ଆଜିର ଅନୁଚିନ୍ତା
➡️ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ !! ➡️ବନ୍ଧୁତା ସର୍ବଦା ନିଜର ସମସାମୟିକ ସମଭାବାପନ୍ନ, ସମାନ ଅବସ୍ଥାର ଲୋକଙ୍କ ସହିତ କରିବା ଆବଶ୍ୟକ । ନିଜଠାରୁ ଛୋଟ ବା ଉଚ୍ଚ ସ୍ତରର ଲୋକଙ୍କ ସହିତ ବନ୍ଧୁତା କେବେ ସୁଖ ଦେଇପାରେ ନାହିଁ ➡️ମଣିଷ ଯେଉଁମାନଙ୍କ ସହିତ ରହିବ […]