Browsing category

ଓଡ଼ିଶା

ଚାଲିଗଲା ଜଂଗଲୀ କୁକୁରର ଜୀବନ

ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ […]

କାର ନେଲା ଜୀବନ

ବାରଙ୍ଗ,୮।୩(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ମେଡିକାଲ ଛକ ନିକଟରେ ଏକ ନାଲିରଙ୍ଗର କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଦାଢ଼ାପାଟଣା ଗ୍ରାମର ସୁଶାନ୍ତ ମହାରଣା। ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁଶାନ୍ତ ମହାରଣା ଚନ୍ଦକା ବନ ବିଭାଗରେ ଚାକିରି କରନ୍ତି ।ସେ ଶନିବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ – ବାରଙ୍ଗ ରାସ୍ତାର ମେଡିକାଲ ଛକ ନିକଟରେ ଏକ ନାଲି ରଙ୍ଗର କାର ତାଙ୍କୁ […]

ପୁତୁରା ମାଡରେ ଦାଦା ଆହତ

ବାରଙ୍ଗ, ୮।୩(ଏସଏସନିଉଜ) ଖାଇବାକୁ ମନାକରିବାରୁ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପୁତୁରାର ମାଡରେ ଦାଦା ଆହତ ହୋଇଥିବା ସହ ଆଖି ହରାଇଛନ୍ତି।ଏନେଇ ଦାଦା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିଜୟ ସାମଲ(୪୦) ଙ୍କର ବଡ଼ବାପା ବଂଶଧର ସାମଲଙ୍କର ଗତ ବୁଧବାର ଦିନ ଏକାଦଶ ଥିଲା। ସେହି ଦିନ ବିଜୟ ଅସୁସ୍ଥ ହୋଇପଡ଼ିବାରୁ ଭୋଜି ଖାଇବା ପାଇଁ ବାରଣ କରିଥିଲେ। ଏହି ସମୟରେ ବିଜୟଙ୍କର ବଡ଼ବାପା ପୁଅ ଅକ୍ଷୟ ବାରମ୍ବାର ଡାକିଥିଲେ ମଧ୍ୟ ବିଜୟ ଖାଇବା […]

ଲୁଚିକରି ଯାଉଥିଲେ ଧରିଲା ତହସିଲ

ବାରଙ୍ଗ, ୭।୩(ଏସଏସନିଉଜ) ବାରଙ୍ଗ ଦେଇ ବେଆଇନ ଭାବେ ଲଘୁଖଣିଜ ସମ୍ପଦ ପରିବହନ କରୁଥିବା ବେଳେ ତହସିଲ ପକ୍ଷରୁ ଗାଡି ଚେକିଙ୍ଗ କରାଯାଇ ୯ଟି ଗାଡିକୁ ଜବତ କରାଯାଇଛି।ଗୁରୁବାର ଓ ଶୁକ୍ରବାର ବିଲମ୍ଭିତ ରାତିରେ ବାରଙ୍ଗ ତହସିଲଦାର ଡ଼.ତୃଷାର ଜ୍ୟୋତି ରଞ୍ଜନ ସଦଳବଳେ ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଦୃତଗତିରେ ଆସୁଥିବା ଗାଡିଗୁଡ଼ିକ ରୋକି ଲଘୁଖଣିଜ ସମ୍ପଦ ପରିବହନ କାଗଜ ପତ୍ର ଯାଞ୍ଚ କରିଥିଲେ।ସେଥିମଧ୍ୟରୁ ଓଡି ୦୨ ଏଡି ୧୧୭୯, ଓଡି ୦୫ ବିଡି […]

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ବାରଙ୍ଗ,୭।୩(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ପ୍ରଥମଥର ପାଇଁ ରିଙ୍ଗ ଟେଲଡ ଲେମୂର୍ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବାକୁ ଯାଉଛି। ଯାହାକୁ ନେଇ ଚଳିତ ବର୍ଷ ପ୍ରଥମ କରି ପଶୁପକ୍ଷୀ ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରାଣୀ ଅଦଳବଦଳ ପକ୍ରିୟା ନନ୍ଦନ କାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ହେବାକୁ ଯାଉଛି।ଶନିବାର ଦିନ ନନ୍ଦନକାନନରୁ ୮ଜଣିଆ ଦଳ ୫ ପ୍ରଜାତିର ୧୪ ଜୀବଜନ୍ତୁଙ୍କୁ ସାଙ୍ଗରେ ନେଇ ବିଶାଖାପାଟଣା ଅଭିମୁଖେ ଯାତ୍ରା […]

ଯୁବତିମାନଙ୍କୁ କମେଣ୍ଟ ମାରି ମୋ ବସ କଣ୍ଡକ୍ଟର ହଟହଟା

ମେଣ୍ଢାଶାଳ,୧୭।୩ (ଏସଏସନିଉଜ) ମୋ ବସରେ ଆସୁଥିବା ତିନିଜଣ ଯୁବତୀଙ୍କୁ ବସ କଣ୍ଡକ୍ଟର ଓ ଜଣେ ଯୁବକ କମେଣ୍ଟ ମାରିବାକୁ ନେଇ ମେଣ୍ଢାଶାଳ ରେ ଉତେଜନା ଦେଖାଦେଇଥିଲା।ପରେ ପୋଲିସର ହସ୍ତକ୍ଷେପ ପରେ ଘଟଣା ର ସମାଧାନ ପରେ ବସଟି ଯାତ୍ରା ଆରମ୍ଭ କରିଥିଲା। ପ୍ରକାଶ ଯେ, ଶନିବାର ରାତି ୧୦ ସମୟରେ ୩୦ ନମ୍ବର ମୋ ବସ ଛତାବର ରୁ ମେଣ୍ଢାଶାଳ ଅଭିମୁଖେ ଆସୁଥିଲା । ସେହି ଗାଡ଼ିରେ ମେଣ୍ଢାଶାଳ ଗ୍ରାମର ୩ଜଣ ଯୁବତୀ ଆସୁଥିବା ବେଳେ ଗାଡ଼ି […]

ରାତି ଅଧରେ ଖୋଲୁଥିଲେ ଚୋରା ମୋରମ

ମେଣ୍ଢାଶାଳ,୭।୩(ଏସଏସନିଉଜ) ବର୍ଷ ବର୍ଷ ଧରି ଚନ୍ଦକା ଅଞ୍ଚଳରେ ଚାଲିଥିବା ବେଆଇନ ମୋରମ ଚୋରା ଚାଲାଣ ଉପରେ ଗତ କିଛିମାସ ମଧ୍ୟରେ ପୋଲିସ ବହୁ ପରିମାଣରେ ରୋକ୍ ଲଗାଇବାରେ ସଫଳ ହୋଇଛି।ଏବେ ଲୁଚି ଛପି ଚାଲୁଥିବା ଏହି ମାଫିଆମାନଙ୍କୁ ସାବଡ କରିବା ପାଇଁ ଗତ ୩ମାସ ମଧ୍ୟରେ ପ୍ରାୟ ୩୦ରୁ ମୋରମ ବୋଝେଇ ଗାଡିକୁ ଜବତ କରି ପୋଲିସ ଚୋରା ମୋରମ ମାଫିଆମାନଙ୍କ କୋପର ଶିକାର ହେବାରେ ଲାଗିଛି।ଶୁକ୍ରବାର ବିଳମ୍ବିତ ରାତିରେ ମଳିପଡା ମୋରମ ଖଣିରେ ବେଆଇନ ଭାବେ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ଵର,୭।୩(ଏସଏସନିଉଜ)ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ ।ରାୟଙ୍କ ଭଦ୍ରକ, ଚୌଦ୍ବାର, ଭୁବନେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକାକାଳୀନ ରେଡ କରୁଛି ଭିଜିଲାନ୍ସ।

ଆଜିଠୁ ୯ ଯାଏଁ ବର୍ଷା

ଭୁବନେଶ୍ଵର,୭।୩(ଏସଏସନିଉଜ)ଆଜିଠୁ ୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।କାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼,କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର, ଯାଜପୁର,ଭଦ୍ରକ, କେନ୍ଦ୍ରାପଡ଼ା ,ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ।ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ରହିଥିବା ବେଳେ ଅନ୍ୟ ୧୮ଟି ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି।୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା […]

ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ଵର,୭।୩(ଏସଏସନିଉଜ)ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର।ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା।ଦିଲ୍ଲୀରେ ୧୪.୨ କେଜି ଘରୋଇ ସିଲିଣ୍ଡର ଦର ୯୧୩ ଟଙ୍କା ହେଲା।୧୯ କେଜି କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି ପାଇଛି।ଆଜିଠାରୁ ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି।