Browsing category

ଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

➡️ଅନ୍ୟକୁ ସାହାର୍ଯ୍ୟ କରିବାର ମୂଳ ପୁଞ୍ଜି ଧନ ନୁହେଁ, ଏକ ବିଶାଳ ହୃଦୟ ଅଟେ । ➡️ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ➡️ଅଗ୍ନି ନୁହେଁ, ବିଶ୍ବାସ ଘାତକତା ହିଁ ଯଥେଷ୍ଟ ସମ୍ପର୍କକୁ ଜାଳିବାପାଇଁ । ➡️ପରିସ୍ଥିତିକୁ ଏଭଳି କରିଦିଅନ୍ତୁ ନାହିଁ ଯେ, ସମସ୍ୟା ଆଗରେ ଆପଣଙ୍କ ସାହସ ହାରିଯିବ । ➡️କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ମଣିଷର ସବୁଠାରୁ ସୁନ୍ଦର ପୋଷାକ ହେଉଛି ତାର “ହସ” । ➡️ବେଳେ […]

ପୁରୀ ସହରରେ ବ୍ୟାନ ହେଲା ଡିଜେ

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା । ୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର । ୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା । ୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ […]

ଆଜିର ଅନୁଚିନ୍ତା

➡️ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !! ➡️ଯେଉଁ ଲୋକ ଅନ୍ୟପ୍ରତି ସ୍ନେହ, ଶ୍ରଦ୍ଧ ଦେଖାଏ ନାହିଁ, ସେହି ଲୋକର ଭାଗ୍ୟରେ ‘ଆଶୀର୍ବାଦ’ ବୋଲି ଗୋଟିଏ କଥା ଲେଖା ନାହିଁ !! […]

ପୁଣି ପ୍ରବଚନ ଦେବେ ସାରଥୀ !

ଖବର ଆଜିର,ତାରିଖ ୧୭-୦୨-୨୦୨୧ ବୁଧବାର ୧-ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ ,, ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ । ୨-ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । ୩– ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ . ୪-ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ […]

ଗୋ ବ୍ୟାକ୍ ମୋଦୀ’ ଲେଖି ଫସିଲେ ଅଭିନେତ୍ରୀ

ସକାଳର ଖବର ତାରିଖ ୧୬/୦୨/୨୦୨୧,ମଙ୍ଗଳବାର ୧-ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବେ। ୨-ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ୩-ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ପରାମର୍ଶ : ଦିନକୁ ୧୪ ଘଣ୍ଟା ପାଠ ପଢ଼ ।କରୋନା ମହାମାରୀ ‌ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ପ୍ରଥମଥର ଲାଗି […]

ଆଜିର ଅନୁଚିନ୍ତା

➡️ପରିବାର ଦାୟିତ୍ବ ଭାର ଆଗରେ ସ୍ବପ୍ନ ସବୁବେଳେ ହାରି ଯାଇଥାଏ । ➡️ସମସ୍ତଙ୍କୁ ସାହାର୍ଯ୍ୟ କର କିନ୍ତୁ କାହା ଠାରୁ କିଛି ଆଶା ରଖ ନାହିଁ । ➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ତାହା ଖୁଚ୍ ଶୀଘ୍ର ପରିବର୍ତ୍ତନ ହୋଇଯାଏ । ➡️ଅଢେଇ ଦିନିଆ ଜୀବନକୁ ନେଇ ବଢେଇ ହେଉଛୁ କାହିଁକି ବେଶି, ଆସିଥିଲୁ ଖାଲି ଯିବୁରେ ତୁ ଖାଲି ମାଟି ଦେହ ଯିବ ମାଟିରେ ମିଶି । ➡️ହାତ କାଟି ଭଲପାଇବାର ପ୍ରମାଣ ଦେବା […]

ଆଜିର ଅନୁଚିନ୍ତା

➡️ମନେରଖନ୍ତୁ ଯେ, ରାଗ କୌଣସି ସମସ୍ୟାର ସମାଧାନ ନୁହେଁ । ➡️ଜୀବନରେ ଲୋକଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତୁ ନାହିଁ, ଏମିତି କର୍ମ କରନ୍ତୁ କି ଲୋକେ ଆପଣଙ୍କୁ ଖୋଜିବେ । ➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କୁ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ । ➡️ଆଶା କରିବା ଭୁଲ୍ ନୁହେଁ । ଭୁଲ୍ ଲୋକଙ୍କ ପାଖରୁ ଆଶା କରିବା ବହୁତ ବଡ ଭୁଲ୍ । ➡️ବିପଦ ସମଯରେ ଯେଉଁ […]

ଆଜିର ଅନୁଚିନ୍ତା

➡️କିଛି କାମ କରିବା ପାଇଁ ଯେତିକି ସମୟ ଲାଗେ ନାହିଁ ଯେପରି ଆମେ ଭାବୁଛୁ ଯେ ଏହା କରିବା ଉଚିତ୍ ନା ନୁହେଁ ➡️ରୋଜଗାର କର .. ମହଙ୍ଗା ଜିନିଷ ଶସ୍ତା ହେବା ପର୍ଯ୍ୟନ୍ତ ରୋଜଗାର କର ଏବଂ ରୋଜଗାର କର ➡️ସର୍ବଶ୍ରେଷ୍ଠ; ଭଲର ଶତ୍ରୁ ଅଟେ ➡️ଆରମ୍ଭ କରିବାର ଉପାୟ ହେଉଛି କଥାବାର୍ତ୍ତା ତ୍ୟାଗ କରିବା ଏବଂ କାମ ଆରମ୍ଭ କରିବା ➡️ସଂଘର୍ଷ ଯେତେ କଠିନ ହେବ, ବିଜୟ ମଧ୍ୟ ସେତେ ରୋମାଞ୍ଚକର ହେବ ➡️ବିଜେତାମାନେ […]

ଆଜିର ଅନୁଚିନ୍ତା

➡️ଯିଏ ନିଜର ଭବିଷ୍ୟତକୁ ସୁଖମୟ କରିବାକୁ ଚାହୁଁଛି, ସେ ନିଜର ବର୍ତ୍ତମାନ ନଷ୍ଟ କରିବା ଉଚିତ୍ ନୁହେଁ ➡️କେବଳ ଟଙ୍କା ନଷ୍ଟ କରି ତୁମେ ଟଙ୍କା ପାଇବ ନାହିଁ, କିନ୍ତୁ ସମୟ ନଷ୍ଟ କରି ତୁମେ ତୁମର ଜୀବନର ଏକ ଅଂଶ ହରାଇବ ➡️ଯେଉଁମାନେ ମନକୁ ନିୟନ୍ତ୍ରଣ କରନ୍ତି ନାହିଁ, ଏହା ଶତ୍ରୁ ପରି କାର୍ଯ୍ୟ କରେ ➡️ତୁମର ଜରୁରୀ କାର୍ଯ୍ୟ କର, କାରଣ ପ୍ରକୃତରେ କାମ କରିବା ନିଷ୍କ୍ରିୟତା ଅପେକ୍ଷା ଭଲ ➡️ଧୌର୍ଯ୍ୟ ବାନ ହୁଅ, […]

ଆଜିର ଅନୁଚିନ୍ତା

➡️ନିଜ ଖୁସିର ଦାୟିତ୍ବ ନିଜ ହାତରେ ରହିଥାଏ, ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ । ➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ । ➡️ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇ ନ ଥାଏ ! ଚେଷ୍ଟା ହିଁ […]