ଆଜିର ଅନୁଚିନ୍ତା
ତାରିଖ – ୦୫:୧୦:୨୦୨୧ (ମଙ୍ଗଳବାର) 🦋ପ୍ରକୃତରେ ” ନିଦ ” ଆଉ ” ମୃତ୍ୟୁ ” ଭାଇ ଭାଇ ହୋଇଥାନ୍ତି , ହେଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୋଟିଏ ●ନିଦ ଭାଙ୍ଗିଲେ ‘ ସକାଳ ଆଉ● ନଭାଙ୍ଗିଲେ ‘ ପରକାଳ ! 🦋ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ , ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ପୃଥିବୀରେ ଜଣେ ଅତିଥି , ମାଲିକ ନୁହେଁ । 🦋ବଜାରରୁ ସବୁକିଛି […]