🦋ଜୀବନରେ ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ :-
❣️ପୁରୁଣା ବସ୍ତ୍ର❣️ଗରିବ ସାଙ୍ଗ ❣️ସାଧାରଣ ଜୀବନ ” ଏବଂ ” ❣️ବୟସ୍କ ବାପା ମାଆ
🦋ପ୍ରେମର ପ୍ରକୃତ ପରିଚୟ ହେଉଛି ସମ୍ମାନ, ଯିଏ ତୁମକୁ ସମ୍ମାନ କରିପାରିବ ନାହିଁ ସେ ତୁମକୁ କେବେ ଭଲପାଇ ପାରିବ ନାହିଁ ।
🦋ମାଆ ଯେତିକି ପାଠ ପଢିଥାଆନ୍ତୁ ନା କାହିଁକି ମାଆର ଶିକ୍ଷା ହିଁ ଆମର ପ୍ରଧାନ ଶିକ୍ଷା ହୋଇଥାଏ ।
🦋ରାଗ କେବେ କୌଣସି ସମାଧାନ କରିପାରେ ନାହିଁ । ଏହା କିଛି ତିଆରି କରିପାରେ ନାହିଁ , କିନ୍ତୁ ଏହା ସବୁକିଛି ଧ୍ବଂସ କରିଦିଏ ।
🦋ଘଡି Detergent ଠାରୁ ବି ଅଧିକ ଖରାପ ହୋଇ ଗଲାଣି ଏ Life..! ଲୋକେ ଦରକାର ବେଳେ Use ତ କରୁଛନ୍ତି କିନ୍ତୁ ପରେ ପରେ ଆଉ ବିଶ୍ୱାସ ବି କରୁ ନାହାନ୍ତି ।
ସମ୍ମାନ କରିବାର ଅଛି ଯଦି ସେ ବଞ୍ଚିଥିବା ଅବସ୍ଥାରେ କରନ୍ତୁ….କାରଣ….ଶବ ଉଠିଲା ବେଳେ ତ ଘୃଣା କରୁଥିବା ଲୋକ ବି କାନ୍ଦି ପକାଏ…. ଶୁଭ ସକାଳ, ଆଜି ରବିବାର ପ୍ରଭୁ ବାଲାଜୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏ପ୍ରଭୁ ବାଲାଜୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ,ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ,ଶୁଭ ସକାଳ, 🙏 ଓଁ ଜୟ ଜଗନ୍ନାଥ,ଓଁ ଜୟ ସୋମନାଥ,🙏ଓଁ ଜୟ ବାଲାଜୀ ନମଃ🙏