Browsing category

ରାଜନୀତି

ସାମୂହିକ ମୁଣ୍ଡନ ହୋଇ ପ୍ରତିବାଦ କଲେ

ନବରଙ୍ଗପୁର,୧୩/୧୧(ଏସଏସନିୟୁଜ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ହରତାଳ କରାଯାଇଛି। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସନ୍ ସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବ୍ଲକ କଂଗ୍ରେସର କର୍ମିମାନେ ଶୁକ୍ରବାର ଦିନ ସମୂହ ମୁଣ୍ଡନ ‌ହୋଇ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିଥିଲେ ।

ବରଗଡରେ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୧୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୩.୬୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ବରଗଡରେ ପ୍ରାୟ ୩୦୦ […]

ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ

୧-ପାକିସ୍ତାନର ଲଗାତାର ବିଜୟ ଉପ​ରେ ଲାଗିଲା ବ୍ରେକ୍‌, ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ । ୨-ଆଜି ୬ ଘଂଟିଆ ଓଡ଼ିଶା ବନ୍ଦ ପାଇଁ କଂଗ୍ରେସର ଡାକରା: ଜାରି ରହିବ ଅତ୍ୟାବଶ୍ୟକ ସେବା . ୩-ଟ୍ବିନ୍‌ ସିଟି ପରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ସକ୍ରିୟ ହେଲା ଯୁବ ଗ୍ୟାଙ୍ଗ, ମଦ ପିଇ ଯୁବକଙ୍କୁ ପିଟିଲେ, ଭିଡିଓ ସେୟାର କଲେ । ୪- “ଦେଶରେ ଟିକାର କୌଣସି ଅଭାବ ନାହିଁ, ରାଜ୍ୟମାନଙ୍କୁ ଆବଶ୍ୟକମତେ ଟିକା ଯୋଗାଇ ଦିଆଯିବ : କେନ୍ଦ୍ର […]

ଆନ୍ଦୋଳନ ତୀବ୍ର କରିବାକୁ ବିଜେପିର ଚେତାବନୀ

ଭୁୁବନେଶ୍ୱର,୧୦/୧୧(ଏସଏସନିୟୁଜ)ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।ଏହା ଭିତରୁ କେଉଁ ଗୋଟିଏକୁ ବି ସରକାର ମାନିଲେ ନାହିଁ ।ପୁଣି ମୁଖ୍ୟମନ୍ତ୍ରୀ ଦୋଷୀକୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀଙ୍କୁ ପାଖରେ ବସାଇଲେ ବୋଲି ଅଭିଯୋଗ କରିଛନ୍ତି ।ଯେପର୍ଯ୍ୟନ୍ତ ସରକାର ନିଜ ଜିଦ୍‌ରେ ଅଟଳ ରହିବେ,,ସେପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନ ଜାରି ରଖିବ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀଙ୍କୁ ବିରୋଧ କରୁଛୁ। ଆଗକୁ […]

କ୍ରୀଡ଼ାମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର,୧୦/୧୧(ଏସଏସନିୟୁଜ) ମମିତା ମେହେର ହତ୍ୟା ଘଟଣାକୁ ବିରୋଧ କରି ଗତକିଛିଦିନ ହେବ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜ୍ୟର ମନ୍ତ୍ରୀମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାର ଦେଖିବାକୁ ମିଳିଛି ।କେଉଁଠି କଳାପତାକା ତ କେଉଁଠି ଅଣ୍ଡାମାଡ ଭଳି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । କଳାହାଣ୍ଡି ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇଥିବା ସମୟରେ ଥୁଆମୂଳ ରାମପୁର ଡୁମେରପଦର ଗ୍ରାମରେ […]

ପେଣ୍ଠ ବେଳାଭୂମିରେ ହେବ ଇକୋ ରିଟ୍ରିଟ୍‌

ରାଜନଗର,୮/୧୧(ଏସଏସନିୟୁଜ) ଚଳିତ ବର୍ଷ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । ଦୋବନ୍ଧି ଠାରୁ ପେଣ୍ଠ ମଧ୍ୟରେ ପ୍ରାୟ ୧୮ଶହ ମିଟର ଏରିୟାରେ ଇକୋ ରିଟ୍ରିଟ ଆୟୋଜନ ହେବ। ୨୫ଟି ଟେଂଟ ରେ ରହି ପର୍ଯ୍ୟଟକ ମାନେ ସମୁଦ୍ରର ଶୋଭା ଉପଭୋଗ କରିପାରିବେ ।ଇକୋ ରିଟ୍ରିଟରେ ଥିବା ପର୍ଯ୍ୟଟକ ମାନେ ଦିନବେଳା ଭିତରକନିକା ବୁଲିବେ ଓ ରାତିରେ ବେଳାଭୂମିର ମଜା ନେବେ ।ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବେ ।ତତ୍‌ସହିତ ପର୍ଯ୍ୟଟକମାନଙ୍କ ପାଇଁ ବେଳାଭୂମିରେ […]

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

ଭୁବନେଶ୍ୱର,୮/୧୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ […]

ହଟିବ ବାପାଛେଉଣ୍ଡ ଶୁଭଶ୍ରୀଙ୍କଦୁଃଖ

୧-ଆସିଲା ଶୀତ,୧୫ ଡିଗ୍ରୀ ତଳେ ରାଜ୍ୟର ୭ ସ୍ଥାନ, ଦାରିଙ୍ଗବାଡିଠାରେ ପାରଦ ୯.୫ ଡିଗ୍ରୀ। ୨-ଖୁବ୍ ଶୀଘ୍ର ଆରମ୍ଭ ହେବ ପିଲାଙ୍କ ଟିକାକରଣ, ୧ କୋଟି ZY-cov-D ଟିକା କିଣିବାକୁ କେନ୍ଦ୍ର ସରକାରଙ୍କ ଆଦେଶ। ୩-ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ ୪-ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା। ୫-ଟାଙ୍ଗୀ ବ୍ଲକ୍‍ ଡିଆ ପଞ୍ଚାୟତ ଅନ୍ତର୍ଗତ ଭୋଇ ସାହି: ପୁଣି ଅସହାୟଙ୍କୁ […]

ଜୀଅନ୍ତା ଜଳିଗଲେ ୯୧

୧-ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ପେଟ୍ରୋଲ ବୋଝେଇ ଟ୍ୟାଙ୍କକୁ ଧକ୍କା ଦେଲା ଟ୍ରକ, ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୯୧ଜଣ ଲୋକ । ୨-ରନ୍ ରେଟ୍‌ରେ ପଛରେ ପଡ଼ି ସାଉଥ୍ ଆଫ୍ରିକା ବିଦା, ରବାଡାଙ୍କ ହ୍ୟାଟ୍ରିକ୍ : ପରାଜୟ ସତ୍ତ୍ୱେ ସେମିରେ ଇଂଲଣ୍ଡ । ୩-ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୪-୯ରେ ନବୀନ-ଜଗନ ଭେଟ: ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ଓ ପୋଲାଭରମ ବିବାଦର ହେବ ଆଲୋଚନା । ୫-ରିମାଣ୍ଡ ଅବଧି […]

୬ଟି ଆସନକୁ ନେଇ ସସପେନ୍ସ

୧. ଆଜି ଠାରୁ ଓଡିଶାର ପ୍ରିମିୟମ OTT ପ୍ଲାଟଫର୍ମ କଞ୍ଚା ଲଙ୍କା ବା Kanccha lannka ରେ ଓଡିଆ ଚଳଚିତ୍ର 2 ଚକୋଲେଟ୍ ଷ୍ଟ୍ରିମିଙ୍ଗ ଆରମ୍ଭ କରାଯାଇଅଛି । ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ ବଜେଟ୍ ର ଫିଲ୍ମକୁ OTT ମାଧ୍ୟମରେ ସାରା ବିଶ୍ଵର ଦର୍ଶକମାନେ ଦେଖିପାରିବେ । ୨. ପାରା ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଆଜି ଭାରତୀୟ ଜୀବନ ବୀମା ୧ କୋଟି ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି […]