Browsing category

ଓଡ଼ିଶା

ବିଜେଡି କର୍ମୀଙ୍କୁ ହତ୍ୟା!

ଗଂଜାମ ,୧୦ା୯(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଶେରଗଡ ନନ୍ଦିନୀସେତୁ ଉପରେ ବିଜେଡି କର୍ମୀ ମଧୁସୂଦନ ବିଷୋୟୀଙ୍କୁ କେହି ମାରି ଫୋପାଡିଦେଇଥିବାର ଅଭିଯୋଗ ହୋଇଛି । ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଗତକାଲି କୌଣସିକାମରେ ଶେରଗଡ଼କୁଯାଇ ନିଜ ଗାଁ କୁମାରପାଣିକୁ ବାଇକରେ ଫେରୁଥିବା ବେଳେ ସେତୁ ଉପରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଆକ୍ରମଣ ଆକ୍ରମଣ ହୋଇଥିଲା ।ଆକ୍ରମଣକାରୀମାନେ ମଧୁକୁ ସେତୁ ଉପରୁ ତଳକୁ ଫୋପାଡ଼ି ଚାଲି ଯାଇଥିଲେ ।କୈାଶଳକ୍ରମେ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ […]

ଆଜି ପୁଣି ଭାରତ-ପାକ ଲଢ଼େଇ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୪ ଥର ମୁହାଁମୁହିଁ ହେରାଇଥିଲେ ।ଆଜି ବି ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରଖାଯାଇଛି । ଯଦି ବର୍ଷା ହେବ ତେବେ ରିଜର୍ଭ ଡେରେ ମ୍ୟାଚ ହେବ ବୋଲି ଜଣାପଡିଛି ।

ଇସ୍ରୋର ଆଉ ଏକ ସଫଳତା

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋକୁ ଆଉ ଏକ ସଫଳତାମିଳିଛି ।ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କରିଛି ଆଦିତ୍ୟL-1 ରାତି ୨ଟା୩୦ମିନିଟ ସମୟରେ କକ୍ଷପଥ ପରିବର୍ତ୍ତ କରିଛି ।-ଚତୁର୍ଥ କକ୍ଷପଥରେ ପ୍ରବେଶ କଲାମିଶନ ଆଦିତ୍ୟ L-1 ,ଚତୁର୍ଥ କକ୍ଷପଥ ପ୍ରବେଶ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।ପୃଥିବୀଠୁ ୭୧,୭୬୭ କିମି ଦୂରରେ ବୁଲୁଛି ଆଦିତ୍ୟL-1 ,ଆସନ୍ତା ୧୫ ତାରିଖରେ ବଦଳାଇବ ଚତୁର୍ଥ କକ୍ଷପଥ ବୋଲି କୁହାଯାଇଛି ।

ଆସୁଛି ଆଉଏକ ବଡ଼ବର୍ଷା !

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଆସୁଛି ଆଉ ଏକ ବଡ଼ ବର୍ଷା ।ଏହାକୁନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ଆସନ୍ତାକାଲି ପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୧୨ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା […]

ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ

ଜଟଣୀ,୯ା୯(ଏସଏସନିଉଜ)ଜଟଣୀର ପ୍ରସିଦ୍ଧପର୍ବ ଗଣେଶପୁଜାପାଇଁ ଚଳଚଂଚଳ ହେବାକୁଲାଗିଛି ଜଟଣୀ ।ଏଥିନିମନ୍ତେ ଅଗ୍ରୱାଲା ଧର୍ମଶାଳାଠାରେ ଜଟଣୀପୋଲିସ ପକ୍ଷରୁ ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ଭୁବନେଶ୍ୱରଡିସିପିପ୍ରତୀକସିଂ ଯୋଗଦେଇ ଗଣେଶପୁଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନକରିବାପାଇଁ କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ।୨୪ଘଂଟିଆପେଟ୍ରୋଲିଂ,ଟ୍ରାଫିକନିୟନ୍ତ୍ରଣ ପାଇଁ ଦୃଷ୍ଟିଦେବାକୁ କମିଟିମାନଙ୍କପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା ।୧୫ ଓ ୧୬ତାରିଖରେ ଏକକୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀଥାନାରେ ଆବେଦନ କରିବାକୁ କୁହାଯାଇଥିଲା ।ହେବାକୁଥିବା ପୁଜାମଣ୍ଡପ ଓ ତୋରଣପାଇଁ ପୁଜାମଣ୍ଡପକୁ ସେଫଟି ସାଟିଫିକେଟ ଆଣିବାସହ ୨୪ଘଂଟିଆ ଜରୁରୀକାଳିନ […]

୨୦୦୦ରୁଊର୍ଦ୍ଧ୍ବ ମୃତ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଶୁକ୍ରବାରରାତିରେ ମୋଡରକୋରେ ହୋଇଥିବା ଭୂମିକମ୍ପ ଯୋଗୁଁ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇବାସହ ୨,୦୫୯ ଆହତ ହୋଇଥିବାର ଜଣାପଡିଛି । ଆହୁରି ଅନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରି ତଲାସ ଜାରି ରହିଛି ।ଏହିଘଟଣାପରେ ପଡ଼ୋଶୀ ରାଷ୍ଟ୍ର ଆଲ୍‌ଜେରିଆ ସମେତ ମୋରକୋବାସୀଙ୍କ ପାଇଁ ସବୁଆଡୁ ସହାୟତା ଆସୁଛି। ପ୍ରାକୃତିକ ବିପର‌୍ୟ୍ୟୟଜନିତ ଧନଜୀବନ ହାନି ଲାଗି ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଲଦୀ ଶୋକବ୍ୟକ୍ତ କରିବାସହ ସମ୍ଭାବ୍ୟ […]

ଜଳିଗଲା ଶ୍ରମିକସେଡ୍‌

କଟକ,୯ା୯(ଏସଏସନିଉଜ) ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ଶୁକ୍ରବାରରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶ୍ରମିକମାନେ ରହୁଥିବା ତାଙ୍କର ସେଡ୍‌ଟି ଜଳିଯାଇଛି । ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି।ସୈାଭାଗ୍ୟବଶତଃ ୪୦କଣ୍ଟେନର୍‌ରେ ରହୁଥିବା ୯୬୦ଜଣ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତିାଏମାନେ ଏଲ୍ ଆଣ୍ଡ ଟି ଠିକାସଂସ୍ଥାରେ କାମକରୁଥିଲେ । ନଜରପୁରସ୍ଥିତ ପିଡିଏସ୍ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍ ପଡ଼ିଆରେ ଏମାନଙ୍କର କ୍ୟାମ୍ପ କରାଯାଇଥିଲା ।ରାତି ପ୍ରାୟ ସାଢେ ସାତଟା ବେଳେ ନିଆଁ […]

ବନ୍ଦହେଲା ମାତାରିଣୀଙ୍କ ଭୋଗନଡ଼ିଆ ନିଲାମ

ଘଟଗାଁ,୮ା୯(ଏସଏସନିଉଜ) ଘଟଗାଁର ଅଧିଷ୍ଠାତ୍ରୀଦେବୀ ମାତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପ୍ରକ୍ରିୟାକୁ ଆଜି ବାତିଲ କରାଯାଇଛି । ମାନସିକ ନଡ଼ିଆକୁ ମାଙ୍କଠାରେ ଭୋଗଲାଗିବା ପରେ ଗୋଦାମରେ ରହିଥାଏ ।ପରବର୍ତିସମୟରେ ମନ୍ଦିର ପରିଚାଳନାକମିଟି ପକ୍ଷରୁ ଏହାକୁ ନିଲାମ ଡକାଯାଇଥାଏ ।ଏବେ ଗୋଦାମରେ ୧୧ଲକ୍ଷ୨୭ହଜାରନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି ।ଗତ ୧ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲାନିଲାମ ହେବ ବୋଲି ନୋଟିସ୍ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ […]

ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିାସ୍ୱାଗତ ସମୟରେ କୋଣାର୍କଚକ୍ରର ମହତ୍ତ୍ୱ ମଧ୍ୟ ବୁଝାଇଛନ୍ତି ।ଆମେରିକା ରାଷ୍ଟ୍ରପତିଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଥିଲେ ମୋଦିା

ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ

ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍ ଚିଡିଆଖାନାରୁ ଆସିଥିବା ନୁଆ ଅତିଥିମାନଙ୍କ ମଧ୍ୟରେ ରହିଛି କୁକଟି ନାମକ୪ବର୍ଷର ଅଣ୍ଡିରା ହୁଲକ ଗିବନ ଓ ୧୩ବର୍ଷର ସାଲବୀନ ନାମକ ମାଈ ହୁଲକ ଗିବନ,୭ବର୍ଷ ବୟସର ହଳେ ଘୁଷୁରିଲାଞ୍ଜ ମାକାକ,୧୧ବର୍ଷର ଦିୱାଲୀ ନାମକ ମାଈ ହିମାଳୟ କଳାଭାଲୁ । ଏହାର ପ୍ରତିବଦଳ ରେ ନନ୍ଦନକାନନ କର୍ତ୍ତୁପକ୍ଷ ଆଗରୁ ଅର୍ଥାତ ଗତ ମାର୍ଚ୍ଚମାସ ୨୭ତାରିଖରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣବାଘ […]