Browsing category

ଜୀବନଚର୍ଯ୍ୟା

ରାଜଧାନୀର ଛାତି ଉପରେ ଗ୍ୟାଙ୍ଗୱାର

୧– ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ୨– ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ ୩-କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ଅନଲାଇନ ଦୁନିଆରୁ ବାହାରି କଳାପଟାରେ ପୁଣି ପାଠ ପଢ଼ିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ୪-ପୁଣି ସୀମା ଡେଇଁଲା ଚୀନ । ପୂର୍ବ ଲଦାଖର […]

ଆଜିର ଅନୁଚିନ୍ତା

🦚ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ,ଯିଏ ଅପମାନ ହେଲାପରେ ବି ରାଗେନାହିଁ,ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ। 🦚ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ, ତା ଠାରେ ପରମାତ୍ମା ବାସ କରିଥାନ୍ତି। ଆଉ ଯେଉଁ ମଣିଷ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାନ୍ତି । 🦚ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ଚୋରି, […]

ଆଜିର ଅନୁଚିନ୍ତା

ଆଜିର ସୁବିଚାର ତାରିଖ ➡️”ପାଚିଲା ଫଳର ତିନୋଟି ପରିଚୟ ରହିଥାଏ,ତାହା ହେଲା ପ୍ରଥମେ ଏହା ନରମ ହୋଇଥାଏ, ଦ୍ୱିତୀୟଟି ମିଠା ହୋଇଥାଏ ଏବଂ ତୃତୀୟଟି ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ | ସେହିଭଳି, ଜଣେ ଭଲ ପରିପକ୍ୱ ବ୍ୟକ୍ତିଙ୍କର ମଧ୍ୟ ତିନୋଟି ପରିଚୟ ରହିଥାଏ | ପ୍ରଥମେ ତାଙ୍କଠାରେ ନମ୍ରତା, ଦ୍ୱିତୀୟରେ ତାଙ୍କ ଭାଷଣରେ ମଧୁରତା ଏବଂ ତୃତୀୟଟି ହେଉଛି ତାଙ୍କ ମୁହଁରେ ଆତ୍ମବିଶ୍ୱାସର ରଙ୍ଗ ! ➡️”ଯେଉଁମାନେ ପୂର୍ବରୁ କେହି କରିଥିବା ଉପକାରକୁ ଭୁଲିଯାଆନ୍ତି, ତେବେ […]

ପାଇକ ବିଦ୍ରୋହର ଗାଥା

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍। ୩-ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । ୪-ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି […]

ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ । ୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା । ୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ […]

ଆଜିର ଅନୁଚିନ୍ତା

🔥”ଲୋକଙ୍କ ମଧ୍ୟରେ ରୁହନ୍ତୁ ଯେପରି ୩୨ ଟି ଦାନ୍ତ ମଧ୍ୟରେ ଜିଭ ଅଛି, ଏହା ସମସ୍ତଙ୍କ ସ୍ପର୍ଶରେ ଅଛି, କିନ୍ତୁ ଏହା କାହା ଦ୍ୱାରା ଦମନ କରାଯାଇ ନାହିଁ ! 🔥”ପିତାମାତାଙ୍କ ଆଖିରେ ଲୁହ କେବଳ ଦୁଇଥର ଆସେ। ଗୋଟିଏ ହେଉଛି ଯେତେବେଳେ ଝିଅ ବାହା ହୋଇ ଘରୁ ବିଦା ହୁଏ ଏବଂ ଅନ୍ୟଟି ଯେତେବେଳେ ପୁଅ ମୁହଁ ମୋଡ଼ି ଥାଏ| ପତ୍ନୀ ପସନ୍ଦ ଅନୁସାରେ ପାଇପାରିବେ | କିନ୍ତୁ ପିତାମାତାମାନେ ପୂଣ୍ୟ ଦ୍ୱାରା ମିଳିଥାନ୍ତି ! […]

ଜିଓ ଫୋନକୁ ଟକ୍କର

ସକାଳର ଖବର,୨୪-ଜୁଲାଇ-୨୦୨୧,ଶନିବାର ➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା […]

ଆଜିର ଅନୁଚିନ୍ତା

🌺”ଜୀବନ ତୁମର, ସ୍ୱପ୍ନ ତୁମର,ଗନ୍ତବ୍ୟସ୍ଥଳ ତୁମର, ବିଜୟ ଏବଂ ପରିଶ୍ରମ ତୁମର, ତେବେ ଏହି ମୂର୍ଖ ଲୋକମାନଙ୍କ କଥା ଶୁଣିବା ପରେ ହାରିବାର ନାଟକ କ’ଣ ପାଇଁ 🌺”ପ୍ରକୃତ ବନ୍ଧୁ ଯେତେ କ୍ରୋଧିତ ହୁଅନ୍ତୁ ନା କାହିଁକି, ସେ କେବେବି ଶତ୍ରୁମାନଙ୍କ ଧାଡିରେ ଠିଆ ହୁଅନ୍ତି ନାହିଁ ! 🌺”ପ୍ରଗତିର ଏକମାତ୍ର ଉପାୟ ହେଉଛି କେବେ ପଛକୁ ଚାହିଁ ଦେଖିବ ନାହିଁ !! 🌺”ଯାହାର ମନ ଏବଂ ଗତି ସତ୍ୟ ଆଡକୁ ଅଛି, ଆଜି ମଧ୍ୟ ତାଙ୍କ […]

ଜିଓ ଫୋନକୁ ଟକ୍କର

➡️୧-ନବଦିନ ଯାତ୍ରା ଶେଷକରି ନୀଳକନ୍ଦରକୁ ବିଜେ କରିଲେ ଚତୁର୍ଦ୍ଧା ମୂରତୀ । ରସଗୋଲା ଖୁଆଇ ମହାଲକ୍ଷ୍ମୀ କଲେ ମାନଭଞ୍ଜନ । ଆଜିଠାରୁ ଆଷାଢ଼ ଶ୍ରୀ ମନ୍ଦିରରେ ମିଳିବ ଅଭଡ଼ା । ➡️୨-ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ICSE ଏବଂ ISC ୨୦୨୧ ପରୀକ୍ଷା ଫଳ । www.cisce.org କିମ୍ବା www.results.cisce.org ପରିଦର୍ଶନ କରି ବ୍ୟକ୍ତିଭାବେ ପରୀକ୍ଷାର୍ଥୀମାନେ ଫଳାଫଳକୁ ଯାଞ୍ଚ କରିପାରିବେ। ➡️୩-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲ୍ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ […]

ଆଜିର ଅନୁଚିନ୍ତା

ଭଗବାନଙ୍କର ନାମ ଶ୍ରବଣ ଓ କୀର୍ତ୍ତନ, ତାଙ୍କର ସ୍ମରଣ,ପୂଜା, ଦର୍ଶନ ଏବଂ ତାଙ୍କ ପାଦପଦ୍ମରେ ଆତ୍ମ ସମର୍ପଣ ସବୁକିଛି ମଙ୍ଗଳକାରକ ଅଟେ। ଏସବୁ ଭକ୍ତିମାର୍ଗ ମଧ୍ୟରୁ ତାଙ୍କୁ ଯେ କୌଣସି ମାଧ୍ୟମରେ ଭକ୍ତି କଲେ ପ୍ରାଣୀର ସମସ୍ତ ପ୍ରକାର କଳ୍ମଷ ନଷ୍ଟ ହୋଇ ଯାଇଥାଏ ଏବଂ ତା’ର ମନ ପବିତ୍ର ଓ ନିର୍ମଳ ‌ହୋଇଥାଏ। ପବିତ୍ର ଓ ନିର୍ମଳ ହୃଦୟ ନେଇ ପ୍ରଭୁଙ୍କ ଚରଣ କମଳରେ ମନୋନିବେଶ କଲେ ସେହି ପତିତପାବନ ଶରଣ ରକ୍ଷଣକାରୀ ଭଗବାନ ପ୍ରାଣୀର […]