ଆସିଲା ଚିନ୍ତା ବଢାଇଲା ଭଳି ଖବର
୧-ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍, ଟ୍ରକ, କାର୍ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ ଫସିଥିବା ଆଶଙ୍କା । ୨-ବେଙ୍ଗାଲୁରୁ ଆସିଲା ଚିନ୍ତା ବଢାଇଲା ଭଳି ଖବର । ୫ଦିନରେ ୨୫୦ ଛୋଟ ପିଲା କରୋନାରେ ଆକ୍ରାନ୍ତ । ତୃତୀୟ ଲହର ନେଇ ବଢିଲା ଆଶଙ୍କା । ୩-ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ୪-ଆଫଗାନିସ୍ତାନରେ ମାଡି ଚାଲିଛି ତାଲିବାନ । ଆମେରିକା […]