ଆଜିର ରାଶିଫଳ
ଗର୍ଭଣା ସଂକ୍ରାନ୍ତି ,୨୦୨୨ ମସିହା ଅକ୍ଟୋବର ମାସ ୧୭ ତାରିଖ (ସୋମବାର)କାର୍ତିକ ମାସ –କୃଷ୍ଣପକ୍ଷ ,ତିଥି-ସପ୍ତମୀ ଦିବା ଘ୯/୯ପର୍ୟ୍ଯନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃଘ୦୫/୪୫/୫୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୧୯/୩ ,ମିଥୁନରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର , ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ.ତାଳ ଦିବା ଘ୯/୯ ନଡ଼ିଆ ଗତେ ତାଳଭକ୍ଷଣ ନିଷେଧ । ମେଷ-କୌଣସି ନୂଆକାର୍ଯ୍ୟ ପ୍ରାରମ୍ଭ କରିବାପାଇଁ ଆଜି ସମୟ ଅନୁକୂଳରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭହେବ। ବିଚାରରେ ଶୀଘ୍ର […]