Browsing category

ରାଶିଫଳ

ଆଜିର ରାଶିଫଳ

ଶନିବାର୨୦୨୨ ମସିହା ମାର୍ଚ୍ଚ ମାସ ୧୯ ତାରିଖ,ଶ୍ରୀ ମନ୍ଦିରେ ହୋଲି ଉତ୍ସବ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ-ପ୍ରାତଃଘ୫/୫୫/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୫୭, ବୃଷ , ସିଂହ ଓ କନ୍ୟା ରାଶି ର ଘାତବାର,ବୃଷ ରାଶିର ଘାତଚନ୍ଦ୍ର, ପ୍ରତିପଦାର ଏକଦିଷ୍ଟ ଓ ଦ୍ୱିତିଆ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତି କଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର […]

ଆଜିର ରାଶିଫଳ

ଶୁକ୍ରବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୧୮ ତାରିଖ, ଦୋଳପୂର୍ଣ୍ଣିମା,ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା ,ବିଛା , ଧନୁ ଓ ମୀନ ରାଶି ର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର, ପୂର୍ଣ୍ଣିମା ର ଏକଦିଷ୍ଟ ଓ ପ୍ରତିପଦା ର ପାର୍ବଣ ଶ୍ରାଦ୍ଧ, ପାଣିକଖାରୁ ଭକ୍ଷଣ ନିଷେଧ ।ଆଜିର ରାଶିଫଳ 🐏ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। […]

ଆଜିର ରାଶିଫଳ

ଗୁରୁବାର୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖ,ବରାହ ଦୋଳ,ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ,ତୁଳା ଓ କୁମ୍ଭ ରାଶି ର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ଚତୁର୍ଦ୍ଦଶୀ ର ଏକଦିଷ୍ଟ ଓ ପୂର୍ଣ୍ଣିମା ର ପାର୍ବଣ ଶ୍ରାଦ୍ଧ,ମସ୍ୟ ମାଂସ ଭକ୍ଷଣ ନିଷେଧ। 🐏ମେଷ-ଆଜି ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ […]

ଆଜିର ରାଶିଫଳ

🔱ଜୟ ପ୍ରଭୁ ସୋମନାଥ,ଜୟ ପ୍ରଭୁ ଜଗନ୍ନାଥ🔱 ମଙ୍ଗଳବାର୨୦୨୨ ମସିହା ମାର୍ଚ୍ଚ ମାସ ୧୫ ତାରିଖ,ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ ଦ ଘ୧/୧୩ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ମିଥୁନ ରାଶି ର ଘାତବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ତ୍ରୟୋଦଶୀ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣଭକ୍ଷଣ ନିଷେଧ। 🐏ମେଷ=ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୨ ତାରିଖ ୨୦୨୨ ମସିହା(ବୁଧବାର)ଫାଲଗୁନ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ରାତ୍ରି ଘ ୧୧/୦୭ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ , ଅମାବାସ୍ୟା ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଅମାବାସ୍ୟା ର ସମ୍ବଛରିକ ଶ୍ରାଦ୍ଧ ମହାଳୟା ବିଦ୍ଧି ରେ ହେବ ,ଆମିଷ ଭକ୍ଷଣ ନିଷେଧ । ମେଷ :-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। […]

ଆଜିର ରାଶିଫଳ

ମାର୍ଚ୍ଚ ୦୧ ତାରିଖ ୨୦୨୨ ମସିହା(ମଙ୍ଗଳବାର) ଫାଲଗୁନ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ, ମହାଶିବରାତ୍ରି, ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୨୮,ସିଂହ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। […]

ଆଜିର ରାଶିଫଳ

ଫେବୃୟାରୀ ମାସ ୧୩ ତାରିଖ ୨୦୨୨ ମସିହା(ରବିବାର)ମାଘ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ,ମେଷ ରାଶିର ଘାତବାର,ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କୁମ୍ଭ ସଂକ୍ରାନ୍ତି, ପୋଇ , ବାଇଗଣ ଭକ୍ଷଣ ନିଷେଧ। ମେଷ=ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ=ଶାରୀରିକ ଅସୁସ୍ଥତା […]

ଆଜିର ରାଶିଫଳ

ଫେବୃୟାରୀ ମାସ ୧୨ ତାରିଖ ୨୦୨୨ ମସିହା(ଶନିବାର)ମାଘ- ଶୁକ୍ଳପକ୍ଷ,ତିଥି- ଏକାଦଶୀ , କନ୍ୟା ରାଶିର ଘାତଚନ୍ଦ୍ର , ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ , ପୋଇ ଭକ୍ଷଣ ନିଷେଧ। ମେଷ=ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ […]

ଆଜିର ରାଶିଫଳ

ଫେବୃୟାରୀ ମାସ ୧୧ ତାରିଖ ୨୦୨୨ ମସିହା(ଶୁକ୍ରବାର)ମାଘ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ ୦୧/୩୯ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ନକ୍ଷତ୍ର- ମୃଗଶିରା,ବିଛା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ଶିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ […]

ଆଜିର ରାଶିଫଳ

ଫେବୃୟାରୀ ମାସ ୧୦ ତାରିଖ ୨୦୨୨ ମସିହା(ଗୁରୁବାର)ମାଘ- ଶୁକ୍ଳପକ୍ଷ,ତିଥି- ଦଶମୀ ,ନକ୍ଷତ୍ର- ରୋହିଣୀ ,ବିଛା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଓ କଳମଶାଗ ଭକ୍ଷଣ ନିଷେଧ । ମେଷ :-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆଜି ଆପଣଙ୍କ ଭାବନା […]