Browsing category

ଦେଶ ବିଦେଶ

୩୧ ଯାଏଁ ସ୍କୁଲ ବନ୍ଦ ,ହେଲେ ଚାଲୁ ରହିବ ପରିକ୍ଷା

ଭୁବନେଶ୍ୱର :୧୩/୩(ଏସ୍ଏସ୍ଏନ୍) ବିଶ୍ୱବ୍ୟାପି ମହାମାରୀ ରୂପ ଧାରଣ କରିଥିବା କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ,ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।  ଆଜି  ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ  ହୋଇଛି।ଖାଲି ଏତିକି ନୁହେଁ କରୋନା […]

ଭୁବନେଶ୍ବରରେ ଅମିତ୍ ଶାହା , ବିଭିନ୍ନ ସମସ୍ୟା ଉପରେ କରିବେ ଆଲୋଚନା

ଭୁବନେଶ୍ବର :୨୮/୨(ଏସଏସଏନ୍) ଦୁଇ ଦିନିଆ ଗ୍ରସ୍ତରେ ଓଡିଶା ଆସିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା । ଶାହା ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି […]

ମଣିଷ ପିଶାଚୁ କୁ ମୃତ୍ୟୁ ଭୟ , କାନ୍ଥରେ ପିଟୁଛି ମୁଣ୍ଡ

ଭୁବନେଶ୍ବର:୨୦/୨(ଏସଏସଏନ୍) ମଣିଷ ପିଶାଚକୁ ଏବେ ଘାରିଛି ମୃତ୍ୟୁର ଭୟ । ମୃତ୍ୟୁର ଭୟରେ ନିଜ ମୁଣ୍ଡକୁ କାନ୍ଥରେ ପିଟି ନିଜକୁ ଆହାତ କରିବାକୁ ଉଦ୍ୟମ କରୁଛି । ଆମେ ସେହି ମଣିଷ ପିଶାଚ କଥା କହୁଛୁ । ଯିଏ କି   ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବସ୍ତ ହୋଇ ଜେଲର ଚାରିକାନ୍ଥ ଭିତରେ ରହିଛି । ବୁଧବାର ଦିନ ଏହି କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ […]

ମଦମୁକ୍ତ ଭାରତ ପାଇଁ ଦିଲ୍ଲୀରେ ସ୍ଲୋଗାନ

ନୁଆଦିଲ୍ଲୀ,୧୭/୨(ଏସଏସନିୟୁଜ)ସମଗ୍ର ଦେଶରୁ ମଦ ବନ୍ଦ କରିବା ଦାବୀରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା) ସହ ୨୨ଟି ରାଜ୍ୟର ମଦବିରୋଧି ସଂଗଠନ ଏକାଠି ହୋଇ ମଦମୁକ୍ତ ଭାରତ ଗଠନ ନିମନ୍ତେ ନୁଆଦିଲ୍ଲୀରେ କଲେ ଶକ୍ତିପଦର୍ଶନ ।ଗତକାଲି ମଦମୁକ୍ତଭାରତ ସଙ୍ଗଠନର ଆବାହକ ପଦ୍ମଚରଣନାୟକ ଙ୍କ ନେତୃତ୍ୱରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶକୁମାର ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ ।ରାଜ୍ୟସଭାର ଉପାଧକ୍ଷ ହରିବଂଶନାରାୟଣ ଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ହୋଇଥିଲା ।ଏଥିରେ ଗାନ୍ଧୀବାଦି ରାଧା ଭଟ, ନାରିସଙ୍ଗଠିକା ବାଣିଦାସ,ସୁପ୍ରିମକୋର୍ଟବାରଆସୋସିଏସନର ସଭାପତି ଆଦିମଅଗ୍ରଓାଲ.ମହିଳା […]

ଗୁଳିମାଡରୁ ଅଳ୍ପକେ ବର୍ତିଲେ ବିଧାୟକ

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ) ଦିଲ୍ଲୀରେ ବହୁମତ ପାଇବା ପରେ ଆମ୍ ଅଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ।ନିର୍ବାଚନରେ ବିଜୟ ପରେ ସମର୍ଥକମାନଙ୍କ ସହ ଘରକୁ ଆସୁଥିବାବେଳେ ବିଧାୟକ ନରେଶ ଯାଦବଙ୍କ ଗାଡି ଉପରକୁ ହୋଇଛି ଗୁଳିମାଡ । ୭ରାଉଣ୍ଡ ଗୁଳିମାଡ ହୋଇଥିଲେ ମଧ୍ୟ ସୈାଭାଗ୍ୟବଶତ ବିଧାୟକ ବଂଚିଯାଇଥିବାବେଳେ ଅଶୋକମାନ୍ ନାକମ ଜଣେ ସହଯୋଗୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ଅଛନ୍ତି । ମହରୈାଲି ବିଧାନସଭା କ୍ଷେତ୍ରରୁ ନରେଶ ବିଧାୟକ ଭାବେ ୧୮ହଜାରେ୧୬୧ […]

ରବିବାର ମୁଖ୍ୟମନ୍ତ୍ରୀ ଭାବେ ସପଥନେବେ କେଜ୍ରିଓାଲ

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ)ତୃତୀୟଥରପାଇଁ ଦିଲ୍ଲୀରେ ସରକାର କରିବାକୁ ଯାଉଛନ୍ତି କେଜ୍ରିଓାଲ ।ରବିବାରଦିନ ରାମଲୀଳା ମଇଦାନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ କେଜ୍ରିଓାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀଭାବେ ସପଥ ନେବାକୁ ଯାଉଛନ୍ତି । ପୁର୍ବଥର ମଧ୍ୟ କେଜ୍ରିଓାଲ ରାମଲୀଳାମଇଦାନରେ ସପଥ ନେଇଥିଲେ । ୭୦ଟି ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ଆପ୍ କୁ ୬୨ଟି ଆସନ ମିଳିଥିବାବେଳେ ବିଜେପି ୮ଟି ଆସନ ପାଇବାରେ ସକ୍ଷମ ହୋଇଥିଲା ।

ଜଳୁଛି ନଦୀ

ଭୁବନେଶ୍ବର:୩/୨(ସତ୍ୟ ସନ୍ଧାନ ଡେକ୍ସ) ଜଳୁଛି ନଦୀ ।କଥା ଟା ମନକୁ ଖଟ୍ କା ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଘଟଣା ଘଟିଛି  ଗୁଆହାଟି ର  ଆସମ ଦିବ୍ରୁଗଡରେ ଥିବା ଏକ ନଦୀରେ । ଏହି ନଦୀ ତିନି ଦିନ ହେବ ଜଳୁଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ , ଆସାମ ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମର ବୁର୍ହି ଦିହିଙ୍ଗ ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା। ଗତ କିଛି […]

ଶୁଭାରମ୍ଭ ହେଲା ସିଏନ୍ ଜି ବସ ସେବା

ଭୁବନେଶ୍ୱର,୨୪/୧୨(ଏସ୍ଏସ୍ ନିଉଜ) ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାରଦିନ ଦେଶର ପ୍ରଥମଥରପାଇଁ ଦୁରଗାମୀ ସିଏନ୍ ଜି ବସର ଶୁଭାରମ୍ଭ ହୋଇଛି ।ଏହାକୁ ଆନୁଷ୍ଠାନିକଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଉଦଘାଟନ କରିଛନ୍ତି ।ଏହା ଏକ ସ୍ୱଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।ପାକୃତିକଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ଆଇଜିଏଇ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା […]

ବିରାଟ୍ ବାହୀନିର ବିରାଟ ବିଜୟ

କଟକ : ୨୨/୧୨(ଏସଏସଏନ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ  ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିରାଟ ବାହୀନି ବିଜୟ ହାସଲ କରିଛି ।  ୱେଷ୍ଟଇଣ୍ଡିକୁ ୪ୱିକେଟରେ ପରାସ୍ତ କରିଛି । ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ […]

ଦିଲ୍ଲୀରେ ହେବ ରାଲି

ଭୁବନେଶ୍ୱର,୧୮/୧୨-(ଏସ୍ଏସ୍ ନିଉଜ) ଭାରତୀୟ ରେଳରେ ଘରୋଇକରଣକୁ ବିରୋଧକରି ରେଳଚାଳକସଂଘର ବୁଧବାରଦିନ ବିକ୍ଷୋଭ ପଦର୍ଶନ କରିଥିଲେ । ଭାରତୀୟ ରେଳ ଲାଭଜନକ ସ୍ଥିତିରେ ଥିବାବେଲେ ଭାରତସରକାର ୧୦୦ଦିନିଆ ଯୋଜନାରେ ରେଳବାଇକୁ ଘରୋଇକରଣ ଓ ନିଗମିକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏହା ବିରୋଧରେ ସର୍ବଭାରତୀୟ ରେଳଚାଳକସଂଘ ପୁର୍ବତଟ ରେଳମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ ।ନୁତନ ପେନସନ ଯୋଜନାକୁ ଦୁରକରି ପୁରୁଣା ପେନସନ ଯୋଜନା ଲାଗୁକରିବା,ଦୈନିକ ୮ଘଂଟା କାର୍ଯ୍ୟସମୟ ନିର୍ଘଂଟ କରିବା,୧୯୮୦ନୀୟମାନୁସାରେ ମାଇଲେଜଭତା ଲାଗୁକରିବା, ସପ୍ତାହର ୪୬ଘଂଟାବିଶ୍ରାମ […]