Browsing category

ଦେଶ ବିଦେଶ

୬ଟି ଆସନକୁ ନେଇ ସସପେନ୍ସ

୧. ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ଫିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ । ୨. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି […]

କେଦାରନାଥରେ ପୁଜାର୍ଜନା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୫/୧୧(ଏସଏସନିୟୁଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଥିବା କେଦାରନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନାକରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥାରେବାବା କେଦାରନାଥଙ୍କ ଦର୍ଶନ, ରୁଦ୍ରାଭିଷେକ କରି ପୂଜାର୍ଚ୍ଚନା ପରେ ୧୨ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ୩୫ ଟନ୍ ଓଜନର ଶଙ୍କରାଚାର‌୍ୟ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ୨୦୧୩ର ପ୍ରାକୃତିକ ବିପର‌୍ୟ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଶଙ୍କରାଚାର‌୍ୟ୍ୟଙ୍କ ସମାଧି ସ୍ଥଳକୁ ଲୋକାର୍ପଣ ମଧ୍ୟ କରିଛନ୍ତି । କେଦାରନାଥ ଦର୍ଶନ କରିବା ପରେ ମୋଦୀ ସେଠାରେ ୪୦୦ କୋଟିରୁ […]

ପୋଲିସ ଭ୍ୟାନରୁ ଜବତ ହେଲା ମୂଲ୍ୟବାନ କାଠ

୧-ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର: ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର। ୨-ଭୁବନେଶ୍ବର:ଦୀପାବଳି ଅଘଟଣ: ୨ ମୃତ, ୩ ଗୁରୁତର। ୩-ନକଲି ଶିକ୍ଷକଙ୍କୁ ଧରିବାକୁ ସମୟ ଗଡାଉଛନ୍ତି ଶିକ୍ଷା ଅଧିକାରୀ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ। ୪-ଭୁବନେଶ୍ୱର ଶୈଳଶ୍ରୀବିହାରରେ ମାଆ ଓ ଝିଅଙ୍କୁ ଛୁରାମାଡ ଘଟଣା: ଅଭିଯୁକ୍ତ ରୂପେଶ ପଣ୍ଡା ଗିରଫ। ୫-ପୁରୀ:ସପ୍ତମ ଶ୍ରେଣୀରେ ପଢୁଛନ୍ତି କୁନି ନନା,ବଡ଼ ବଡ଼ ଶ୍ଲୋକ ଅନର୍ଗଳକହି ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ […]

ଭିତରେ ମନ୍ତ୍ରୀ, ବାହାରେ ତାଲା

୧-କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଉତ୍ପାଦ ଶୁଳକ ହ୍ରାସ କଲେ ସରକାର ୨-ମୋଦୀ ସରକାରଙ୍କ ପରେ ନୀତିଶ ଦେବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଶ୍ଵସ୍ତି, କମ୍ କରିବେ ଭାଟ୍ । ୩-ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ । ୪-ଦୀପାବଳି ପରେ ଷଷ୍ଠ ଓ ସପ୍ତମ କ୍ଲାସ, ନୂଆବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ । […]

ଅର୍ଜୁନ ପୁରସ୍କାର ପାଇବେ ଦୁଇ ଓଡିଆ

୧-ଭୁବନେଶ୍ୱର: ବେଆଇନ ବାଣ ବିକ୍ରି ଜଗିବାକୁ ନିର୍ଦ୍ଦେଶ,ପେସୋର ଯାଞ୍ଚ ପରେ ସବୁଜ ବାଣ ବିକ୍ରି ଲାଇସେନ୍ସ ମିଳିବ। ୨-ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-2020 ପରୀକ୍ଷା ଫଳ।୬୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦୦୦ ଜଣ ହୋଇଛନ୍ତି କୃତକାର୍ଯ୍ୟ। ୩-ଓଡ଼ିଶାରେ ଜନଜାତିଙ୍କ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ କିସ୍‌ ଓ ୟୁଏନଡିପି,ବୁଝାମଣା ପତ୍ର ହେଲା ସ୍ବାକ୍ଷରିତ। ୪-କୁଚିଣ୍ଡା:ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ: BSKY ସ୍ମାର୍ଟକାର୍ଡ ବଣ୍ଟନ ବେଳେ […]

ଚୁଲି ଜଳେଇଲା, ଗ୍ୟାସ ମୁଣ୍ଡାଇଲେ

୧-ରାତି ୮ଟାରୁ ୧୦ଟା ଯାଏ ଫୁଟାଇ ପାରିବେ ଗ୍ରୀନ୍‌ ବାଣ, ଅନ୍ୟ ସମୟରେ ଫୁଟାଇଲେ ହେବ ଜରିମାନା:SRC ୨-ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷାଫଳ; ସର୍ବାଧିକ ନମ୍ବର ରଖିଥିବା ୩ ଜଣଙ୍କ ମଧ୍ୟରେ ୨ ପୁଅ ଓ ଜଣେ ଝିଅ।ମ୍ରିଣାଳ କୁଟ୍ଟେରୀ, ତନ୍ମୟ ଗୁପ୍ତା ଓ କାର୍ତ୍ତିକ ଜି.ନାୟର ଶୀର୍ଷ ସ୍ଥାନରେ ଅଛନ୍ତି। ୩-ନଭେମ୍ବର ୧୨ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି । ୪-ଆଜିଠୁ […]

ପୁଣି ଫେରିଛି ଅଣ୍ଡା ମାଡ

୧-ମାଲକାନଗିରି: ଟାଟା ପାଓ୍ୟାର କମ୍ପାନୀର ମନମୁଖି କାର୍ଯ୍ୟକୁ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ଚାଷୀ, ନିଜର ରୋଗୀଣା ବୃଦ୍ଧା ମାଙ୍କୁ ଏକ ଟ୍ରଲି ରିକ୍ସାରେ ଦୀର୍ଘ୨୦ କିଲୋମିଟର ଦୁର ରାସ୍ତା ଠେଲି ଠେଲି ଜିଲ୍ଲାପାଳ ଙ୍କ ନିକଟକୁ ନେଉଥିବାର ଦେଖିବାକୁ ମିଳିଛି । ୨-ପୁଣି ଫେରିଛି ପ୍ରତିବାଦର ଅଣ୍ଡା ମାଡ ରାଜନୀତି । ମମିତା ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ପରେ ତାଙ୍କ ବାସଭବନ ଉପରେ ଅଣ୍ଡାମାଡ ହୋଇଥିଲା । ଏପଟେ ଓଡିଶା […]

କେନ୍ଦ୍ରମନ୍ତ୍ରୀଙ୍କ କାର୍ ଉପରକୁ ଅଣ୍ଡାମାଡ଼

ଭୁବନେଶ୍ୱର,୩୧/୧୦(ଏସଏସନିୟୁଜ) କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ  ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଯାଉଥିବାବେଳେ କଂଗ୍ରେସର କେତେଜଣ କର୍ମୀ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ଫିଙ୍ଗିଥିଲେ। କାରରେ ଅଣ୍ଡା ଫିଙ୍ଗି ମନ୍ତ୍ରୀଙ୍କଗସ୍ତକୁ ବିରୋଧ କରିଛି ଛାତ୍ର କଂଗ୍ରେସ ।

କୁନି ପିଲାଙ୍କୁ ଦିଆଯିବ ଫାଇଜର ଟିକା

୧. ଉତ୍ତରପ୍ରଦେଶରେ କାର୍ଯ୍ୟକର୍ତା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ୨୦୨୨ରେ ପୁଣି ବିଜେପି । ୨. ଖୋର୍ଦ୍ଧାଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଞ୍ଚୟ ପ୍ରତି ସଚେତନତା ସୃଷ୍ଟି କରିବାକୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ୩. ରେଳ ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’ ଉଦଘାଟିତ । ୪. ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର […]

ବାହାରିଲେ ଆର୍ଯ୍ୟନ ଖାନ୍

ଭୁବନେଶ୍ୱର,୩୦/୧୦(ଏସଏସନିୟୁଜ) ୨୭ ଦିନ ପରେ ଜେଲରୁ ଆଜି ମୁକୁଳିଛନ୍ତି ଆର୍ଯ୍ୟନ ଖାନ୍ । କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ କୁ ବମ୍ବେ ହାଇକୋର୍ଟରୁ ଜାମିନ୍ ମିଳିଛି । ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ତାଙ୍କୁ ଗିରଫ କରିଥିଲା । ଜେଲରୁ ମୁକୁଳିବାପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ହୋଇଛି ।