Browsing category

ରାଶିଫଳ

ଆଜିର ରାଶିଫଳ

ନାଗଚର୍ତୁଥୀ ,୨୦୨୨ ମସିହା ଅକ୍ଟୋବରମାସ ୨୮ତାରିଖ (ଶୁକ୍ରବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା,ସୁର୍ୟୋଦୟ ପ୍ରାତଃ ଘ୦୫/୫୦/୧୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୧/୫୯ ,ବିଛା, ଧନୁ ଓ ମୀନରାଶିର ଘାତବାର ,ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଟଳ ଦିବା ଘ୧୦/୩୮ ଗତେ ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ବୋଧହୁଏ ଆପଣଙ୍କୁ କୌଣସିମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେରଖନ୍ତୁ ଆପଣଙ୍କର ସବୁକଥାରେ ଏକ ସୀମାମଧ୍ୟ ରହିଛି । ବୃଷ-ଆଜିରଦିନଟି […]

ଆଜିର ରାଶିଫଳ

ଯମ ଓ ଭାତୃ ଦ୍ୱିତୀଆ୨୦୨୨ ମସିହା ଅକ୍ଟୋବର ମାସ ୨୭ ତାରିଖ (ଗୁରୁବାର)କାର୍ତିକ ମାସ -ଶୁକ୍ଳପକ୍ଷ,,ତିଥି-ଦ୍ୱିତୀଆ, ସୁର୍ୟୋଦୟ ପ୍ରାତଃ ଘ୦୫/୪୯/୪୯,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୨/୩୫,ତୁଳା ଓ କୁମ୍ଭ ରାଶିର ଘାତବାର, ଦ୍ୱିତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ଓ ତୃତୀୟାର ପ୍ରାବଣଶ୍ରାଦ୍ଧ।ବୋଇତି କଖାରୁ, ପୋଟଳ ଭକ୍ଷଣ ନିଷେଧ। 🐏ମେଷ👉ଛାତ୍ରମାନେ ଯଦି ଖେଳ କୁଦ କରିବାକୁ କିମ୍ବା ସିନେମା ଦେଖିବାକୁ ଚାହୁଁଛନ୍ତି ,ଏସମୟକୁ ଉପଯୁକ୍ତ ବ୍ୟବହାର କରନ୍ତୁ । ଆପଣ ମାନସିକ କ୍ଳାନ୍ତି ଭୋଗକରି ପାରନ୍ତି କିନ୍ତୁ ଅଧ୍ୟୟନକୁ ଅବହେଳା […]

ଆଜିର ରାଶିଫଳ

ଗୋବର୍ଦ୍ଧନ ପୂଜା ,୨୦୨୨ ମସିହା ଅକ୍ଟୋବର ମାସ ୨୬ ତାରିଖ (ବୁଧବାର)କାର୍ତିକ ମାସ –ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ଦିବା ଘ୨/୪୮ ପର୍ୟ୍ଯନ୍ତ ତଦନ୍ତେ ଦ୍ୱିତିଆ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୯/୨୪ .ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୩/୧୧ ,କର୍କଟରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣି କଖାରୁଦିବା ଘ୨/୪୮ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ ।  ମେଷ- ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ  ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । […]

ଆଜିର ରାଶିଫଳ

ଅମାବାସ୍ୟା ଓ ଦୀପାବଳି,୨୦୨୨ ମସିହା ଅକ୍ଟୋବର ମାସ ୨୫ ତାରିଖ (ମଙ୍ଗଳବାର)କାର୍ତିକ ମାସ -କୃଷ୍ଣପକ୍ଷତିଥି-ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୩/୪୭ ,ସୂର୍ଯ୍ୟ ପରାଗ– ପରାଗ ସ୍ପର୍ଶ-ଅପରାହ୍ନ ୦୪ଘଣ୍ଟ୫୪ମିନିଟ୫୫ ସେକେଣ୍ଡ, ପରାଗସର୍ବମୋକ୍ଷ- ସଂଧ୍ୟା୦୬ ଘଣ୍ଟ୨୬ ମିନିଟ୩୦ସେକେଣ୍ଡ, ଦେବନୀତି, ପାକକର୍ମ ଇତ୍ୟାଦି ତ୍ୟାଗ, ୨୪/୧୦ /୨୦୨୨ତାରିଖ ସୋମବାର କାର୍ତ୍ତିକ କୃଷ୍ଣଚତୁର୍ଦ୍ଦଶୀ ରାତ୍ରି୦୪ଘଣ୍ଟ ୫୪ ମିନିଟ ୫୫ସେକେଣ୍ଡ ଠାରୁ ୨୬/୧୦/୨୦୨୨ତାରିଖ ବୁଧବାର କାର୍ତ୍ତିକଶୁକ୍ଳପ୍ରତିପଦ ପ୍ରାତଃ୦୫ଘଣ୍ଟ୪୯ ମିନିଟ ୨୪ ସେକେଣ୍ଡ ଯାଏଁ । ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ […]

ଆଜିର ରାଶିଫଳ

ଭଗବତୀଶ୍ୟାମାକାଳୀପୂଜା ,୨୦୨୨ମସିହା ଅକ୍ଟୋବରମାସ ୨୪ ତାରିଖ (ସୋମବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୪୮/୩୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୪/୨୩ ,ମିଥୁନ ରାଶି ର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ଓ ଅମାବାସ୍ୟାର ଶ୍ରାଦ୍ଧ ବି ମହାଳୟା ବିଧିରେ ହେବ ,ବିରି ସନ୍ଧ୍ୟାଘ୫/୩୭ ଗତେ ସ୍ତ୍ରୀ ତୈଳବର୍ଜନ, ଓ ମସ୍ୟ , ମାଂସ ଭକ୍ଷଣନିଷେଧ । ମେଷ-କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦୀଙ୍କ ବିରୋଧାଭାଷାର ଆଭାସ ମାନସିକ ଅଶାନ୍ତିର କାରଣ ହୋଇପାରେ । ଅଧିକ ଲାଭବାନ୍ ହେବା ଆଶାରଖି ଅର୍ଥ ବିନିଯୋଗ କରିପାରନ୍ତି […]

ଆଜିର ରାଶିଫଳ

ଧନ୍ନନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ,୨୦୨୨ ମସିହା ଅକ୍ଟୋବର ମାସ ୨୩ ତାରିଖ (ରବିବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ସଂ ଘ୬/୧୧ ପର୍ୟ୍ଯନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୭/୫୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୦୧ ,ମେଷରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବାଇଗଣ ସନ୍ଧ୍ୟା ଘ୬/୧୧ ଗତେ ବିରି ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ […]

ଆଜିର ରାଶିଫଳ

ଗୋବତ୍ସାଦ୍ୱାଦଶୀ ,୨୦୨୨ମସିହା ଅକ୍ଟୋବରମାସ ୨୨ତାରିଖ (ଶନିବାର)କାର୍ତିକମାସ –କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ ସଂଘ୬/୬ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୩୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୩୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ସନ୍ଧ୍ୟା ଘ୬/୬ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ-ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡିବେ ।କର୍ମକ୍ଷେତ୍ରରେ ପାରିପାଶ୍ୱିର୍କ ପରିସ୍ଥିତି କେତେକାଂଶରେ ଭଲରହିବା କାରଣରୁ କାମଗୁଡିକ ଅଟକିବନାହିଁ । ସାମାଜିକସ୍ତରରେ […]

ଆଜିର ରାଶିଫଳ

ରମା ଏକାଦଶୀ ,୨୦୨୨ ମସିହା ଅକ୍ଟୋବର ମାସ ୨୧ତାରିଖ(ଶୁକ୍ରବାର)କାର୍ତିକମାସ-କୃଷ୍ଣପକ୍ଷ ,ତିଥି-ଏକାଦଶୀ,ସୁର୍ୟୋଦୟ ପ୍ରାତଃଘ୦୫/୪୭/୧୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୬/୧୬ ,ବିଛା, ଧନୁ ଓ ମୀନରାଶିର ଘାତବାର ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ସନ୍ଧ୍ୟାଘ୫/୧୯ ଗତେ ପୋଇଶାଗ ଭକ୍ଷଣ ନିଷେଧ । ମେଷ-ଖର୍ଚ୍ଚ କମାଇବାପାଇଁ ଚେଷ୍ଟାକଲେ ଉପକୃତ ହେବେ । ଘାତଚନ୍ଦ୍ରଭୋଗ ହେତୁ ଦିନଟି ନ୍ୟୁନ ଫଳଦାୟକ ହେବ । ଦୂରଯାତ୍ରାରେ ଅସଫଳ, କର୍ମବିଶୃଙ୍ଖଳା, ବିବାଦରେପରାଜିତ ହେବେ । ପୁରାତନରୋଗ ପୁନଃ ଭୋଗ ହୋଇପାରେ । […]

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୨୦ ତାରିଖ (ଗୁରୁବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ଦିବା ଘ୩/୫୫ ପର୍ୟ୍ଯନ୍ତ ତଦନ୍ତେ ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୬/୪୬ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୬/୫୩ ,ତୁଳା ଓ କୁମ୍ଭ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,କଳମ ଶାଗ ଦିବା ଘ୩/୫୫ ଗତେ ଶିମ୍ବ ଭକ୍ଷଣ ନିଷେଧ । ମେଷ-ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ପୁଞ୍ଜି […]

ଆଜିର ରାଶିଫଳ

୨୦୨୨ ମସିହା ଅକ୍ଟୋବର ମାସ ୧୯ ତାରିଖ (ବୁଧବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ନବମୀ ଦିବା ଘ୧/୫୮ ପର୍ୟ୍ଯନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୬/୨୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୭/୩୬ ,କର୍କଟ ରାଶି ର ଘାତବାର ,ନବମୀର ଏକୋଦିଷ୍ଟ ଶ୍ରାଦ୍ଧ,ଲାଉ ଦିବା ଘ୧/୫୮ ଗତେ କଳମ ଶାଗ ଭକ୍ଷଣ ନିଷେଧ । ମେଷ-ସାରାଦିନ କାର୍ଯ୍ୟରତରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ […]