Browsing category

ରାଜନୀତି

ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା

୧. ଟ୍ରେଡିଂ ଆପ୍ ମାୟାଜାଲରେ ଯୁବପିଢ଼ି, ୬ ଲକ୍ଷ ହରାଇଲେ ଦୁଇ ଇଂଜିନିୟରିଂ ଛାତ୍ର । ୨. କୋଭିଡ୍ ପ୍ରଭାବ ଉପରେ ଫିକି ଓଡ଼ିଶାର ବୈଠକ । ୩. ଗହମ ସଂଗ୍ରହ ବାବଦରେ ଚାଷୀଙ୍କ ଖାତାରେ ସିଧାସଳଖ ୪୯,୯୬୫ କୋଟି ଟଙ୍କା ଜମା କରାଯାଇଛି । ୪. ଭାରତରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବନି, ଆଇପିଏଲ୍ ଏଡ଼ାଇଥିଲା ଆଇଏସ୍‌ଏଲ୍ ଜୈବ ସୁରକ୍ଷା ପ୍ରସ୍ତାବ ୫.ସଙ୍ଗରୋଧ ଶେଷ କରି ଘରକୁ ଫେରିଲେ ବରୁଣ, ସନ୍ଦୀପ । ୬. ଚାପେଲଙ୍କ ଆକଳନ, […]

କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି

୧-ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା । ୨-ଅଧା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣ : ଆରପାରିରେ ସାଂସଦ ରଘୁନାଥ ମହାପାତ୍ର । ୩-ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୪-କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି ସ୍ୱାସ୍ଥ୍ୟ ଅଧିକାରୀ, ଯୋଗୀଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ ସନ୍ତୋଷ ଗଙ୍ଗୱାର । ୫-ମୋଦି […]

ସତୀଚଉରା ମଶାଣୀରେ ଲିଭୁନି ଜୁଇ

୧-ମାର୍କରେ ସନ୍ତୁଷ୍ଟ ନ ହେଲେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ସୁଯୋଗ । ୨-ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । ୩–ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ । ୪-ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ । ୫-ପ୍ରତି ରବିବାର ଭର୍ଚୁଆଲ୍ ଟୁର୍‌, ଦର୍ଶକ […]

ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

୧-ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ । ୨-ତଥ୍ୟ ପ୍ରବେଶ ତ୍ରୁଟିକୁ କମ୍ କରିବା ପାଇଁ କୋଉଇନ୍ ସିଷ୍ଟମରେ ଆଜିଠୁ ସାମିଲ ହେବ ୪ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ । ୩-ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ । ୪-ପୁଣି ବଢିଲା କଙ୍ଗନାଙ୍କ ଅଡୁଆ, ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ ଏଫଆଇଆର […]

ବଙ୍ଗଳାକୁ ଆସିଲେ ମନ୍ତ୍ରୀବି ଦେଖାଇବେ ନେଗେଟିଭ୍ ରିପୋର୍ଟ

୧-ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ, ଜୁନ୍ ରୁ ସେପ୍ଟେମ୍ବର ଭିତରେ ୭୦% ବର୍ଷା : ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ୨-କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ । ୩-ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍ କୋର୍ଟ । ୪-ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ […]

କରୋନା ଭିତରେ କଳସଯାତ୍ରା

୧-ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ . ୨-ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା । ୩-ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା । ୪-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ । ୫-ପଶ୍ଚିମବଙ୍ଗରେ ଟିଏମସିର ରାଜନୈତିକ ହିଂସା ବିରୋଧରେ ବିଜେପି ପକ୍ଷରୁ ଦେଶବ୍ୟାପୀ […]

କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍

୧-କରୋନା ମାଡରେ ବୋଲ୍ଡ ହେଲା ଆଇପିଏଲ୍ । ଫଟାଫଟ୍ କ୍ରିକେଟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ, ଜୈବ ବଳୟରେ ଥାଇ ସୁଦ୍ଧା ଖେଳାଳିଙ୍କୁ ଛୁଇଁଲା କରୋନା । ୨-କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ ପ୍ରସଙ୍ଗ: ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦକଲେ ହାଇକୋର୍ଟ ୩-ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ । ୪-ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ । ୫–ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ […]

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ମେସେଜ

ଭୁବନେଶ୍ୱର,୪/୫(ସତ୍ୟସନ୍ଧାନଡେସ୍କ) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ଜୀବନରୁ ମାରିଦେବାକୁ ଧମକ । ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ଏମରଜେନ୍ସି ନମ୍ବର ‘୧୧୨’ କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଆସିଛି ।ଏହାପରେ ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଏହି ମେସେଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ ଦିନ ମଧ୍ୟରେ ଜୀବନରୁ ମାରି ଦିଆଯିବ। […]

ଆଇପିଏଲ ଉପରେ କରୋନା କଳାବାଦଲ

୧-ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ ନାହିଁ :  ଏମ୍ସ ନିର୍ଦ୍ଦେଶକ । ୨– ଲକ୍‌ଡାଉନ୍ ପୂର୍ବରୁ ଭିଡ ଅସମ୍ଭାଳ, ବିବାହ, ଧାର୍ମିକ ଶୋଭାଯାତ୍ରା ସାଙ୍ଗକୁ ରାସ୍ତାଘାଟ ଗହଳି । ୩-ଲକ ଡାଉନ ପାଇଁ  ମଦ ଦୋକାନ ଆଗରେ ଭିଡ଼ ୪-ପିପିଲି ଉପନିର୍ବାଚନ ସ୍ଥଗିତ, ଉଠିଲା ଆଚରଣବିଧି । ୫-ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର […]

କରୋନାପାଇଁ ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି,୩/୫(ଏସଏସନିୟୁଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିବାର ଜଣାପଡିଛି ।ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେଥିନେଇ କୌଣସି ସୂଚନା ମିଳିନାଥିବାବେଳେ ଆଗାମୀ ୧୬ ତାରିଖରେ ପିପିଲିରେ ନିର୍ବାଚନ ହେବାକୁ ଥିଲା ।