Browsing category

ଜୀବନଚର୍ଯ୍ୟା

ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି

୧. କରୋନା ପାଇଁ ୨ବର୍ଷ ତଳକୁ ଖସିଆସିଛି ପ୍ରତ୍ୟାଶିତ ଜୀବନକାଳ: ଅଧ୍ୟୟନ । ୨. ଫୈଜାବାଦ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କ୍ୟାଣ୍ଟ୍ କଲେ ଯୋଗୀ ସରକାର । ୩. ଏଣିକି ଟିଭିରେ ଦେଖିବାକୁ ମିଳିବନି ଆଲିଙ୍ଗନ ଦୃଶ୍ୟ! ବ୍ୟାନ ଲଗାଇଲେ ପାକିସ୍ତାନ ସରକାର । ୪. ପେଟ୍ରୋଲ୍‌ ଓ ଡିଜେଲ୍‌ ଟିକସ ମାଗଣା ଭୋଜନ ଏବଂ ଅନ୍ୟାନ୍ୟ ଯୋଜନାକୁ ପାଣ୍ଠି ଯୋଗାଉଛି: ହରଦୀପ ସିଂହ ପୁରୀ । ୫. ଟେରର ଫଣ୍ଡିଂ ମାମଲା: […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯଦି ତୁମେ ଯୁବକ ଅବସ୍ଥାରେ କଠିନ ପରିଶ୍ରମ କରିବାକୁ ଲଜ୍ଜିତ, ବୃଦ୍ଧାବସ୍ଥା ପରେ ବଞ୍ଚିବା ପାଇଁ ତୁମକୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିବ !! ➡️”ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ, କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ ! ➡️”ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ , ଯଦି ବାଟ କଣ୍ଟାର ହୁଏ ତ […]

ଶତ୍ରୁକୁ ମୁହଁତୋଡ ଜବାବ ଦେବ

୧. ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ ହୋଇଛି । ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୨. ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଆଜି: ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଫୋକସ, ୪୦୫ ନୂଆ ପ୍ରକଳ୍ପ ପାଇଁ ୨୧୫୧ କୋଟି । ୩. FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ । ୪. ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; […]

ଆଜିର ଅନୁଚିନ୍ତା

☘️ବୟସ ବଢିବା ସହ ଆମ ହାତରୁ ପେନସିଲ୍ ଛଡେଇ ପେନ୍ ଧରେଇ ଦିଅନ୍ତି ।କାରଣ ଏହା ବୁଝେଇ ଦେବାକୁ — ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ । ☘️ସମସ୍ତଙ୍କ ଠାରୁ ସବୁ ଜିନିଷ କେବେ ଆଶା କରିବା ଉଚିତ୍ ନୁହେଁ ,କାହିଁକି ନା ଲୋକ ଏଠି ମୁହଁରେ ଗୋଟେ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟିଏ କଥା ରଖିଥାନ୍ତି । ☘️ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ “ଜଣେ କୃଷ୍ଣ ” ଯେ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯନ୍ତ୍ରଣାର ଦୁଇଟି ଦିଗ ଥାଏ । ଗୋଟିଏ ହୃଦୟକୁ କଷ୍ଟ ଦିଏ ତ ଅନ୍ୟଟି ଜୀବନକୁ ପରିବର୍ତ୍ତନ କରିଥାଏ !! ➡️”ତୁମେ କାହାକୁ କେତେ ପସନ୍ଦ କରିବା ପରିବର୍ତ୍ତେ,ଗୁରୁତ୍ୱପୂର୍ଣ୍ଣ ହେଉଛି ତୁମେ ସେମାନଙ୍କୁ କେତେ ସମ୍ମାନ କରୁଛ … !! ➡️”ଚିନ୍ତାଧାରା ଦ୍ୱାରା ଆଗକୁ ବଢିବା ସହ ସଫଳତାର ନିକଟତର ଜଣେ ହୋଇ ପାରିବ !! ➡️”ଯଦି ଆପଣ ଆଜି କୌଣସି ଅନାବଶ୍ୟକ କିଣନ୍ତି, ତେବେ ଆସନ୍ତାକାଲି ଯାହା ଦରକାର ତାହା ବିକ୍ରୟ କରିବାକୁ […]

ବାଣ ମାରିଲେ କ୍ୟାପଟେନ୍

୧-ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ । ୨-ମମିତା ମର୍ଡର ମିଷ୍ଟ୍ରୀ: ଚାରିଆଡ଼େ ବିକ୍ଷୋଭ, ମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବି ତେଜୁଛି . ୩-ମନ୍ତ୍ରୀଙ୍କ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜାତୀୟ ମହିଳା କମିସନ ୪-ମୁଖ୍ୟମନ୍ତ୍ରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ । ୫-ମୁଖ୍ୟମନ୍ତ୍ରୀ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିସ୍କାର କରି ଇତିହାସ ସୃଷ୍ଟି କରନ୍ତୁ […]

ଆଜିର ଅନୁଚିନ୍ତା

୦୧.ପରିବାର ଦାୟିତ୍ବ ଭାର ଆଗରେ ସ୍ବପ୍ନ ସବୁବେଳେ ହାରି ଯାଇଥାଏ । ୦୨.ସମସ୍ତଙ୍କୁ ସାହାର୍ଯ୍ୟ କର କିନ୍ତୁ କାହା ଠାରୁ କିଛି ପାଇବା ଆଶା ରଖ ନାହିଁ । ୦୩.ଖରାପ ସମୟ କେବେ ରହେ ନାହିଁ, ତାହା ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇଯାଏ ୦୪. ଅଢେଇ ଦିନିଆ ଜୀବନକୁ ନେଇ ବଢେଇ ହେଉଛୁ କାହିଁକି ବେଶି,ଆସିଥିଲୁ ଖାଲି ଯିବୁରେ ତୁ ଖାଲି,ମାଟି ଦେହ ଯିବ ମାଟିରେ ମିଶି । ୦୫. ହାତ କାଟି ଭଲପାଇବା ପ୍ରମାଣ ଦେବା […]

ମହିଳା କାର୍ଡ ଖେଳିଲା କଂଗ୍ରେସ

୧-ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ । ୨-ଗତ ୮ ତାରିଖରେ ନିଖୋଜ ହୋଇଥିବା ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ କେନ୍ଦ୍ର କରି ଅକ୍ଟୋବର ୨୦ରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି। ୩-ସ୍କୁଲ ଷ୍ଟାଡିୟମରୁ ମିଳିଲା ମମିତାଙ୍କ ଗଳିତ ମୃତଦେହ । ମିଳିଲା ସୁନା ଚେନ୍, ପାଉଁଜି ଓ ବ୍ୟାଗର କିଛି ଅଂଶ । ୪-ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ […]

ମାଲକ୍ଷ୍ମୀ ଆପଣଙ୍କ ଘରେ ଅଛନ୍ତି କି ନାହି ଜାଣିବାର ସଙ୍କେତ

ଏହି ସଂକତ ହେବା ମାତ୍ରେ ଜାଣି ନିଅନ୍ତୁ କି ମା’ ଲକ୍ଷ୍ମୀ ଅପାଣଙ୍କ ଘର ଛାଡି ପଳାୟନ କରୁଛନ୍ତି,ଏହାପରେ ଦୁର୍ଭାଗ୍ୟ ଆସିପାରେ.. ଲକ୍ଷ୍ମୀଙ୍କୁ ପ୍ରଶନ୍ନ କରିବା ପାଇଁ ବିଭିନ୍ନ ମାନ୍ୟତା ପରିଚାଳିତ ହୋଇ ଆସୁଛି । ଯେଉଁ ଘର ମାନଙ୍କରେ ଏହି ସବୁ ମାନ୍ୟତାକୁ ପାଳନ କରାଯାଇଥାଏ, ସେଠାରେ ମା’ଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବା ଦେବୀଙ୍କର କୃପା ରହିଥାଏ । ମହାଭାରତର ଦ୍ୱିତୀୟ ଖଣ୍ଡରେ ମହାଲକ୍ଷ୍ମୀ ଏବଂ ଇନ୍ଦ୍ରଙ୍କର ଏକ ପ୍ରସଙ୍ଗ ରହିଛି । ଏହି ପ୍ରସଙ୍ଗରେ […]

ଆଜିର ଅନୁଚିନ୍ତା

🦋ମିଛ ଆଉ ଛଳନା କୁ ଆପଣେଇ ଖେଳ ଖେଳୁ ଥିବା ଲୋକ ହୁଏତ ଅଳ୍ପ ସମୟ ଖୁସି ହୋଇପାରେ, କିନ୍ତୁ ପରିଶେଷରେ ସେ ସମସ୍ତଙ୍କ ଆଦର ଆଉ ସମ୍ମାନ ହରାଇ ସମସ୍ତ ଖୁସିକୁ ସବୁଦିନ ହରାଇ ବସେ । 🦋ଜୀବନରେ ଅଧିକ ଦୁଃଖ ମିଳୁଛି ବୋଲି କାହାକୁ ବି ଦୋଷ ଦେବା ଠିକ୍ ନୁହେଁ କିମ୍ବା ଅଧିକ ସୁଖ ମିଳୁଛି ବୋଲି ଗର୍ବ କରିବା ଉଚିତ୍ ନୁହେଁ ।କାରଣ ସୁଖ ଓ ଦୁଃଖ କେହି ଦେଇ ନ […]