Browsing category

ଦେଶ ବିଦେଶ

ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି

୧-ଦ୍ରୁତ ଗତିରେ କରୋନା ମାଡ଼ୁ ଥିବା ବେଳେ ବିରୋଧାଭାଷ ପାଲଟିଛି ନିର୍ବାଚନୀ ରାଲି । ରାଜନୈତିକ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ୨-ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ ୩-ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ଜାରି ରହିବ : ହର୍ଷବର୍ଦ୍ଧନ । ୪-ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର […]

ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁ

ଭୁବନେଶ୍ୱର,୭/୪ (ସତ୍ୟସନ୍ଧାନ ଡେସ୍କ)ଦେଶରେ କୋଭିଡ ସଂକ୍ରମଣ ସହିତ ବାର୍ଡ ଫ୍ଲୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପରିଲକ୍ଷିତ ହୋଇଛି। ହିମାଚଳପ୍ରଦେଶରେ ବାର୍ଡ ଫ୍ଲୁରେ ସଂକ୍ରମିତ ଶତାଧିକ ମୃତ ପକ୍ଷୀଙ୍କୁ ଠାବ କରାଯାଇଛି। ଗତ ଦୁଇସପ୍ତାହ ମଧ୍ୟରେ ପୋଙ୍ଗ ଡ୍ୟାମ ଲେକରୁ ବନ୍ୟପ୍ରାଣୀ ଅଧିକାରୀମାନେ ଶତାଧିକ ଦେଶାଟନକାରୀ ପକ୍ଷୀଙ୍କ ମୃତଦେହ ଉଦ୍ଧାର କରିଥିବା କହିଛନ୍ତି। ସେମାନଙ୍କର ପରୀକ୍ଷା କରାଯିବା ବାର୍ଡ ଫ୍ଲୁ ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ଉକ୍ତ ଲେକରେ ପ୍ରାୟ […]

କାୟା ମେଲାଉଛି କରୋନା

୧. ରାଉରକେଲାରେ ବଢ଼ିବ ଟିକାକରଣ କେନ୍ଦ୍ର, ଜିଲ୍ଲା ଓ ପୁଲିସ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ୨. ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ […]

ଲଣ୍ଡନରେ ପାଳିତ ହେଲା ୮୫ତମ ଉତ୍କଳ ଦିବସ

ଭୁବନେଶ୍ବର,୫/୪(ସତ୍ୟସନ୍ଧାନ ଡେସ୍କ) ଏପ୍ରିଲ ୩ ତାରିଖ ଶନିବାର ଦିନ ବ୍ରିଟେନ ରେ ଥିବା ଓଡିଶା ସୋସାଇଟି (OSUK) ଅତ୍ୟଧିକ ଗର୍ବର ସହିତ ୮୫ତମ ଉତ୍କଳ ଦିବସ ପାଳନ କରିଥିଲା। ବ୍ରିଟେନର ଓଡିଶା ସୋସାଇଟି ସହିତ ମିଳିତ ଭାବରେ ଓଡିଆ ସାଂସ୍କୃତିକ ସଙ୍ଗଠନ ଲଣ୍ଡନ ଦ୍ୱାରା ଏହି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ବିଶିଷ୍ଟ ବକ୍ତାମାନେ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ମାନ୍ୟବର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାନିଗ୍ରାହି, ରାଜ୍ୟସଭା ସଦସ୍ୟ ଡ: ଅମର ପଟ୍ଟନାୟକ, […]

ରାୟଗଡାର ମା ମଝି ଘରିଆଣି ଓ କେନ୍ଦୁଝରର ଘଟଗାଁ ମନ୍ଦିରରେ ଲାଗିଲା କଟକଣା

୧-ଛତିଶଗଡରେ ମାଓବାଦୀଙ୍କ ନରସଂହାର । ୨ ହଜାର ଯବାନଙ୍କୁ ତିନିପଟୁ ଘେରିଗଲେ ୪ଶହ ମାଓବାଦୀ । ୨୨ ଯବାନ ସହିଦ, ୩୦ ଆହତ । ୨-ଓଡ଼ିଶା ସୀମାକୁ ବିପଦ, ସୀମାରେ ଆଲର୍ଟ, ଡିଜିଙ୍କ ସମୀକ୍ଷା । ୩-୨୪ ଘଣ୍ଟାରେ ୧୭ ଜିଲ୍ଲାରେ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି । ୪-ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସମାପ୍ତ, କରୋନା ଉପରେ ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦେଲେ ୫ ସୂତ୍ରୀୟ ଯୋଜନା ୫-ବିଶ୍ବର ୫୩.୩ କୋଟି ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ […]

ଏଥର ବିନା ଦର୍ଶକରେ ଆଇପିଏଲ୍

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇ ଥିବା ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲାଙ୍କ ସୂଚନା ଦେଇଛନ୍ତି। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କତା ମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ ଖେଳାଯିବା ପାଇଁ ଆୟୋଜନ ହେବ। ଖେଳାଳୀଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ପ୍ରକାଶ କହିଛନ୍ତି। […]

୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୩/୪(ଏସଏସନିୟୁଜ)କରୋନା ସଂକ୍ରାମଣ ଦିନକୁ ଦିନ ବଢୁଥିବାବେଳେ ଓଡିଶାର ୧୦ଟି ଜିଲ୍ଲାରେ ଲାଗୁହୋଇଛି ନାଇଟ କର୍ଫ୍ୟୁ ।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର କଟକଣା ଜାରି କରିଛନ୍ତି ରାଜ୍ୟସରକାର ।ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ ଜିଲ୍ଲାର ନାଇଟ୍ କର୍ଫ୍ୟୁ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବୋଲାଙ୍ଗୀର, ନୁଆପଡା, କାଲାହାଣ୍ଡି,ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ।ଏହି ଜିଲ୍ଲାରେ ରାତି୧୦ରୁ ସକାଳ୫ପର୍ଯ୍ୟନ୍ତ ନାଇଟକର୍ଫ୍ୟୁର ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୫ତାରିଖଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁହେବ […]

ବନବିଭାଗର ପାରିବାପଣିଆକୁ ନେଇ ଉଠିଲା ପ୍ରଶ୍ନ

୧-୨ ଦିନରେ ୪ ଡିଗ୍ରି ଖସିବ ପାରଦ; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ୨-ଆଦିକବିଙ୍କ ୬୦୦ ତମ ଜନ୍ମ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି : ‘ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ’ । ୩-ପୁଲିସ ଡିଜି ପଦକ ପ୍ରଦାନ ଉତ୍ସବ: ପ୍ରାଣ ହରାଇଥିବା ୧୫ କୋଭିଡ୍ ଯୋଦ୍ଧାଙ୍କ ପରିବାର ସମ୍ମାନିତ ୪-କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ : ଶଯ୍ୟା ଓ ଅମ୍ଲଜାନ ମହଜୁଦ ରଖିବାକୁ ନିର୍ଦ୍ଦେଶ । ୫-କଟକ […]

ମହାରାଷ୍ଟ୍ରରେ ବେକାବୁ କରୋନା

୧-ଦୁଇଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିବେ ଉପରାଷ୍ଟ୍ରପତି, ପୂର୍ବାହ୍ନ ୧୧ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ। ୨-‘କାଳିଆ’ ଫାଇଲ୍ ଦସ୍ତଖତ କରି କାମ ଆରମ୍ଭ କଲେ ନବୀନ, ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ପାଖକୁ ରବି ଋତୁ ପାଇଁ ୬୯୩ କୋଟି ୯୪ଲକ୍ଷ ଟଙ୍କାର (କାଳିଆ) ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା । ୩-ରାଜ୍ୟରେ ଖରିଫ୍ ଧାନ କିଣା ପ୍ରକ୍ରିୟା ଶେଷ, ଏବର୍ଷ […]

ସାଇଲେଣ୍ଟ କିଲର ସାଜିଛି ॰॰॰

୧-ବରଗଡ଼ : ମୁହଁ ମୋଡ଼ିଲେଣି ସୀମାନ୍ତ ଲୋକେ; ବାପା-ମା’ ଓଡ଼ିଶାର, ପୁଅ ଛତିଶଗଡ଼ି ୨-ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ, ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ । ୩-ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ୪-୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରେ […]