Browsing category

ରାଶିଫଳ

ଆଜିର ରାଶିଫଳ

ଅପ୍ରେଲମାସ ୧୦ତାରିଖ ୨୦୨୪ ମସିହା(ବୁଧବାର) ,ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ଦିବା ଘ ୦୫/୨୪ ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭ /୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୧/୦୫,ଯୋଗିନୀ ଉତ୍ତରେ ଦିବା ଘ୦୫/୨୪ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୧/୨୧ ଗତେ ଘ୦୧/୩୬ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୦ଗତେ ଘ୦୫/ ୩୬ମଧ୍ୟେ […]

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୯ତାରିଖ ମଙ୍ଗଳବାର ।ବାସନ୍ତିକ ନବଦିନପୂଜା ଆରମ୍ଭ, ତାରାତାରିଣୀଙ୍କ ତୃତୀୟପାଳି ଯାତ୍ରା, ହିନ୍ଦୁନବବର୍ଷ ଆରମ୍ଭ,ସୃଷ୍ଟ୍ୟାରମ୍ଭ ଦିବସ,ତେଲୁଗୁନବବର୍ଷ ଆରମ୍ଭ, ବିକ୍ରମ ସମ୍ବତ୍ ୨୦୮୧ପ୍ରବେଶ, ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ପିତୃ ପ୍ରତିପଦ୍ ପିତୃମାତୃଙ୍କୁ ବସ୍ତ୍ର ଆଭୁଷଣ ଓ ସୁଭୋଜନ ଦେଇ ଆଶୀର୍ବାଦ ଗ୍ରହଣ।ସୁର୍ଯ୍ୟୋଦୟ- ଘ୫/୩୭/୧୧ ,ସୂର୍ଯ୍ୟାସ୍ତ- ଘ୫/୫୯/୪୫ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୮/୨୭ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୮/୨୭ମି ପରେ ଉତ୍ତରଦିଗରେ।ତିଥିଦୋଷ, ମଙ୍ଗଳବାର,ବୈଧୃତି ଯୋଗ ଓ […]

ଆଜିରରାଶିଫଳ

ଅପ୍ରେଲମାସ ୦୮ତାରିଖ ୨୦୨୪ମସିହା (ସୋମ ବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ରାତ୍ରି ଘ ୧୧/ ୫୫ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫, ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୫୫ ଗତେ ପୁର୍ବେ, ଅମାବାସ୍ୟାର ସମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧୀରେ ହେବ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୩ମଧ୍ୟେ,ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୮ ମଧ୍ୟେ ଓ ଘ୦୮/୪୪ଗତେ ଘ୧୦/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୩ଗତେ ଘ୦୪/୪୯ମଧ୍ୟେ,ଆମିଷ ଭକ୍ଷଣ ନିଷେଧ,। ମେଷ-ଆଜି ବ୍ୟାପାରରେ […]

ଆଜିର ରାଶିଫଳ

୨୦୨୪ ମସିହା ଅପ୍ରେଲ ମାସ ୭ ତାରିଖ ରବିବାର।ସ୍ମୃହୀଚତୁର୍ଦ୍ଦଶୀ, ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା,ଦିବା ଘ୮/୧୩ମି ମଧ୍ୟେ ଶରଣଂ (ଶେଷ)।ସୁର୍ଯ୍ୟୋଦୟ- ଘ୫/୩୮/୫୪ ,ସୂର୍ଯ୍ୟାସ୍ତ- ଘ୫/୫୯/୧୦ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ତ୍ରୟୋଦଶୀ ଦିବା ଘ୭/୫ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀକ୍ଷୟ ରାତ୍ରି ଘ୩/୨୭ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ଦିବା ଘ୭/୫ମି ପରେ ପଶ୍ଚିମଦିଗରେ,ରାତ୍ରି ଘ୩/୨୭ମି ପରେ ଐଶାନ୍ୟକୋଣରେ।ତ୍ର୍ୟହସ୍ପର୍ଶତିଥି, ବିଷ୍ଟିକରଣ,ଶନିମଙ୍ଗଳଯୁକ୍ତ ପରେ ରବିଯୁକ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ମିଥୁନ ଓ ମୀନ ରାଶିର ଏବଂ ଦିବା ଘ୮/୧୩ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର […]

ଆଜିର ରାଶିଫଳ

ଅପ୍ରେଲମାସ ୦୬ତାରିଖ ୨୦୨୪ ମସିହା(ଶନିବାର) ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୨୦/୩୬ ଗତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୦୫, ଯୋଗିନୀ ନୈରୁତେ ଦିବା ଘ୧୦/୩୬ ଗତେ ଦକ୍ଷିଣେ, ତ୍ରୟୋଦଶୀ ଏକଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୨୫ ଗତେ ଘ୦୬/୦୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୯/୩୮ ଗତେ ଘ୧୨/୫୦ ଓ ରାତ୍ରି ଘ୦୮/୨୪ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୫ ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ପାପମୋଚନୀ ଏକାଦଶୀ।ସୁର୍ଯ୍ୟୋଦୟ- ଘ୫/ ୪୦/୩୯,ସୂର୍ଯ୍ୟାସ୍ତ- ଘ୫/୫୮ /୩୩,ଚୈତ୍ରମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି-ଏକାଦଶୀ ଦିବାଘ୧/୪୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ଦିବା ଘ୧/୪୩ମି ପରେ ନୈର୍ଋତକୋଣରେ। ଅଗନ୍ତବ୍ୟତିଥି, ଶନିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ଦିବା ଘ୭/୫୬ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏବଂ ଦ୍ଵାଦଶୀରେ ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଦିବା ଘ୧/୪୩ମିପରେ ପୋଇଶାଗ ଭକ୍ଷଣନିଷେଧ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୪୧ମି […]

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୪ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୧/୩୨ ,ସୂର୍ଯ୍ୟାସ୍ତ- ଘ୫/୫୮/୧୬ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଦଶମୀ ଦିବାଘ୪/୨୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ।ଦିବା ଘ୪/୨୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୪/୨୭ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-  କଳମଶାଗ ଦିବା ଘ୪/୨୭ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୫୮ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି- ଘ୧୧/୪୭ମି ରୁ ଘ୧/୧୪ମି […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୩ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୨/୨୩ ,ସୂର୍ଯ୍ୟାସ୍ତ- ଘ୫/୫୮/୧ ,ଚୈତ୍ର ମାସ ,କୃଷ୍ଣ ପକ୍ଷ ,ପଣ୍ଡିତ ବାସତିଥି- ନବମୀ ସନ୍ଧ୍ୟା ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଉତ୍ତରାଷାଢା ନକ୍ଷତ୍ର ରାତ୍ରି ଘ୧୦/୩୨ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ସନ୍ଧ୍ୟା ଘ୬/୩୮ମି ପରେ ଉତ୍ତର ଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷ ହେତୁ ସନ୍ଧ୍ୟା ଘ୬/୩୮ମି ପରେ ନିଶାନ୍ତ ଘ୫/୩୩ମିମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହ ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨ତାରିଖ ମଙ୍ଗଳବାର।ମା’ ତାରାତାରିଣୀ ଯାତ୍ରା ୨ୟ ପାଳି ।ବିବିଧ- ନିଶାନ୍ତ ଘ୫/୧୬ମିପରେ ଶରଣ ପଞ୍ଚକ ଆରମ୍ଭ, ତୃଣକାଷ୍ଠ ଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ- ଘ୫/୪୩/୧୪ ,ସୂର୍ଯ୍ୟାସ୍ତ- ଘ୫/୫୭/୪୪ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଭୌମବାସତିଥି- ଅଷ୍ଟମୀ ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ। ରାତ୍ରି ଘ୮/୧୩ମି ପରେ ପୂର୍ବ ଦିଗରେ।ମଙ୍ଗଳବାର, ଅଗନ୍ତବ୍ୟପରେ ରିକ୍ତାତିଥିଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଏବଂ ନିଶାନ୍ତ ଘ୫/୧୬ମି ପରେ ସିଂହ ରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୧ତାରିଖ ସୋମବାର। ଉତ୍କଳଦିବସ,ସୁର୍ଯ୍ୟୋଦୟ- ଘ୫/୪୪/୫ ,ସୂର୍ଯ୍ୟାସ୍ତ- ଘ୫/୫୭/୨୯, ଚୈତ୍ରମାସ, କୃଷ୍ଣପକ୍ଷ, ଚ଼ନ୍ଦ୍ରବାସ,ତିଥି- ସପ୍ତମୀ ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର-ମୂଳାନକ୍ଷତ୍ର ରାତ୍ରି ଘ୧୧/୫୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଯୋଗ- ବରୀୟାନଯୋଗ ରାତ୍ରି ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ପରୀଘଯୋଗ।କରଣ- ବିଷ୍ଟିକରଣ ଦିବା ଘ୯/୨୦ମି ପର୍ଯ୍ୟନ୍ତ ତଦନ୍ତେ ବବକରଣ ରାତ୍ରି ଘ୯/୧୦ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ।ରାତ୍ରି ଘ୯/୧୦ମି ପରେ ଐଶାନ୍ୟ କୋଣରେ।ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଦିବା ଘ୯/୨୦ମି ପରେ […]