ଜୀଅନ୍ତା ଜଳିଗଲେ ୯୧
୧-ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ପେଟ୍ରୋଲ ବୋଝେଇ ଟ୍ୟାଙ୍କକୁ ଧକ୍କା ଦେଲା ଟ୍ରକ, ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୯୧ଜଣ ଲୋକ । ୨-ରନ୍ ରେଟ୍ରେ ପଛରେ ପଡ଼ି ସାଉଥ୍ ଆଫ୍ରିକା ବିଦା, ରବାଡାଙ୍କ ହ୍ୟାଟ୍ରିକ୍ : ପରାଜୟ ସତ୍ତ୍ୱେ ସେମିରେ ଇଂଲଣ୍ଡ । ୩-ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୪-୯ରେ ନବୀନ-ଜଗନ ଭେଟ: ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ଓ ପୋଲାଭରମ ବିବାଦର ହେବ ଆଲୋଚନା । ୫-ରିମାଣ୍ଡ ଅବଧି […]