ବାରଙ୍ଗ ପ୍ରେସ କ୍ଲବ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳଣ
ବାରଙ୍ଗ-୨୨/୧(ଏସଏସଏନ୍)ସଡକ ସୁରକ୍ଷା ଜୀବନ ରକ୍ଷା , ଏହି ବାର୍ତା ନେଇ ଆଜି ବାରଙ୍ଗ ପ୍ରେସ୍ କ୍ଲବ ତରଫରୁ ୩୨ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳଣ କରିଛନ୍ତି । ପ୍ରେସ୍ କ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତରେ କମଳା କାନ୍ତ ନାୟକ , କୃଷ୍ଣଚନ୍ଦ୍ର ସ୍ବାଇଁ , ପ୍ରକାସ ଚନ୍ଦ୍ର ସାହୁ ,ତ୍ରିଲୋଚନ ଦାସ, ତୁସାର କାନ୍ତ ବେହେରା , ଲୋଚନ ମୁଦୁଲି ,ସୁକାନ୍ତ ବେହେରା ,ପ୍ରସାନ୍ତ ସାହୁ ,ଦେବେନ୍ଦ୍ର ବେହେରା ,ସଗ୍ରାମ କିଶୋର ଦାସ […]