Browsing category

ରାଶିଫଳ

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨ତାରିଖ,ରବିବାର,ବିବିଧ-ଦିବା ଘ୩/୫୩ମି ମଧ୍ୟେ ଶରଣ ପଞ୍ଚକଶେଷ,ଋତୁ-ବର୍ଷାଋତୁର (ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୬/୧୮,🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୨୪, ଶ୍ରାବଣମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି-ଚତୁର୍ଥୀ ରାତ୍ରି ଘ୧୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୧୧/୧ମିପରେ ଦକ୍ଷିଣଦିଗରେ,ରିକ୍ତାତିଥି,ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଏବଂ ଦିବା ଘ୩/୫୩ମିପରେ ମେଷ,ବୃଷ,ମିଥୁନ, କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ଦିବା ଘ୩/୫୩ମିପରେ ଧନୁରାଶିର ଘାତଚନ୍ଦ୍ର,ଘାତବାର-ମେଷରାଶିର ଘାତବାର।ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୦/୫ମିପରେ […]

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧ତାରିଖ,ଶନିବାର,ଋତୁ-ବର୍ଷାଋତୁର(ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟ.🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୫/୫୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୫୩,ଶ୍ରାବଣମାସ,କୃଷ୍ଣପକ୍ଷ,ଶୌରିବାସ ,ତିଥି- ତୃତୀୟା ରାତ୍ରିଘ୧୦/୫୭ମିପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ ।ନକ୍ଷତ୍ର-ଶତଭିଷାନକ୍ଷତ୍ର ରାତ୍ରି ଘ୯/୧୮ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧୦/୫୭ମିପରେ ନୈର୍ଋତ କୋଣରେ । ଶନିବାର, ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର-ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୭।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୯/୧୮ମି ପରେ ୨।୪।୫।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]

ଆଜିର ରାଶିଫଳ

ଜୁଲାଇମାସ ୩୧ତାରିଖ ୨୦୨୬ମସିହା (ଶୁକ୍ରବାର)ଶ୍ରାବଣମାସ-କୃଷ୍ଣପକ୍ଷ ,ତିଥି-ଦ୍ୱିତୀୟା ରାତ୍ରିଘ୧୦/୩୦ ଗତେ ତୃତୀୟା,ନକ୍ଷତ୍ର-ଧନିଷ୍ଟା ରାତ୍ରି ଘ ୦୮/୦୮ଗତେ ଶତଭିଷା ,ସୂର୍ୟୋଦୟ-ପ୍ରାତଃ ଘ୦୫/୨୬/୩୨ ,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୬/୨୧/୪୦,ଯୋଗିନୀ ଉତ୍ତରେ ରାତ୍ରିଘ୧୦/୩୦ଗତେ ଅଗ୍ନିକୋଣେ,ସିଂହ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର ,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ରାତ୍ରି ଘ୧୦/୩୦ମଧ୍ୟେ ଏକପାଦ ପୁଷ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ୦୮/୩୮ ମଧ୍ୟେ ଓ ଘ୧୨/୩୮ଗତେ ଘ୦୨/୧୫ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର […]

ଆଜିର ରାଶିଫଳ

୨୦୨୬ ମସିହା,ଜୁଲାଇମାସ,୩୦ତାରିଖ,ଗୁରୁବାର,ଋତୁ-ବର୍ଷା ଋତୁର(ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟନ,🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୫/୧୪ 🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୦/୪୬,ଶ୍ରାବଣମାସ,କୃଷ୍ଣପକ୍ଷ,ବୃହସ୍ପତିବାସ, ତିଥି- ପ୍ରତିପଦ୍ ରାତ୍ରି ଘ୯/୩୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା,ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ସନ୍ଧ୍ୟା ଘ୬/୨୮ମିପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର,ଆୟୁଷ୍ମାନଯୋଗ ରାତ୍ରି ଘ୧/୪୩ମିପର୍ଯ୍ୟନ୍ତ ତଦନ୍ତେ ସୌଭାଗ୍ୟଯୋଗ,କରଣ-ବାଳବକରଣ ଦିବା ଘ୮/୫୨ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୯/୩୩ମିପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ଵଦିଗରେ,ରାତ୍ରି ଘ୯/୩୩ମିପରେ ଉତ୍ତର ଦିଗରେ,ତିଥି ଏବଂ ପାପାସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ, ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର,ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ-କୁଷ୍ମାଣ୍ଡ (ପାଣିକଖାରୁ)ରାତ୍ରି ଘ୯/୩୩ମିପରେ ବୃହତି(ବୋଇତାଳୁ)ଭକ୍ଷଣ ନିଷେଧ, ଅଶୁଭବେଳା-(କାଳ […]

ଆଜିର ରାଶିଫଳ

ଜୁଲାଇମାସ ୨୯ତାରିଖ ୨୦୨୬ମସିହା(ବୁଧବାର)ଆଷାଢ଼ମାସ,ଶୁକ୍ଳପକ୍ଷତିଥି- ପୁର୍ଣିମା ରାତ୍ରିଘ୦୮/୧୪ଗତେ ପ୍ରତିପଦ,ନକ୍ଷତ୍ର-ଉତ୍ତରାଷାଢା ଦିବାଘ୦୮/୩୦ ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୨/୪୦,ଯୋଗିନୀ ବୟବ୍ୟେ ରାତ୍ରିଘ୦୮/୧୪ଗତେ ପୂର୍ବେ,ସିଂହ ରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୮/୪୦ଗତେ ଘ୧୦/୧୮ମଧ୍ୟେ,ବାରବେଳା-ଦିବା ଘ୧୧/୫୨ ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୭/୦୨ ମଧ୍ୟେ ଓ ରାତ୍ରି ଘ୦୭/୧୧ଗତେ ଘ୦୯/୩୭ମଧ୍ୟେ ରାତ୍ରି ଘ୦୨/୨୪ ଗତେ ଘ୦୫/୧୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୫୧ଗତେ ଘ୦୫/୨୫ ମଧ୍ୟେ ରାତ୍ରି ଘ୦୯/୩୮ଗତେ ଘ୧୧/୧୩ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୦୮/ ୧୪ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉🏼ଅଭାବ ଲାଗି ରହିଥିଲେମଧ୍ୟ ଧାରକରଜ କରି […]

ଆଜିର ରାଶିଫଳ

ଜୁଲାଇମାସ୨୮ତାରିଖ ୨୦୨୬ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ସନ୍ଧ୍ୟାଘ୦୬/୨୭ଗତେ ପୁର୍ଣିମା,ନକ୍ଷତ୍ର-ପର୍ବାଷାଢା ଦିବା ୦୨/୦୨ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୩/୨୦,ଯୋଗିନୀ ପଶ୍ଚିମେ ସନ୍ଧ୍ୟାଘ୦୬/୨୭ ଗତେ ବାୟବ୍ୟେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ୦୨/୦୨ଗତେ ଦ୍ଵି ପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୩୦ଗତେ ଘ୦୩/୦୮ମଧ୍ୟେ, ବାରବେଳା-ଦିବା ଘ୦୭/୦୦ଗତେ ଘ୦୮/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘ୮/୪୦ ମଧ୍ୟେଗତେ ଘ୧୦/୧୩ମଧ୍ୟେ ଓ ଘ୧୨/୩୭ଗତେ ଘ୦୧/୨୯ମଧ୍ୟେ ଓ ଘ୦୩/୧୦ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି,ଅଦ୍ୟ ବିରି ସନ୍ଧ୍ୟା ଘ୦୬/୨୭ଗତେ ଆମିଷଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ […]

ଆଜିର ରାଶିଫଳ

୨୦୨୬ମସିହା ଜୁଲାଇମାସ,୨୭ତାରିଖ,ସୋମବାର,ଶ୍ରୀଜୀଉଙ୍କର ନୀଳାଦ୍ରିବିଜେ ଉତ୍ସବ,ଶ୍ରୀଶିବ ଶୟନଉତ୍ସବ,ଅଦ୍ୟ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା,ଓଡି଼ଶା ହାଇକୋର୍ଟ ପ୍ରତିଷ୍ଠାଦିବସ ।ଋତୁ-ବର୍ଷା ଋତୁର (ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟନ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୪/୧୧🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୧/୫୫,ଆଷାଢ଼ମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ତ୍ରୟୋଦଶୀ ଦିବା ଘ୪/୧୯ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ,ବୈଧୃତିଯୋଗ ରାତ୍ରି ଘ୧୨/୨୨ମି ପର୍ଯ୍ୟନ୍ତତଦନ୍ତେ ବିସ୍କୁମ୍ଭଯୋଗ,କରଣ- ତୈତିଳକରଣ ଦିବା ଘ୪/୧୯ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ନିଶାନ୍ତ ଘ୫/୨୨ମିପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଦକ୍ଷିଣଦିଗରେ,ଦିବାଘ୪/୧୯ମିପରେ ପଶ୍ଚିମ ଦିଗରେ । ରିକ୍ତାତିଥି, ବୈଧୃତିଯୋଗଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି-ମେଷ,ମିଥୁନ, କର୍କଟ,ସିଂହ,ବିଛା,ଧନୁ ଓ ମୀନ ଏହିରାଶିମାନଙ୍କର […]

ଆଜିର ରାଶିଫଳ

୨୦୨ ମସିହା,ଜୁଲାଇମାସ,୨୬ତାରିଖ,ରବିବାର,ରଥଉପରେ ଶ୍ରୀଜୀଉଙ୍କର ଅଧରପଣା,ଶ୍ରୀଗରୁଡଶୟନ,କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ଶ୍ରୀରଘୁନାଥ ବେଶ।ଋତୁ-ବର୍ଷାଋତୁର(ପ୍ରଥମମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୩/୪୯🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୨/୧୭,ଆଷାଢ଼ମାସ, ଶୁକ୍ଳପକ୍ଷ, ଆଦିତ୍ୟବାସ,ତିଥି-ଦ୍ବାଦଶୀ ଦିବାଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର-ଜ୍ୟେଷ୍ଠାନକ୍ଷତ୍ର ମଳ ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଚନ୍ଦ୍ର-ବିଛାଚନ୍ଦ୍ର ଦିବାଘ୮/୧୬ମିପର୍ଯ୍ୟନ୍ତ ତଦନ୍ତେ ଧନୁଚନ୍ଦ୍ର।ସୌର ଚଳନେ – କର୍କଟ ଦିନ ୧୦।ଈନ୍ଦ୍ରଯୋଗ ରାତ୍ରି ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ବୈଧୃତିଯୋଗ । କରଣ- ବାଳବକରଣ ଦିବା ଘ୧/୫୬ମିପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୩/୮ମିପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୧/୫୬ମି ପରେ ଦକ୍ଷିଣ ଦିଗରେ।ଅଗନ୍ତବ୍ୟ ତିଥି, ବୈଧୃତିଯୋଗ, ପାପସପ୍ତ […]

ଆଜିର ରାଶିଫଳ

ଜୁଲାଇମାସ ୨୫ତାରିଖ୨୦୨୬ମସିହା(ଶନିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ୧୧/୨୨ଗତେଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୨୨ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୪/୫୦,ଯୋଗିନୀ ଅଗ୍ନିକୋଣେ ଦିବା ଘ୧୧/୨୨ଗତେ ନୈରୁତେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ଘ୧୧/୨୨ଗତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା -ଦିବାଘ୦୭/୦୨ମଧ୍ୟେ ଓ ଦିବା ଘ୦୪/୪୫ଗତେ ଘ୦୬/୨୬ମଧ୍ୟେ,ବାରବେଳା-ଦିବାଘ୦୧/୩୦ଗତେ ଘ୦୩/୦୮ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୯/୨୫ଗତେ ଘ୧୨/୩୬ମଧ୍ୟେ ଓ ରାତ୍ରି ଘ୦୮/୪୮ଗତେ ଘ୧୧/୧୧ମଧ୍ୟେ ଓ ରାତ୍ରି ଘ୧୨/୫୦ଗତେ ଘ୦୨/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନ।ସ୍ତି,ଅଦ୍ୟ ଶିମ୍ବ ଦିବା ଘ୧୧/୨୨ଗତେ ପୋଇଭକ୍ଷଣ ନିଷେଧ। ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ […]

ଆଜିର ରାଶିଫଳ

ବାହୁଡ଼ାଯାତ୍ରା,୨୪-୭-୨୦୨୬(ଶୁକ୍ରବାର)ଅଦ୍ଯ କର୍କଟ ଦି୮ନ, ଆଷାଢ଼ ଶୁକ୍ଳ ଦଶମୀ ଦ୮।୩୧ ଦିଘ ୮।୪୭, ଅନୁରାଧା ଦ୫୯।୨୨ ନିଘ୫।୮,ବିଛା ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)କର୍କଟ ଦ୧/୬/୨୦ ଇଂଘ ୫/୨୨/୫୮ ଗତେ ଉଦୟ।ମକର ଦ୧/୭/୩୦ ଇଂଘ ୬/୨୪/୧୦ ଗତେ ଅସ୍ତ।ଯୋଗିନୀ ଉତ୍ତରେ।ଦିବା ଘ୮।୪୭ଗତେ ଅଗ୍ନିକୋଣେ।ଦିବା ଘ୮।୪୭ମଧ୍ୟେ ଯାତ୍ରା ଶୁଭ।ଉତ୍ତରେ ବାୟବ୍ୟେ,ପଶ୍ଚିମେ ଯାତ୍ରା ନାସ୍ତି।ଅଦ୍ଯ ଦେବତାଗଠନ,ନୌକାଗଠନ ଓ ଚାଳନ,ଔଷଧିକରଣ ଓ ଭକ୍ଷଣ, ତୈଳରନ୍ଧନ,ନାମକରଣ,ଦୀକ୍ଷାଗ୍ରହଣ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ରଶୁଦ୍ଧି।ନିଶାନ୍ତ ଘ୫।୮ଗତେ ମୂଳା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରାଭାଦ୍ର ଅଶ୍ବିନୀ ଦ୍ଵିଜା […]