ଆଜିର ରାଶିଫଳ
ଭଷାଣୀଯାତ୍ରା,ଗୋଷାଣୀଯାତ୍ରା,ପାପାଙ୍କୁଶାଏକାଦଶୀ ଓ ଲଷ୍ମୀନାରାୟଣ ଏକାଦଶୀ ,୨୦୨୨ମସିହା ଅକ୍ଟୋବର ମାସ ୦୬ ତାରିଖ (ଗୁରୁବାର)ଆଶ୍ଵିନମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ଦିବା ଘ୯/୪୬ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୨/୧୨ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୨୭/୪୨ ,ତୁଳା ଓ କୁମ୍ଭରାଶିର ଘାତବାର ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ଦ୍ଵାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବଦିବା ଘ୯/୪୬ ଗତେ ପୋଇ ଶାଗ ଭକ୍ଷଣ ନିଷେଧ । ମେଷ-ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଦାମ୍ପତ୍ୟ […]