ଆଜିର ରାଶିଫଳ
ମଇମାସ ୧୭ତାରିଖ ୨୦୨୫ମସିହା (ଶନିବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ପ୍ରା ଘ୦୫/୨୭ଗତେ ପଞ୍ଚମୀ,ନକ୍ଷତ୍ର-ପୂର୍ବାଷାଢ଼ା ଦିବା ଘ୦୬/୩୬ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୨/୧୯,ଯୋଗିନୀ ଦକ୍ଷିଣେ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୬/୫୦ ମଧ୍ୟେ ଓ ଦିବାଘ୦୪/୪୩ ଗତେଘ୦୬/୧୫ ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୩୮ଗତେ ଘ୦୪/ ୪୨ମଧ୍ୟେ ଓ ରାତ୍ରି ରାତ୍ରି ଘ୦୭/୩୫ଗତେ ଘ୦୭/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୨୩ ଗତେ ଘ୧୧/୫୪ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ ମେଷ👉ଆଜି ପରିବାରରେ […]