Browsing category

ରାଶିଫଳ

ଆଜିର ରାଶିଫଳ

ଫେବୃୟାରୀ ମାସ ୦୯ ତାରିଖ ୨୦୨୨ ମସିହା(ବୁଧବାର) ମାଘ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ,ନକ୍ଷତ୍ର- କୃତ୍ତିକା ‘ବିଛା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ, ଲାଉ ଭକ୍ଷଣ ନିଷେଧ । ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ […]

ଆଜିର ରାଶିଫଳ

ଭିଷ୍ମାଷ୍ଟମୀ, ଯାତ୍ରାଦି ଶୁଭ କର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ରାତ୍ରି ଘ୧୦।୭ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୪।୪୯ ଗତେ ବୃଷ କର୍କଟ ସିଂହ କନ୍ୟା ଧନୁ ମକର ମୀନ ମେଷ ଏ ରାଶିମାନଙ୍କର […]

ଆଜିର ରାଶିଫଳ

ଫ୍ରେବୃୟାରୀ ମାସ ୦୭ ତାରିଖ ୨୦୨୨ ମସିହା(ସୋମବାର) ମାଘ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ,ମେଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ଭକ୍ଷଣ ନିଷେଧ । ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି […]

ଆଜିର ରାଶିଫଳ

ପ୍ରେବୃୟାରୀ ମାସ ୦୬ ତାରିଖ ୨୦୨୨ ମସିହା(ରବିବାର)ମାଘ- ଶୁକ୍ଳପକ୍ଷ*,ତିଥି- ଷଷ୍ଠୀ ,ଧନୁ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନିମ୍ବ ଓ ତାଳ ଭକ୍ଷଣ ନିଷେଧ । ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ […]

ଆଜିର ରାଶିଫଳ

ମାଘ- କୃଷ୍ଣପକ୍ଷ,ତିଥି- ଏକାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୫୮,ବିଛା,ଧନୁ ଓ ମୀନ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ରାତ୍ରି ଘ ୧୧/୨୬ ଗତେ ପୋଇ ଭକ୍ଷଣ ନିଷେଧ। ମେଷ:-ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ବୃଷ:-ବହୁଦିନ […]

ଆଜିର ରାଶିଫଳ

ଜାନୁଆରୀ ମାସ ୨୭ ତାରିଖ ୨୦୨୨ ମସିହା(ଗୁରୁବାର)ମାଘ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ ୦୨/୧୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ତୁଳା ଓ କୁମ୍ଭ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳ। ଓ ବାର ବେଳା – ଦିବା ଘ ୦୨/୪୬ ଗତେ ଘ୦୫/୩୨ ମଧ୍ୟେ କଳମ ଶାଗ ରାତ୍ରି ଘ ୦୨/୧୦ ଗତେ ଶିମ୍ବ ଭକ୍ଷଣ ନିଷେଧ ।  ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି […]

ଆଜିର ରାଶିଫଳ

ମାଘମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୯/୨୦ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୫୫,ଯୋଗିନୀ ଦକ୍ଷିଣେ ଦିବା ଘ୯/୨୦ ଗତେ ପଶ୍ଚିମେ ଦିବା ଘ୯/୨୦ ମନ୍ଧେ ଯାତ୍ରା ଶୁଭ ,ଦକ୍ଷିଣେ ,ଅଗ୍ନିକୋଣେ ,ପୂର୍ବେ ଯାତ୍ରା ନାସ୍ତି,ଉତ୍ତରାଫା ଓ ହସ୍ତା ନକ୍ଷତ୍ରେ (ବିବାହ ଓ ପାଣିଗ୍ରହଣ)ମେଷ ରାଶି ଘାତବାର,ବୃଷ ରାଶି ର ଘାତଚନ୍ଦ୍ର ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ(ଶ୍ରୀଫଳ ଓ ବେଲ) ଦିବା ଘ୯/୨୦ ଗତେ ନିମ୍ବ ଭକ୍ଷଣ ନିଷେଧ। 🐏ମେଷ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ […]

ଆଜିର ରାଶିଫଳ

ପରମେଶ୍ବରୀ ନମଃ,ମାସ-ମାଘ,ପକ୍ଷ- କୃଷ୍ଣ, ତିଥି- ଦ୍ବିତୀୟା ଦିବା ଘ୦୬ଳ୮-୦୩ମିଗତେ ତୃତୀୟା,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତଚନ୍ଦ୍ର ନାସ୍ତି ଦିବା ଘ୦୮-୧୩ମିଗତେ ବୃଷ ମିଥୁନ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତଚନ୍ଦ୍ର କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ତୃତୀୟାର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ,ନିଷିଦ୍ଧ ଖାଦ୍ୟ- ବୋଇତି କଖାରୁ ଦିବା […]

ଆଜିର ରାଶିଫଳ

ମାଘ- କୃଷ୍ଣପକ୍ଷ,ତିଥି- ପ୍ରତିପଦ,ମକର ରାଶିର ଘାତବାର,ପ୍ରତିପଦ। ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପାଣିକଖାରୁ ଭକ୍ଷଣ ନିଷେଧ। ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ମେଷ: ଆୟଯୋଗ,ବୃଷ:ଧନକ୍ଷୟ,ମିଥୁନ: ଯଶଲାଭ, କର୍କଟ: ଶ୍ରୀ ଚନ୍ଦ୍ର, ସିଂହ:ରୋଗପୀଡା, କନ୍ୟା: ପ୍ରୀତିଲାଭ, ତୁଳା: ଭ୍ରମଣ ଯୋଗ, ବିଛା: ଆଶାବାଦୀ,ଧନୁ: ସମ୍ମାନିତ,ମକର: ଉତ୍ସାହିତ, କୁମ୍ଭ : ପ୍ରତିରୋଧ, ମୀନ: ପ୍ରୀତିଲାଭ। ମେଷ:ମନରେ […]

ଆଜିର ରାଶିଫଳ

ପୌଷ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୮ ,କନ୍ୟା ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆମିଷ ରାତ୍ରି ଘ ୦୫/୧୬ ଗତେ ପାଣିକଖାରୁ ଭକ୍ଷଣ ନିଷେଧ !! ମେଷ– ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ […]