ଆଜିର ଅନୁଚିନ୍ତା
➡️ଖାଲି ଟଙ୍କା ପଇସାରେ ଖୁସି ନଥାଏ ବେଳେ ବେଳେ ଛୋଟ ଛୋଟ ଇଛାରେ ମଧ୍ୟ ଅନେକ ଖୁସି ଲୁଚି ରହିଥାଏ । ➡️ମଣିଷ ଦୁଇଟି ଜିନିଷ କେବେ ବି ଭୁଲେନା, ବାହାର ଲୋକଠାରୁ ମିଳିଥିବା “ସମ୍ମାନ” ନିଜ ଲୋକଠାରୁ ମିଳିଥିବା ” ଅପମାନ ” । ➡️ ତୁମ ପଦବୀକୁ ଲୋକ ଯେତେ ସମ୍ମାନ ଦିଅନ୍ତୁ କିଛି ଲାଭ ନାହିଁ, ଯଦି ତୁମ ମନରେ ” ମାଆ ବାପାଙ୍କ ” ପ୍ରତି ଭକ୍ତି ନାହିଁ ତେବେ ସେ […]