Browsing category

ଦେଶ ବିଦେଶ

ମିଳିବନି ପେନସନ

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ ନିଉଜ) ସୁପ୍ରିମକୋର୍ଟଙ୍କ ଚରମ ନିଷ୍ପତି – ଏଣିକି ଚାକିରି ମଝିରେ ଇସ୍ତଫା ଦେଲେ କର୍ମଚାରୀ ପାଇବେନି ପେନସନ । ଏଣିକି ଚାକିରି ମଝିରୁ ଇସ୍ତପା ଦେଲେ ମିଳିବ ନାହିଁ ପେନସନ । ଏକ ମାମଲାର ଶୁଣାଣି କରିବାକୁ ଯାଇ ଏଭଳି ଏକ ଚରମ ନଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ,ଯଦି କୈ।ଣସି ସରକାରୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ ତଥା ଚାକିରି ମଝିରେ ଇସ୍ତଫା ଦିଅନ୍ତି […]

ହାଇଦ୍ରାବାଦରେ ସଫା ହେଲେ ସଇତାନ! ଓଡିଶାରେ କେବେ?

ଭୁବନେଶ୍ବର :୬/୧୨-  ହାଇଦ୍ରାବାଦ୍ ର ତେଲେଙ୍ଗାନାରେ ମଣିଷ ବିଶାଚୁ ସଇତାନକୁ ସଫା କରିଛି ହାଇଦ୍ରାବାଦ ପୋଲିସ !  ମହିଳା ଡାକ୍ତରାଣୀ ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ ଏନକାଉଣ୍ଟର କରି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାରିଦେଇଥିବା ଜଣାପଡିଛି  । ତେବେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ପରେ ଯେଉଁ  ଓଭରବ୍ରିଜ ତଳେ ଅଭିଯୁକ୍ତମାନେ ଆଣି  ପୋଡି ମାରିଥିଲେ ସେହି ସ୍ଥାନରେ ଏନକାଉଣ୍ଟର କରିଥିବା ଲୁଚନା ମିଳିଛି । ସୂଚନାଯୋଗ୍ୟ, […]

ପାଣିବୋତଲ ନେଇ ୫୦ଟଙ୍କା ଦେଲେ ପର୍ଯ୍ୟଟକ

ଭୁବନେଶ୍ୱର,୩/୧୨- ପାଣିବୋତଲ ନେଇ ସାଙ୍ଗରେ ବୁଲିବାକୁ ଗଲେ ଦେବାକୁ ପଡିଛି ୫୦ଟଙ୍କା । ପରିବେଶ ସୁରକ୍ଷା ପାଇଁ ଏହିଭଳି ନୀୟମକୁ ଆପଣେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ । ମଙ୍ଗଳବାର ଦିନ ଏହି ଯୋଜନାକୁ କାର୍ଯ୍ୟକାରି କରାଯାଇଛି । ଯଦିଓ ଡିସେମ୍ବର ୧ତାରିଖଠାରୁ ପରୀକ୍ଷାମୁଲକଭାବେ କାର୍ଯ୍ୟକାରି କରାଯାଇଥିଲା , ତେବେ ମଙ୍ଗଳବାରଠାରୁ ଏହାକୁ ବିଧିବଦ୍ଧଭାବେ କାର୍ଯ୍ୟକାରୀ କରାଯାଇଛି । ଏ ସମ୍ପର୍କରେ ସତ୍ୟସନ୍ଧାନରେ ପ୍ରଥମେ ଖବର ପ୍ରକାଶିତ ହୋଇଥିଲା । ନନ୍ଦନକାନନକୁ ପଲଥିନ ମୁକ୍ତ କରାଯାଇଥିବାବେଳେ ପାଣିବୋତଲ ନେବାକୁ ବାରଣ […]

ଗୋଲାପି ଟେଷ୍ଟ ଜିତିଲା ଭାରତ

ଭୁବନେଶ୍ବର:୨୪/୧୧-  କଲକତା  ଇଡେନ ଗାର୍ଡେନରେ  ଖେଳହେଉଥିବା ଐତିହାସିକ ଗୋଲାପି ଟେଷ୍ଟରେ ଭରତ ବିଜୟ ହୋଇଛି ।ବିଜୟ ପରେ  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅନେକ କିର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । କ୍ରମାଗତ ଭାବେ ୭ଟି ଟେଷ୍ଟ ଜିତି ସେ ଧୋନୀଙ୍କ ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୧୩୬ ରନର ଶତକୀୟ ପାଳି ଏବଂ ଦ୍ରୁତ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ଭାରତ କୋଲକାତାର ଇଡେନ ଗାର୍ଡେନରେ ଗୋଲାପି ବଲରେ […]

ଡିସେମ୍ବରରୁ ବଢିବ ମୋବାଇଲ କଲ୍ ଦର

ଭୁବନେଶ୍ବର:୧୯/୧୧-ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ ମୋବାଇଲ କଲ୍ ଦର । ଯାହା ଏବେ  ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ।ରିଲାଏନ୍ସ ଜିଓ ପରେ ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ ମୋବାଇଲ କଲ୍‌ ଦର ବଢାଇବେ । ଟେଲିକମ୍‌ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁ ଭୋଡାଫୋନ-ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଭୋଡାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ୱର ପହିଲାରୁ କମ୍ପାନୀ ତା’ର ଟାରିଫ ପ୍ଲାନ […]

ଆସନ୍ତା ୧୮ ରେ ସଂସଦର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର:୧୫/୧୧-  ଆସନ୍ତା ୧୮ ତାରିଖ ଅର୍ଥାତ୍   ସୋମବାର ଠାରୁ ଆରମ୍ଭ ହେବାକୁଯାଉଛି  ସଂସଦର ଶୀତକାଳୀନ ଅଧିବେଶନ । ତାପୂର୍ବରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ଲାଗି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶନିବାର ଏକ ସର୍ବଦଳୀୟ ବୈଠକ ଡକାଉଥିବା ଜଣାପଡିଛି  ।ସେହିଭଳି ରବିବାର ଦିନ  ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ରବିବାର ଦିନ ଏକ ବୈଠକରେ ଯୋଗ ଦେବାପାଇଁ […]

ଓଡିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବର:୧୫/୧୧- ଓଡିଶା ଆସିବେ ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ।ଏନେଇ ଆଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ।ନିଜ ଟ୍ବିଟ୍ ରେ ଜଣାଇଛନ୍ତି ଡିସେମ୍ବର ମାସ ୨୭ ତାରିଖରେ ହେବାକୁ ଥିବା   ବଲାଙ୍ଗୀରର ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ କାର୍ୟ୍ୟକ୍ରମରେ ସକାଳ ୧୦.୪୫ ସମୟରେ ଯୋଗଦେବେ ଉପରାଷ୍ଟପତି।

ଗଡିଲା ଟ୍ରେନ୍ ,ଶ୍ରୀନଗର ରୁ ବାରମୁଲା

ଭୁବନେଶ୍ବର:୧୩/୧୧- ପ୍ରଥମ ଥର ପାଇଁ ଗତ ସୋମବାର ଦିନ ପରୀକ୍ଷାମୂଳକ ଭାବେ ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଥିବା ଜଣାପଡିଛି।  ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା।ଜାମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ   ସୁରକ୍ଷା ବାବଦରେ ସମୀକ୍ଷା କରି  ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବରେ ଗଡ଼ିଥିଲା।  

ଅସୁସ୍ଥ ଲତା

ଭୁବନେଶ୍ବର-: କୋକିଳ କଣ୍ଠି  ତଥା ବଲିଉଡର ପ୍ରସିଦ୍ଧ ଗାୟିକା  ଲତା ମଙ୍ଗେସକର ଏବେ ଅସୁସ୍ଥ ।  ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ  ରବିବାର ରାତି ୨ଟା ସମୟରେ ମୁମ୍ବାଇର ବ୍ରେଚ କାନଡେ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସେ ସୁସ୍ଥ ଅନୁଭବ କରିବାରୁ ଏବେ ଘରକୁ ଫେରିଆସିଥିବା ସୂଚନା ମିଳିଛି।

ଆଉ ନାହାନ୍ତି ଶେଷାନ୍

ଭୁବନେଶ୍ୱର,୧୧/୧୦- ଭାରତର ପୁର୍ବତନ ନିର୍ବାଚନ କମିଶନର ଟି.ଏନ୍.ଶେଷାନ୍ ଆଉ ନାହାନ୍ତି । ୮୭ବର୍ଷବୟସରେ ପଦାର୍ପଣ କରି ରବିବାର ରାତିରେ ଚେନାଇରେ ତାଙ୍କର ଦେହାନ୍ତ ହୋଇଛି । କେରଳରେ ଜନ୍ମଗ୍ରହଣକରିଥିବା ଶେଷାନ୍ ତାମିଲନାଡୁକ୍ୟାଡରର ୧୯୯୫ବ୍ୟାଚର ଆଇଏସ ଅଫିସର ଥିଲେ । ୧୨ ଡିସେମ୍ବର ୧୯୯୦-୧୧ ଡିସେମ୍ବର ୧୯୯୬ ପର୍ଯ୍ୟନ୍ତ ୧୦ମ ମୁଖ୍ୟନିର୍ବାଚନ କମିସନର ଭାବେ ଦାୟିତ୍ୱରେ ରହିଥିଲେ । ତାଙ୍କର ବିୟୋଗରେ ସବୁଆଡେ ଶୋକର ଛାୟା ଖେଳିଯାଇଛି ।