Browsing category

ରାଜନୀତି

ସୂଚନା ଦେଲେ ଅଶୋକ ଗେହଲଟ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଗାନ୍ଧି ପରିବାରରୁ କେହି ପରବର୍ତ୍ତୀ କଂଗ୍ରେସ ସଭାପତି ହେବେ ନାହିଁ। ରାହୁଲ ଗାନ୍ଧିଙ୍କୁ ସଭାପତି ପଦ ଗ୍ରହଣ କରିବା ପାଇଁ ବହୁବାର କହିଥିଲି। ରାହୁଲ ସ୍ପଷ୍ଟ କରିଛନ୍ତି ଗାନ୍ଧି ପରିବାରରୁ କେହି ସଭାପତି ହେବେନି। ଏନେଇ ସୂଚନା ଦେଇଛନ୍ତି ସଭାପତି ଦୌଡ଼ରେ ସବୁଠୁ ଆଗରେ ଥିବା ଅଶୋକ ଗେହଲଟ ।

ନବଦାସ ସବୁଠୁ ଧନୀ ମନ୍ତ୍ରୀ

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା।ଏହି ତାଲିକାରେ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡିଛି।ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀଙ୍କ ସଂପତି ତାଲିକା। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ୬୫ଟି ଗାଡ଼ି ଥିବାର ଜଣାପଡିଛି।

୩୦ ଜିଲ୍ଲା ପାଇଁ ନାମ ଘୋଷଣା

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ସରକାର । ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ମନ୍ତ୍ରୀ ଅଶୋକପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଛି। ଅନନ୍ତଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼ ଦାୟିତ୍ୱ ମିଳିଛି।କଟକ ଦାୟିତ୍ୱରେ ପ୍ରମୋଦ ମଲ୍ଲିକ, ଗଞ୍ଜାମ ଦାୟିତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର ଦାୟିତ୍ୱରେ ପ୍ରମିଳା ମଲ୍ଲିକ, ସମୀର ଦାଶଙ୍କୁ ଯାଜପୁର, ନବ ଦାସଙ୍କୁ କଳାହାଣ୍ଡି, […]

ଆଜି କଂଗ୍ରେସ ସଭାପତି ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।ଅକ୍ଟୋବର ୧୭ରେ ନିର୍ବାଚନ ଓ ୧୯ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ ବାହାରିବ।

ଜନ୍ମମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ।ଜନ୍ମମାଟି ତିହିଡ଼ି ମଙ୍ଗରାଜପୁରରେ ପଞ୍ଚଭୂତରେ ବିଲୀନ ହେଲେ, ବିଳମ୍ବିତ ରାତିରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଇଥିଲେ ମୁଖାଗ୍ନି ।ଅଶ୍ରୁଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଓ ନିକଟ ସମ୍ପର୍କୀୟ।

ଆଉ ନାହାନ୍ତି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ବର,୧୯/୯(ଏସଏସ ନିଉଜ)ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ୬୧ ବର୍ଷ ବୟସରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିବାବେଳେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା।ସେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଗତ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଥରେ ନିର୍ବାଚିତ ହୋଇଥିଲେ। ବିରୋଧୀ ଦଳ ଉପନେତା […]

ସମୀକ୍ଷା କାଲେ 5T ସଚିବ

  ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଭୁବନେଶ୍ୱର ସ୍ଥ ବରମୁଣ୍ଡା inter state bus terminal ରାଜ୍ୟର ବ୍ୟସ୍ତ ବସ terminnal.ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ terminal ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଚ୍ଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ( […]

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଲି ରାଣୀ ଏଲିଜେବେଥ୍‌ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ରହିବେ । ଭାରତ ସରକାରଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରିବେ ଦ୍ରୌପଦୀ ମୁର୍ମୁ ।

ପଛକୁ ହଟିଲା ଡ୍ରାଗନସେନା

ଭୁବନେଶ୍ୱର,୧୩/୯(ଏସଏସ ନିଉଜ)ଲଦାଖରେ ପଛକୁ ହଟିଲା ଡ୍ରାଗନ ସେନା । ଗୋଗ୍ରା ହଟସ୍ପ୍ରିଙ୍ଗରୁ ଚୀନର ସେନା ପ୍ରତ୍ୟାହାର । ସେନା ପ୍ରତ୍ୟାହାର ସହିତ ବଙ୍କର ଭାଙ୍ଗିଲା ଚୀନ।ପିପି ୧୫ରୁ ପଛକୁ ହଟିଲେ ଦୁଇ ଦେଶର ସେନା । ୫ ଦିନ ଧରି ଚାଲିଥିଲା ସେନା ପ୍ରତ୍ୟାହାର ପ୍ରକ୍ରିୟା।

ନବୀନ ବଜାଇବେ ଷ୍ଟକଏକ୍ସଚେଞ୍ଜ ବେଲ୍

ଭୁବନେଶ୍ୱର,୧୨/୯(ଏସଏସନିଉଜ)ନବୀନ ବଜାଇବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ବେଲ୍ । ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲିଠୁ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।