Browsing category

ରାଜନୀତି

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ

ଭୁୁବନେଶ୍ୱର୨୪/୧(ସତ୍ୟସନ୍ଧାନଡେସ୍କ)ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ: କଟକରେ ପତାକା ଉତ୍ତୋଳନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୁଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ପତାକା ଉତ୍ତୋଳନ କରିବେ । ସେହିଭଳିଭାବେ  କଳାହାଣ୍ଡିରେ ମନ୍ତ୍ରୀ ରଣେନ୍ଦ୍ରପ୍ରତାପସ୍ୱାଇଁ,ଗଞାମରେ ପଦ୍ମନାଭବେହେରା,ବାଲେଶ୍ୱରରେ ପ୍ରତାପଜେନା,ରାୟଗଡାରେ ଅରୁଣକୁମାର ସାହୁ,କନ୍ଧମାଳରେ ସୁଦାମମାରାଣ୍ଡି,ମୟୁରଭଞରେ ସୁଶାନ୍ତସିଂ,ବରଗଡରେ ନବକିଶୋରଦାସ,ସମ୍ବଲପୁରରେ ଟୁକୁନିସାହୁ,ନୟାଗଡରେ ଜଗନ୍ନାଥ ସାରକା,କେଉଁଝରରେ ଦିବ୍ୟଶଙ୍କର ମିଶ୍ର,ଯାଜପୁରରେ ଅଶୋକଚନ୍ଦ୍ରପଣ୍ଡା,ବଲାଙ୍ଗିରରେ ସମିରରଞନଦାସ,ସୁନ୍ଦରଗଡରେ ଜ୍ୟୋତିପ୍ରକାସ ପାଣିଗ୍ରାହୀ,କୋରାପୁଟରେ […]

ଚିଡିଲେ ଦିଦି

୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍‌, ଆମେରିକା, ‘ହୁ’ର ପ୍ରଶଂସା । ୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ । ୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର […]

ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର ୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ୩-ନିଜ […]

୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

୧-ଧାନ ଉଠିନି,ଟାର୍ଗେଟ ସରିଲା କେମିତି ?ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ । ୨-ମାଟ୍ରିକ ପିଲାଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’ । ୩–ଧାନ କିଣାରେ ଅନିୟମିତତା: ୧୫ ଜଣ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ଜଣେ ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ । ୪-ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି […]