ ନୈର୍ଋତ କୋଣରେ।ଅଗନ୍ତବ୍ୟତିଥି ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୦/୧୫ମିମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ […]

ଜାନୁଆରି୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ଧନୁଯାତ୍ରା

ବରଗଡ଼,୨୨ା୧୧(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରି ୧୫ ତାରିଖରୁ ଆୟୋଜନ ହେବାକୁଯାଉଛି। ଏଥି ନିମନ୍ତେ ବୁଧବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ସରିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି ।ତେବେ କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ଏହାକୁନେଇ ପ୍ରବଳ ହଟଗୋଳ ଓ ଉତେଜନା ଦେଖାଦେଇଥିଲା ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୯ ତାରିଖ ୨୦୨୩ ମସିହା(ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା ,ସୌରମାସ- ତୁଳା ୧୨ ଦିନ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ ,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ […]

ଜାନୁୟାରୀ୫ରେ ଚୂଡ଼ାନ୍ତ ଭୋଟରତାଲିକା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)୨୦୨୪ରେ ଆଗାମୀ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିାସ୍ୱୀକୃତିପ୍ରାପ୍ତ ରାଜନୖତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ମୁଖ୍ୟନିର୍ବାଚନଅଧିକାରୀ ନିକୁଞ୍ଜଧଳ ଅଧ୍ୟକ୍ଷତା କରିଥିଲେ ।ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ହୋଥିବାବେଳେ ୨୭ରେ ଚିଠାଭୋଟର୍ ତାଲିକା ଓ ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାସ ପାଇବାକୁ ଯାଉଛି ।  

ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ସେବାୟତଙ୍କ ବିବାଦ ଯୋଗୁ ଆଜି ବି ଉପାସରେ ଅଛନ୍ତିଶ୍ରୀଲିଙ୍ଗରାଜ ।ଗତକାଲି ମଙ୍ଗଳଆଳତି ପରଠୁ ଠାକୁରଙ୍କର ନୀତିକାନ୍ତି କି ଭୋଗ ମଧ୍ୟ ହୋଇନଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ କରାଯାଇଥିବା ଜଣାପଡ଼ିଛି । ଗତକାଲି ଠାରୁ ଖାଡ଼ା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ […]

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର,୨୫।୧୦(ଏସଏସନିଉଜ) ଶ୍ରୀଲିଙ୍ଗରା ଜଙ୍କ ନୀତିକାନ୍ତି ବନ୍ଦ ରହିଛି।ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ ଦେଖାଦେଇଛି।ମଙ୍ଗଳଆଳତି ପରଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି।ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇ ଥିବାବେଳେ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି କରି ନୀତି ବନ୍ଦ ସହ ବ୍ରାହ୍ମଣନିଯୋଗ ଓ ପୂଜାପଣ୍ଡା ଅନୁପସ୍ଥିତ ରହିଛନ୍ତି।୨ ନିଯୋଗ ଅନୁପସ୍ଥିତ ଯୋଗୁ ନୀତିରେ ବିଭ୍ରାଟ ଦେଖାଦେଇଛି।

ଆଜିର ରାଶିଫଳ

ଅକ୍ଟୋବରମାସ ୨୫ତାରିଖ ୨୦୨୩ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଲପକ୍ଷ,ତିଥି- ଏକାଦଶୀ ଦିବା ଘ୧୨/୪୬ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୦ଏକାଦଶୀର ଏକୋଦିଷ୍ଟ ଓ ଦ୍ଵାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ରାଶିର ଘାତବାର, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର, ଶିମ୍ବ ଦିବା ଘ୧୨/୪୬ ଗତେ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ […]