Browsing category

ଦେଶ ବିଦେଶ

୯ ଘଣ୍ଟାପରେ ବୋରୱେଲରୁ ଉଦ୍ଧାରହେଲା ୨ବର୍ଷର ଶିଶୁ

ଭୁବନେଶ୍ୱର,୭ା୨(ଏସଏସନିଉଜ) ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ୯ ଘଣ୍ଟାର ପରିଶ୍ରମପରେ ବୋରୱେଲରୁ ଉଦ୍ଧାର ହୋଇଥିଲା ୨ବର୍ଷର ଶିଶୁାଏହିଭଳିଘଟଣା ଗୁଜୁରାଟଜାମନଗର ଜିଲ୍ଲାର ଲାଲପୁର ତାଲୁକା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟିଥିଲା ।ବାପାବୋଉଙ୍କ ସହ ମଧ୍ୟପ୍ରଦେଶରୁ ଛୋଟ୨ବର୍ଷର ପୁଅରାଜୁକୁସାଙ୍ଗରେ ନେଇ ଲାଲପୁର ତାଲୁକା ଅଞ୍ଚଳକୁ ଆସି ଶ୍ରମିକଭାବେ କାମ କରୁଥିଲେ ।ସନ୍ଧ୍ୟା ସମୟରେ ପୁଅଟିଖେଳୁଥିବାବେଳେ ବୋରୱେଲରେ ପଡ଼ିଯାଇଥିଲା । ଖବରପାଇ ସ୍ଥାନୀୟ ପ୍ରସାଶନର ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଆସି ଦୀର୍ଘ ୯ ଘଣ୍ଟା ଧରି ଉଦ୍ଧାରକାର୍ୟ୍ୟ  ଜାରି […]

ଆକ୍ସନମୁଡରେ ଇଡ଼ି

ଭୁବନେଶ୍ୱର,୭ା୨(ଏସଏସନିଉଜ) ଉତ୍ତରାଖଣ୍ଡର କଂଗ୍ରେସର ଜଣେ ଟାଣୁଆନେତା ଭାବେ ବେଶ୍ ଜଣାଶୁଣି ହରକସିଂହଙ୍କ ଘର ସମେତ ଏକାସାଙ୍ଗେ ୧୨ଟି ସ୍ଥାନରେ ଇଡି ପକ୍ଷରୁ ଚଢାଉ ଚାଲିଛି । ମନିଲଣ୍ଡରିଂ ମାମଲାରେ ଆକ୍ସନମୋଡ଼କୁ ଆସିଛି ଇଡି । ଏହି ଚଢାଉରେ ଇଡିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି। ୧୯୯୧ରେ ପ୍ରଥମ ଉତ୍ତରପ୍ରଦେଶର ପାଉରି ବିଧାନସଭା ଆସନରୁ ହରକ ସିଂହ ରାଓ୍ୱତ। ବିଜୟ ହୋଇ କମ୍ ବୟସରେ ମନ୍ତ୍ରୀ ହୋଇ ରେକର୍ଡ କରିଥିଲୋ

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ:-୩ ଗିରଫ

ଭୁବନେଶ୍ୱର,୭ା୨(ଏସଏସନିଉଜ) ମଧ୍ୟପ୍ରଦେଶର ହର୍ଦା ଜିଲ୍ଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ଘଟଣାରେ ବାଣ କାରଖାନା ମାଲିକ ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ ।ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ସହ ୨୦୦ ଆହତ ହୋଇଥିବାର ଜଣାପଡିଥିଲା ।

ଶପଥନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ରାଜ୍ୟପାଳ ରଘୁବର ଦାସ କରାଇଲେ ଶପଥ ପାଠାଦିନ ୧୦ଟାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଆଜି ଶପଥ ପାଠ କରାଇଛନ୍ତି । ମୁଖ୍ୟ ଶାସନସଚିବ , ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଶପଥଉସ୍ବସମାରୋହରେ ସାମିଲହୋଇଥିଲେ ।ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ […]

ଓଡ଼ିଶାରେ ରାହୁଲ ଗାନ୍ଧି

ଭୁବନେଶ୍ୱର,୬ା୨(ଏସଏସନିଉଜ) ଓଡ଼ିଶାରେ ପହଁଚିଲା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ନ୍ୟାୟ ଯାତ୍ରା ।ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି ।ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା ।ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି କହିଛନ୍ତି ରାହୁଲ ।ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ ।ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ।ଆଗାମୀ ୩ ଦିନ ଯାଏଁ ମୁଁ […]

ପାକିସ୍ତାନରେ ବଡ଼ ନାଟକ

ଭୁବନେଶ୍ୱର,୫।୨(ଏସଏସନିଉଜ)ପାକିସ୍ତାନରେ ଚାଲିଛି ବଡ଼ ନାଟକ ।ଆତଙ୍କବାଦୀ ହାଫିଜ ସୟିଦ ଜେଲ୍‌ରେ ରହି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୟିଦର ସଂଗଠନ ବା ନୂଆ ପାର୍ଟି-MML।ଦଳର ନାଁ ପାକିସ୍ତାନ ମର୍‌କାଜି ମୁସଲିମ ଲିଗ୍‌।MML ସହ ଲସ୍କର ବା JuDର ସଂପର୍କ ରହିଛି।ଦଳର ଅଧିକାଂଶ ପ୍ରାର୍ଥୀ ସୟିଦର ସଂପର୍କୀୟ ବୋଲି ଜଣାପଡିଛି।ନିର୍ବାଚନ ଲଢୁଛନ୍ତି ସୟିଦର ପୁଅ ଓ ଜ୍ବାଇଁ।୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୟିଦ।ଦୁଇ ଦିନ ପରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଛି।

କେନ୍ଦ୍ରର ‘ହାଫ୍’କୁ ରାଜ୍ୟର ‘ହାଫ୍

ଭୁବନେଶ୍ୱର,୧୮ା୧(ଏସଏସନିଉଜ)ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ଦେଖିବାକୁମିଳିଥିବାବେଳେ ଏହିଦିନ ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାର। ଜାନୁଆରୀ ୨୨ତାରିଖ ଦିନ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଅପରାହ୍ନ ୨ଟା ୩୦ ଯାଏଁ ସମସ୍ତ ଅଫିସ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବାନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳିଭାବେ ଓଡିଶା ସରକାର ଏହି ଦିନ ଅଧା ଦିନ ଛୁଟି ଘୋଷଣା […]

ଘରେଘରେ ପହଞ୍ଚିବ ପାଣିପାଗ ଖବର

ବାଲେଶ୍ବର,୧୬ା୧(ଏସଏସନିଉଜ) ଏଥର ଘରେଘରେ ପହଞ୍ଚିବ ପାଣିପାଗଖବର । ମୋବାଇଲ୍ ଆପ୍ ଜରିଆରେ ପ୍ରତିଟି ପାଣିପାଗ ଖବର ସମସ୍ତେ ଜାଣିପାରିବୋ ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷରେ ପାଦ ଥାପିଥିବାରୁ ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ପାଣିପାଗବିଭାଗ ପକ୍ଷରୁ ଏହି ଉପହାର ଦିଆଯାଇଛି ।ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୌସମ୍ ଆପ୍ ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ । […]

୧୭ରେ ସରକାରୀ ଛୁଟି

ଭୁବନେଶ୍ବର, ୧୪ା୧(ଏସଏସନିଉଜ)ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର‌୍ୟ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ […]

ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ

ଜଗତସିଂହପୁର,୧୪ା୧(ଏସଏସନିଉଜ) ଜାହାଜରୁ ଜଣେ କ୍ରିଉ ସଦସ୍ୟ ସମୁଦ୍ରକୁ ଡେଇଁପଡିଲୋ ଆଜି ସକାଳେ ଏଭଳି ଘଟଣା ପାରାଦୀପ ବନ୍ଦରରୁ କୋକେନ୍ ଜବତ ହୋଇଥିବା ଜାହାଜରେ ଘଟିଛି।ତାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାରକରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛିା ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବାବେଳେ ତାଙ୍କ ନାମ ବୁଇ କଂ ହୁ। ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ […]