କରୋନାପାଇଁ ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ପିପିଲି,୩/୫(ଏସଏସନିୟୁଜ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିବାର ଜଣାପଡିଛି ।ନଜରରେ ରଖି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ କେବେ ନିର୍ବାଚନ ହେବ ସେଥିନେଇ କୌଣସି ସୂଚନା ମିଳିନାଥିବାବେଳେ ଆଗାମୀ ୧୬ ତାରିଖରେ ପିପିଲିରେ ନିର୍ବାଚନ ହେବାକୁ ଥିଲା ।

Comments (0)
Add Comment