ମହାକାଶ ଯାତ୍ରାରେ ଯିବେ Amazon ପ୍ରତିଷ୍ଠାତା ଜେଫ ବେଜୋସ
?ରାଜ୍ୟରେ ଆଜି ୮୪୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ?ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ?କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୨୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ?ସିିବିଏସ୍ଇ ପରୀକ୍ଷା ମୂଲ୍ୟାଙ୍କନ ଶୈଳୀରେ ସଂଶୋଧନ; ମାର୍କ ସବ୍ମିଶନର ଅବଧି ବୃଦ୍ଧି । […]