ହଟିବ ବାପାଛେଉଣ୍ଡ ଶୁଭଶ୍ରୀଙ୍କଦୁଃଖ
୧-ଆସିଲା ଶୀତ,୧୫ ଡିଗ୍ରୀ ତଳେ ରାଜ୍ୟର ୭ ସ୍ଥାନ, ଦାରିଙ୍ଗବାଡିଠାରେ ପାରଦ ୯.୫ ଡିଗ୍ରୀ। ୨-ଖୁବ୍ ଶୀଘ୍ର ଆରମ୍ଭ ହେବ ପିଲାଙ୍କ ଟିକାକରଣ, ୧ କୋଟି ZY-cov-D ଟିକା କିଣିବାକୁ କେନ୍ଦ୍ର ସରକାରଙ୍କ ଆଦେଶ। ୩-ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ ୪-ବଢ଼ୁଛି ଇଲେକ୍ଟ୍ରିକ୍ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍ସିଡି ଦେବାକୁ ସରକାରଙ୍କ ଯୋଜନା। ୫-ଟାଙ୍ଗୀ ବ୍ଲକ୍ ଡିଆ ପଞ୍ଚାୟତ ଅନ୍ତର୍ଗତ ଭୋଇ ସାହି: ପୁଣି ଅସହାୟଙ୍କୁ […]