Browsing category

ରାଜନୀତି

ନା ତାମିଲନାଡୁ ନା କେରଳ ମିଳିଲା

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା । ୨-ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ । ୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .। ୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । […]

ଶେଷରେ ହାରିଲେ ଦିଦି, ଜିତିଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ ୨ /୫ (ଏସଏସନିୟୁଜ) ଶେଷରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତାକୁ ହାରିବାକୁ ପଡିଛି ।ମମତା ହାରିବା ସହ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୬୨୨ ଭୋଟରେ ବିଜୟୀ ହୋଇଛନ୍ତି ।ଶେଷମୁହୁର୍ତରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରାଜୟ ସ୍ୱିକାର କରିବାକୁ ପଡିଛି ।ଏହି ଆସନପାଇଁ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।  

ଥରିଲା ଆସାମ

୧-ଆଜି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ୨-ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ । ୩–ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି । ୪-ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ […]

ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ । ୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ । ୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ । ୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ । ୫-ଦିନ ୨ଟାରୁ ବନ୍ଦ ରହିବ […]

ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌

୧-ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ: ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ । ୨-ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ । ୩-୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ । ୪-ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା […]

ଆଜି ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର,୨୯/୪(ସତ୍ୟସନ୍ଧାନଡେସ୍କ) ସମଗ୍ର ଦେଶରେ କରୋନା ଭାଇରସ୍ ଭୟାବହତା ଦେଖାଦେଇଥିବାବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଅଷ୍ଟମ ତଥା ଅନ୍ତିମ ପର‌୍ୟ୍ୟାୟ ଭୋଟ୍ ଚାଲିଛି । ଅଷ୍ଟମ ପର୍ଯ୍ୟାୟରେ ମାଲଦାର ୬ ଆସନ, ବୀରଭୂମିର ୧୧ ଆସନ, ମୁଶିଦାବାଦର ୧୧ ଆସନ, କୋଲକତା ଦକ୍ଷିଣର ୭ ଆସନ ଆଦି ୩୫ ଟି ସିଟ୍ ପାଇଁ ଗୁରୁବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର ।୧୧,୮୬୦ ମତଦାନ କେନ୍ଦ୍ରରେ ୩୫ […]

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]

କାମ ହେଇନି, ଉଠାଯାଇଛି ଟଙ୍କା

୧-ଆଇପିଏଲ୍ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା । ୨-କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର । ୩-ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା-ଘାଟ ଶୂନଶାନ । ୪-ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ […]

ଜୁଏଲ ଓରାମଙ୍କୁ କରୋନା

ଭୁବନେଶ୍ୱର,୨୪ /୪(ଏସଏସନିୟୁଜ) ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କରୋନା ପଜିଟିଭ ହୋଇଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌

୧-ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ । ୨-ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଏହି ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌(ବି.୧.୬୧୮) ସ୍ଥାନୀୟ ଅଞ୍ଚଳରେ ଅତି ଦ୍ରୁତ ଗତିରେ ସଂକ୍ରମଣ କରୁଥିବା ନଜରକୁ ଆସିଛି। ୩-ସଂକ୍ରମଣ ବୃଦ୍ଧି ପରେ ଇସିଙ୍କ କଡ଼ା ନିର୍ଦ୍ଦେଶ, ପଶ୍ଚିମବଙ୍ଗରେ ରୋଡ୍ ଶୋ ବନ୍ଦ, ରାଲିରେ କେବଳ ୫୦୦ ଜଣଙ୍କୁ ଅନୁମତି । ୪-ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ […]