ଆଜିର ରାଶିଫଳ
ସେପ୍ଟେମ୍ବରମାସ ୨୮ତାରିଖ ୨୦୨୪ ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ, ତିଥି-ଏକାଦଶୀ ଦିବା ଘ୦୨/୫୭ ଗତେ ଦ୍ୱାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୨୬,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୫୭ ଗତେ ନୈରୁତେ,ଏକାଦଶୀର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କର୍କଟ ଓ ମକରରାଶିର ଘାତ ଚନ୍ଦ୍ର,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଦିବା ଘ୦୪/୦୩ଗତେ ଘ୦୫/୩୩ମଧ୍ୟେ,ବାରବେଳା -ଦିବା ଘ୦୧/୦୪ ଗତେ ଘ୦୨/୩୮ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୧୮ ଗତେ ଘ୦୯/୪୩ […]