ହିସାବ ମାଗିଲେ
୧. କରୋନା ସଂକ୍ରମଣ ହ୍ରାସ ପରେ ହଟିଛି କଟକଣା । ପ୍ରଥମେ ଜିଲ୍ଲା ଭିତରେ, ଏବେ ବାହାର ଜିଲ୍ଲାକୁ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସ୍ମାର୍ଟସିଟି ରାଉରକେଲାରୁ ଭୁବନେଶ୍ବର, କଟକ, ଯାଜପୁର, ଅନୁଗୋଳକୁ ନାଇଟ୍ ସୁପର ବସ୍ ଗଡିଛି । ୨. ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍ ସଫଳତାକୁ ବହୁ ବର୍ଷ ହେଲାଣି । ଏବେ ଟିମ୍ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍ ଜିତିବା […]