Browsing category

ଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ଅନେକ ଜନ୍ମର ସଞ୍ଚିତ ପୂଣ୍ୟ ବଳରେ ପ୍ରାଣୀକୁ ଦୁର୍ଲ୍ଲଭ ମଣିଷ ଜନ୍ମ ମିଳିଥାଏ। କିନ୍ତୁ ଅଜ୍ଞାନତା ବଶତଃ ପ୍ରାଣୀ ଶରୀର ବନ୍ଧନରେ ପଡ଼ି ନିଜକୁ ଶରୀର ବୋଲି ଜ୍ଞାନ କରି ପ୍ରକୃତି ଇନ୍ଦ୍ରିୟ ମାନଙ୍କ ଦ୍ଵାରା କରାଉଥିବା ସମସ୍ତ କାର୍ଯ୍ୟରେ  କର୍ତ୍ତାପଣ ଆରୋପ କରି ସେହି କର୍ମର ଫଳକୁ ଭୋଗ କରିବା ପାଇଁ ବାରମ୍ବାର ଏହି ସଂସାରରେ ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରିଥାଏ। କେବଳ ପୂର୍ବ ଜନ୍ମର ସୁକୃତ ଥିଲେ ହିଁ ଭଗବାନଙ୍କ କୃପାରୁ ପ୍ରାଣୀ […]

ଡ୍ରାଗନର ନୂତନ ଚାଲ

୧. ବେଳାଭୂମିରେ ବାଲୁକା କୃତି, ବଡ଼ଦିନ ସହ ସଚେତନତା ବାର୍ତ୍ତା । ୨. ସୀମା ବିବାଦ ବେଳେ ଡ୍ରାଗନର ନୂତନ ଚାଲ, ତିବ୍ବତ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ। ୩. ରାଜନୀତି ପଶାପାଲିରେ ପଛୁଆବର୍ଗ, ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ବାଦ୍ ! ତେଜୁଛି ରାଜନୀତି । ୪. ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ । କୋଭିଡ କଟକଣାରେ ଚର୍ଚ୍ଚାରେ ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ । […]

ଚୀନରେ ପୁଣି ଥରେ ଲକଡାଉନ୍

୧. ତୀବ୍ର ହେଉଛି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ସ୍ବର: ୧୯୯୭ରୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ୮୫ ଗ୍ରାମବାସୀ । ୨. ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ । ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା । ୩. ହରିଦ୍ଵାରରେ ଡିସେମ୍ବର ୧୭ରୁ ୧୯ ମଧ୍ୟରେ ଚାଲିଥିବା ଧର୍ମ ସଂସଦରେ ସଂଖ୍ୟା ଲଘୁ ସମ୍ପଦାୟ ବିରୋଧରେ ଘୃଣା ଓ ଉତ୍ତେଜନା […]

ଆଜିର ଅନୁଚିନ୍ତା

🦋ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ, କିନ୍ତୁ ପ୍ରକୃତ ସତ୍ୟ ଏହା ଯେ, ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ଯେତେବେଳେ ଖରାପ ସମୟ ଆମକୁ ନଚାଉଥାଏ, ଆମେ ନିଜର ବୋଲି ଯାହାକୁ କହୁ, ସେହି ଲୋକ ହିଁ ଢୋଲକ ବଜେଇ ମଜା ଲୁଟୁଥାନ୍ତି…ସେତେବେଳେ ଯଦି କେହି ଅନ୍ଧ ଭଳି ସାହା ହେଇଥାଏ, ସେ କେବଳ “ମାଆ” । ସମୟର ସୁଅରେ ସବୁକିଛି ଭାସିଯାଏ ସିନା କିନ୍ତୁ ସ୍ମୃତି ହୋଇ […]

ଓଲ୍ଲିଉଡ୍ ନାଇଟ୍ ୱେଲକମ୍ ୨୦୨ ୨ଉର୍ତ୍କସ ଆୱାର୍ଡ

ଭୁବନେଶ୍ୱର,୨୩/୧୨(ଏସଏସନିୟୁଜ) ରାଜ୍ୟରେ ସିନେମା ଜଗତରେ କାର‌୍ୟ୍ୟ କରୁଥିବା ସମସ୍ତ କଳାକାରଙ୍କ ଉତ୍ସାହ ବୃଦ୍ଧ୍ କରିବା ପାଇଁ ଏସ୍ ଏମ୍ ଏଟଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଆଜି ସଂଧ୍ୟାରେ ଉତ୍କଳମଣ୍ଡପରେ ଏକ ଭବ୍ୟ ଉତ୍ସବରେ ଓଲ୍ଲିଉଡର ଓଡିଆ ସିନେମାର ବର୍ଷିଆନ କଳାକାର ପ୍ରଦ୍ୱ୍ୟମ୍ନ ଲେଙ୍କାଙ୍କୁ ତାଙ୍କର କଳା କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନ (ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ)ରେ ସମ୍ମାନିତ କରାଯାଇଛି ।ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ […]

ତୃତୀୟ ଲହର ସମ୍ଭାବନା ନିଶ୍ଚିତ

୧-୭ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର,୧୨ ଡିଗ୍ରୀ ତଳେ ଆଉ ୧୨ ସହର,ଆଉ ୪ ଦିନ ପ୍ରବଳ ଶୀତ। ୨-ନୂଆ ଦିଲ୍ଲୀ: ସୋମବାର ଠାରୁ ଦେଶ ତମାମ ଆରମ୍ଭ ହେବ ସୁଶାସନ ସପ୍ତାହ, ‘ପ୍ରଶାସନ ଗାଁ କି ଔର’ ଅଭିଯାନ ନାମରେ ଗ୍ରାମାଞ୍ଚଳର ସମସ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନିଆଯିବ। ୩-ଓମିକ୍ରନ ଆଣିପାରେ ତୃତୀୟ ଲହର ,ଫେବୃଆରୀରେ ଛୁଇଁ ପାରେ ଶୀର୍ଷକୁ, ସଂକ୍ରମଣ ବଢାଇବ କିନ୍ତୁ ଘାତକ ହେବନି। ୪-ମହାକାଳପଡ଼ା: ଶଙ୍ଖପଦା ଗ୍ରାମର […]

ଆଜିର ଅନୁଚିନ୍ତା

🦋ଅଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ । 🦋”ସଂଘର୍ଷ” ପ୍ରକୃତିର ଆମନ୍ତ୍ରଣ ଅଟେ ,ଯିଏ ସ୍ୱୀକାର କରିଥାଏ.ସେ ହିଁ ଆଗକୁ ବଢ଼ିଥାଏ… 🦋ଜନ୍ମ ପୂର୍ବରୁ ଭଗବାନ ସବୁ ସମ୍ପର୍କ ଗଢ଼ି କରି ପଠାଇଥାଆନ୍ତି ହେଲେ ଦୁଇଟି ସମ୍ପର୍କ ଜନ୍ମ ପରେ ସୃଷ୍ଟି ହୁଏ ଗୋଟେ ହେଲା ” ବନ୍ଧୁତା ” ଆଉ […]

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆକୁ ଓମିକ୍ରନ୍‌

୧. ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ ‘ଓମିକ୍ରନ୍‌’ ଆକ୍ରାନ୍ତ, ୭ ବର୍ଷର ଛୁଆ ସଂକ୍ରମିତ ହୋଇଥିବା ସୂଚନା । ୨. କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ । ୩. ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ମିଳିଲା ଆଶ୍ବସ୍ତି । ୪. ଏବେ ଭୋଟର ପରିଚୟ ପତ୍ର ସହ ଲିଙ୍କ୍ ହେବ ଆଧାର । ୫. ଦେଶ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ସେବା କଦାପି ଭୁଲିବ ନାହିଁ – […]

ଆଜିର ଅନୁଚିନ୍ତା

🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ,ସର୍ବେ ନିଜ ନିଜ ଅଭିନୟ ସାରି,ବାହୁଡିବେ କାଳବଳେ । 🦋ହେ ଈଶ୍ବର ସୁଖ ଏତିକି ଦିଅ ଯେ ମନରେ ଅହଙ୍କାର ନ ଆସୁ ଆଉ ଦୁଃଖ ଏତିକି ଦିଅ ଯେ ତୁମ ଉପରୁ ଯେମିତି ଭରସା ନ ତୁଟୁ । 🦋ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବ ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ […]

ପୁଣି ଲାଗିଲା କଟକଣା

➡️୧-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ➡️୨-ଆଜି ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ମୋଟ୍ ୪ ଲକ୍ଷ ୧୦ହଜାର ହିତାଧିକାରୀ ଉପକୃତ ହେବେ । ➡️୩-ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ମୋଟ ୫୩ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ […]