Browsing category

ରାଜନୀତି

୭ ଦିନରେ କାର୍ୟ୍ୟକାରିତା ରିପୋର୍ଟ ଦିଅ

ପୁରୀ,୧୩ା୯(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘରେ କେମିତିପଶିଲା ଲୁହାକଡ଼େଇ ? କାହିଁକି ଲୁହାକଡ଼େଇରେ ହେଲା ରୋଷେଇ ? ପରମ୍ପରାଭଙ୍ଗ କାହିଁକି ହେଲା ? କାହାର ଭୁଲ୍, ଏମିତି କେମିତି ହେଲା ? ସେପଟେ ଏହାକୁ ଅତି ଗୁରୁତର ସହ ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗରେ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।ଲୁହା କଡ଼େଇ ଜବତ ସହ […]

ବିଧାୟକଙ୍କ ବିରୋଧରେ ସରମ୍ପଚଙ୍କ ମେଳି

ଗଞ୍ଜାମ,୧୩/୯(ଏସଏସନିଉଜ) ଆସିକା ବିଧାୟକ ସରୋଜପାଢ଼ୀଙ୍କ ମନ୍ତବ୍ୟକୁ ବିରୋଧ କରି ସରପଞ୍ଚ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ କିଛିଦିନ ତଳେ ଆସିକା ବିଧାୟକ ସରୋଜ ପାଢୀଭୁବନେଶ୍ଵରରେ ଗଣମାଧ୍ୟମଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ,ଗତ ୨୪ ବର୍ଷର ବିଜେଡି ସରକାର ବିକାଶରଡିଣ୍ଡିମ ପିଟୁଥିଲେ ।ଏହାଦ୍ବାରା କେବଳ ପିସି କାରବାର ମଧ୍ୟରେ ସୀମିତ ରହି ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ମାଲେମାଲ ହୋଇଛନ୍ତି । ଏବେ ଯଦି ତଦନ୍ତ ହେବ ତେବେ ଶହେରୁ ଶହେ ସରପଞ୍ଚ ଜେଲ […]

ଓଡ଼ିଶାରେ ଚାଲିବ ୩ନୂଆ ବନ୍ଦେ ଭାରତଟ୍ରେନ୍‌

ଭୁବନେଶ୍ୱର,୧୦/୯(ଏସଏସନିଉଜ)ଆସନ୍ତା ୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍‌।ସାରା ଦେଶରେ ୧୦ଟି ମଧ୍ୟରୁ ଓଡ଼ିଶା ଦେଇ ୩ଟି ଯାତ୍ରା କରିବ।ଟାଟା-ବ୍ରହ୍ମପୁର, ରାଉରକେଲା-ହାୱଡ଼ା, ଦୁର୍ଗ-ବିଶାଖାପାଟଣା ମଧ୍ୟରେ ଚାଲିବ।ପ୍ରଧାନମନ୍ତ୍ରୀ ମୋଦି ୧୦ଟି ବନ୍ଦେ ଭାରତର ଟ୍ରେନ୍‌ର ଶୁଭାରମ୍ଭ କରିବେ।ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ଆସିଥିବାର ଜଣାପଡିଛି।ପୂର୍ବତଟ ମହାପ୍ରବନ୍ଧକ କେନ୍ଦ୍ର ରେଳମନ୍ତ୍ରୀ ଙ୍କ ପକ୍ଷରୁ କଲେ ନିମନ୍ତ୍ରଣ।

ଭଙ୍ଗାଯିବ ଦିଲ୍ଲୀରେ ଥିବା ଓଡ଼ିଶା ଭବନ

ଭୁବନେଶ୍ୱର,୯ା୯(ଏସଏସନିଉଜ)ଦିଲ୍ଲୀରେ ଥିବା ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡ଼ିଛିାବିଭିନ୍ନ ଯାଞ୍ଚ ରିପୋର୍ଟରେ ଅସୁରକ୍ଷିତ ଦର୍ଶାଯାଇଛିାବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘୋଷଣା ପରେ ଭାଙ୍ଗିବାକୁ ନିର୍ଦେଶ ଦିଆଯାଇଛି ।

ଲଘୁଚାପ ବର୍ଷା ସତର୍କତା

ଭୁବନେଶ୍ୱର,୯ା୯(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ । କୋରାପୁଟ ଓ […]

ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଲା ୟାଗି’

ଭୁବନେଶ୍ୱର,୯ା୯(ଏସଏସନିଉଜ)ବାତ୍ୟା ‘ୟାଗି’ ଚାଇନାର ମେରୁଦଣ୍ଡକୁ ଦୋହଲାଇଦେଇଛି । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପରେ ଗ୍ରାସି ଚାଲିଛି ।ବଡବଡଗଛ ଉପୁଡିପଡିବାସହ ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଭାଙ୍ଗୁଛି ।ଏହାର ପ୍ରଭାବରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସଠିକ୍‌ ଭାବେ ରିପୋର୍ଟ ପ୍ରକାଶ ପାଇନାହିଁ । ହେଲେ ବହୁ ଲୋକ ଆହତ ଓ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ ସହ ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ […]

ମାନବିକତା ଦେଖାଇଲେ ମନ୍ତ୍ରୀ

ମାଲକାନଗିରି, ୯ା୯(ଏସଏସନିଉଜ) ଗତକାଲି ଅପରାହ୍ନରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ହାଟ ଛକ ଠାରେ ରାସ୍ତା ପାର ହେଉଥିବା ତଥା କନିଷି ହାଟରେ ନଡ଼ିଆ କଦଳୀ ବିକ୍ରରି କରୁଥିବା ଚିକିଟି ଲକ୍ଷ୍ମୀ ଆମ୍ମାକୁ ଏକ ଦୃତଗାମୀ ଅଟୋ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାଇ ହୋଇଯାଇଥିଲା ।ମହିଳାଜଣଙ୍କ ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି […]

ଭାରତ ମସଲାର ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ବାରଙ୍ଗ,୭ା୯(ଏସଏସନିଉଜ) ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ସୁଭଦ୍ରା ରଥର ଶୁଭ ଉଦଘାଟନ

ଭୁବନେଶ୍ୱର,୭ା୯(ଏସଏସନିଉଜ) ଆଗାମୀ ୧୭ ତାରିଖରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ନିଜର ସ୍ବପ୍ନ ପୂରଣ ପାଇଁ […]

ବିଜେପିରେ ମିଶିଲେ ସୁଜିତ କୁମାର

ଭୁବନେଶ୍ୱର,୬/୯(ଏସଏସନିଉଜ)ବିଜେଡିରୁ ଆଜି ଆଉ ଜଣେ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ମମତା ମହାନ୍ତଙ୍କ ପରେ ସୁଜିତ କୁମାର ହେଉଛନ୍ତି ଦ୍ୱିତୀୟ ରାଜ୍ୟସଭା ସାଂସଦ ଯେ କି ବିଜେଡି ଛାଡ଼ିଲେ। ବିଜେପି ଏହିପରି ଜଣଙ୍କ ପରେ ଜଣେ ନିର୍ବାଚିତ ନେତାଙ୍କୁ ନେବାକୁ ଯୋଜନା ରଖିଥିବା ନେଇ ଆଗରୁ ଯେଉଁ ସୂଚନା ମିଳୁଥିଲା ତାହା ପ୍ରମାଣିତ ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଏହିପରି ଗୋଟିଏ ପରେ ଗୋଟିଏ ଝଟକା ବିଜେପି ମୁଖିଆ […]